Sunday, June 14, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ଟ୍ରମ୍ପଙ୍କ ଡିନର ପାର୍ଟିରେ ଆଟାକ

Sanchar Live by Sanchar Live
April 26, 2026
in ବିଦେଶ
0
ଟ୍ରମ୍ପଙ୍କ ଡିନର ପାର୍ଟିରେ ଆଟାକ
0
SHARES
65
VIEWS
FacebookTwitter

ଟ୍ରମ୍ପଙ୍କ ଡିନର ପାର୍ଟିରେ ଆଟାକ । ଘେରିଗଲେ ସୁରକ୍ଷାକର୍ମୀ । ରାତିରେ ୱାଶିଂଟନ ହିଲଟନ୍ ଠାରେ ଆୟୋଜିତ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଡିନର ସମୟରେ ଗୁଳିମାଡ଼ ହୋଇଥିଲା । ଗୁଳି ଶବ୍ଦ ଶୁଣାଯିବା ପରେ ସେଠାରେ ଆତଙ୍କ ଖେଳିଯାଇଥିଲା । ଗୁଳି ଶବ୍ଦ ଶୁଣାଯିବା ମାତ୍ରେ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ତୁରନ୍ତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଏବଂ ଉପ-ରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଷ୍ଟେଜରୁ ସୁରକ୍ଷିତ ଭାବେ ବାହାର କରି ନେଇଥିଲେ ।

ସେଠାରେ ଉପସ୍ଥିତ ଥିବା ଶତାଧିକ ସାମ୍ବାଦିକ ଏବଂ ସେଲିବ୍ରିଟିମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଟେବୁଲ୍ ତଳେ ଲୁଚି ରହିଥିବା ଦେଖିବାକୁ ମିଳିଥିଲା । ସେହି ସମୟରେ ‘ରାସ୍ତା ଛାଡ଼ନ୍ତୁ, ସାର୍!’ ବୋଲି ଜୋରରେ ଶବ୍ଦ ଶୁଣାଯାଉଥିଲା ଏବଂ ଅନ୍ୟମାନେ ଲୋକଙ୍କୁ ତଳେ ବସିଯିବାକୁ କହୁଥିଲେ । ତେବେ ଏହି ଘଟଣାରେ କେହି ଆହତ ହୋଇଥିବାର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ । ପ୍ରାଥମିକ ସୂଚନା ଅନୁୟାୟୀ, ଜଣେ ସନ୍ଦିଗ୍ଧ ବନ୍ଧୁକଧାରୀକୁ କାବୁ କରଛନ୍ତି ସୁରକ୍ଷାକର୍ମୀ ।

Tags: americaattackDolandtrump
ShareTweetShareSend
Sanchar Live

Sanchar Live

Next Post
ରାଜ୍ୟରେ ସାମାନ୍ୟ କମିପାରେ ତାପମାତ୍ରା

ରାଜ୍ୟରେ ସାମାନ୍ୟ କମିପାରେ ତାପମାତ୍ରା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଜାମିନ୍ ଆବେଦନ ଖାରଜ ପରେ ଜେଲ ଗଲେ ଚାମେଲୀ ଓଝା
  • ଅନଲାଇନ ସପିଂ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ
  • ସ୍ୱାମୀଙ୍କୁ ମନେ ପକାଇଲେ କରିସ୍ମା
  • କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି, ଓଡିଶାରୁ ୨ ଅଧିକାରୀ
  • ହାଇୱାକୁ ପିଟିଲା BMW କାର୍, ୨ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.