Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ବାସନ୍ଦ ନାଁରେ ଗାଁରୁ ଉଠୁନି ଶବ, ୨୦ ଘଣ୍ଟା ହେଲା…

Sanchar Live by Sanchar Live
November 30, 2025
in ଓଡିଶା
0
ବାସନ୍ଦ ନାଁରେ ଗାଁରୁ ଉଠୁନି ଶବ, ୨୦ ଘଣ୍ଟା ହେଲା…
0
SHARES
22
VIEWS
FacebookTwitter

ସଂଚାର ବ୍ୟୁରୋ: ବାସନ୍ଦ ନାଁରେ ଗାଁରୁ ଉଠୁନି ଶବ। ଦୀର୍ଘ ୨୦ ଘଣ୍ଟା ଧରି ଘରେ ପଡି ରହିଛି ଶବ । ଗଞ୍ଜାମ ଧରାକୋଟ ଥାନା କମାଶାସନ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଗାଁର ୬୫ ବର୍ଷୀୟ ବୃଦ୍ଧା ଏସ୍.ରତ୍ନlଲୁ ରେଡିଙ୍କ ଦେହାନ୍ତ ହୋଇଛି। ପୂର୍ବରୁ ସ୍ଵାମୀ ଓ ଦୁଇ ପୁଅଙ୍କ ଦେହାନ୍ତ ହୋଇଥିବା ବେଳେ ପାଖରେ ଅଛନ୍ତି ଦୁଇ ଝିଅ। ପୁଅଙ୍କ ନାଁରେ ଥିବା ଟଙ୍କା ପ୍ରଦାନ ସହ ସାମାଜିକ ବାସନ୍ଦ ଉଠାଇବାକୁ ଅଡିବସିଛନ୍ତି ପରିବାର।
ଶବ ସତ୍କାର ପାଇଁ ଗାଁ ଲୋକେ ରାଜି ହୋଇଥିଲେ ମଧ୍ୟ ସମାଧାନ ନ ହେବା ପର୍ଯ୍ୟନ୍ତ ଶବ ଉଠିବନି ବୋଲି ମୃତକଙ୍କ ଝିଅ ଅଡ଼ି ବସିଛନ୍ତି। ଘଟଣାକୁ ନେଇ ଧରାକୋଟ ଥାନାରେ ପୂର୍ବରୁ ବହୁବାର ଅଭିଯୋଗ ମଧ୍ୟ ହୋଇଛି। ଗାଁରେ ପୋଲିସ ପହଁଚି ବୁଝାସୁଝା ଜାରି ରଖିଛି। ସେପଟେ ବାସନ୍ଦ କଥାକୁ ଗ୍ରାମବାସୀ ଅସ୍ବୀକାର କରିଛନ୍ତି l ବାସନ୍ଦ ନୁହେଁ ମତାନ୍ତର ବୋଲି ଗ୍ରାମବାସୀ କହିଛନ୍ତି।

Tags: askaspecial story
ShareTweetShareSend
Sanchar Live

Sanchar Live

Next Post
ଆଜି ଶପଥ ଗ୍ରହଣ କରିବେ ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢ଼ୋଲକିଆ

ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.