Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ASO ପ୍ରକାଶ କୁମାର ସାହୁ ନିଖୋଜ ଘଟଣା : ତିରୁପତିରେ ଅଛନ୍ତି ପ୍ରକାଶ

Sanchar Live by Sanchar Live
April 6, 2025
in ଓଡିଶା
0
ASO ପ୍ରକାଶ କୁମାର ସାହୁ ନିଖୋଜ ଘଟଣା : ତିରୁପତିରେ ଅଛନ୍ତି ପ୍ରକାଶ
0
SHARES
17
VIEWS
FacebookTwitter

ASO ପ୍ରକାଶ କୁମାର ସାହୁ ନିଖୋଜ ଘଟଣା । ଶେଷରେ ପ୍ରକାଶଙ୍କ ମିଳିଲା ପତ୍ତା । ତିରୁପତିରେ ଅଛନ୍ତି ନିଖୋଜ ASO । ପରିବାରକୁ ନଜଣାଇ ତିରୁପତି ଯାଇଥିବା ସୂଚନା । ଏନେଇ ସୂଚନା ଦେଲେ ଭରତପୁର ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ । ଗତକାଲି ASO ନିଖୋଜ ନେଇ ପରିବାର ପକ୍ଷରୁ ଏତଲା ହୋଇଥିଲା । ଲୋକସେବା ଭବନରେ କାମ ସାରି ନିଖୋଜ ହୋଇଥିବା ନେଇ ଏତଲା ହୋଇଥିଲା । କିନ୍ତୁ ଆଜି ତାଙ୍କର ପତ୍ତା ମିଳିଥିବା ସୂଚନା ଦେଇଛି କମିଶନରେଟ ପୋଲିସ । ଶୁକ୍ରବାର ଡ୍ୟୁଟି କରିବାକୁ ଲୋକସେବା ଭବନକୁ ଯାଇଥିଲେ। ସଂଧ୍ୟାରେ ଅଫିସରୁ ଫେରିବା କଥା। କିନ୍ତୁ ରାତି ସୁଦ୍ଧା ଫେରି ନଥିଲେ । ଏହା ପରେ ଗତକାଲି ସଂପର୍କୀୟ ଭାଇ ଭରତପୁର ଥାନାରେ ଏତଲା ଦେଇଥିଲେ। ପ୍ରକାଶଙ୍କ ମୋବାଇଲ ସ୍ଵିଚ୍ ଅଫ୍ ଥିବାରୁ ସନ୍ଦେହ ଅଧିକ ଘନୀଭୂତ ହୋଇଥିଲା । ପ୍ରକାଶ ପୂର୍ତ୍ତ ବିଭାଗରେ କାମ କରୁଥିଲେ । ତେବେ ନିଖୋଜର ୨୪ ଘଣ୍ଟା ପରେ ସେ ତିରୁପତି ଯାଇଥିବା ସୂଚନା ମିଳିଛି ।

Tags: asoprakashTirupati
ShareTweetShareSend
Sanchar Live

Sanchar Live

Next Post
ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.