Monday, June 23, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ରାତିସାରା AC ଚଳାଉଛନ୍ତି କି? ଜାଣିରଖନ୍ତୁ କଣ ହେବ ଅସୁବିଧା

Sanchar Live by Sanchar Live
June 23, 2025
in ଜୀବନ ଶୈଳୀ
0
ରାତିସାରା AC ଚଳାଉଛନ୍ତି କି? ଜାଣିରଖନ୍ତୁ କଣ ହେବ ଅସୁବିଧା

xr:d:DAF9n6wUAzg:4,j:6242408683346321213,t:24022315

0
SHARES
1
VIEWS
FacebookTwitter

ଦିନକୁ ଦିନ ପାଗରେ ପରିବର୍ତ୍ତନ ହେବାରେ ଲାଗିଛି । ଅନିୟନ୍ତ୍ରିତ ପାଣିପାଗ ଯୋଗୁଁ ଗରମ ବଢିବାରେ ଲାଗିଛି । ଯେଉଁଥି ପାଇଁ ସ୍ବାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳୁଛି । ଆଗରୁ ଲୋକଙ୍କ ପାଇଁ ଏସି ସ୍ବପ୍ନ ଥିଲା । ଯାହା ଏବେ ସାଧାରଣ ଜିନିଷ ପାଲଟିଯାଇଛି । କାରଣ ଗରମର ତାପମାତ୍ରା ଏତେ ବଢିଯାଇଛି ଯେ, ଘରେ ଘରେ ସମସ୍ତଙ୍କ ଏସି ବ୍ୟବହାର କରୁଛନ୍ତି ।

ଥରେ ଭାବନ୍ତୁ ତ ଯଦି ଏସି ନଥାନ୍ତା ତେବେ ଗରମ କ’ଣ ଆମେ ସହିପାରିଥାନ୍ତେ ? ଆଜିକାଲି ଯେଉଁ ମୁଣ୍ଡଫଟା ଖରା ହେଉଛି ଫ୍ୟାନ୍ ପବନରେ ଚଳିବା ବି କଷ୍ଟକର ହୋଇପଡୁଛି । ଗରମ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ଏସିର ଡିଗ୍ରୀ ବଢାଇଅହରହ ରୁମ୍ ଭିତରେ ପଶି ରହୁଛନ୍ତି । ଯାହାଫଳରେ ଆରାମରେ ଲୋକେ ଶୋଇ ପଡିଥାନ୍ତି । ଏହା ଆମକୁ ଯେତିକି ଖୁସି ଦେଇଥାଏ ଆମ ସ୍ବାସ୍ଥ୍ୟ ପ୍ରତି ସେତିକି ମଧ୍ୟ କ୍ଷତିକାରକ ହୋଇଥାଏ । ଯଦି ଆପଣ ସାରା ରାତି ଏସି ରୁମରେ ସମୟ ବିତାଉଛନ୍ତି ତେବେ କିଛି କଥା ଉପରେ ଧ୍ୟାନ ରଖିବା ଆବଶ୍ୟକ । ଏସି ଚାଲୁ କରୁଥିବା ସମୟରେ କେଉଁ ସବୁ ଉପାୟ ଗ୍ରହଣ କରିବା ଉଚିତ୍ ଆସନ୍ତୁ ଜାଣିବା ।

ଏସି କିଛି ମୁହୂର୍ତ୍ତ ପାଇଁ ହୁଏ ତ ଥଣ୍ଡା ଦେଇଥାଏ ହେଲେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । ଅଧିକ ସମୟ ଏସି ରୁମରେ ରହିବା ଦ୍ବାରା ସ୍କିନ୍ ଉପରେ ଖରାପ ପ୍ରଭାବ ପକାଇଥାଏ । କାରଣ ଏସି ଗରମ ଏବଂ ଆଦ୍ରତାକୁ ଶୋଷିତ କରିଥାଏ । ଫଳରେ ଆମ ସ୍କିନ ଡ୍ରାଏ ରହିଥାଏ । ଏସିରେ ଏତେ ପ୍ରଭାବ ଥାଏ ଯେ ସ୍କିନକୁ ନୁହେଁ ବରଂ ଓଠ ଏବଂ ନାକକୁ ଡ୍ରାଏ କରି ଦେଇଥାଏ । ଏହା ସହିତ ଆଖି ମଧ୍ୟ ଜଳାପୋଡା ହୋଇଥାଏ । ଏତିକି ନୁହେଁ ବରଂ ସକାଳୁ ଉଠିବା ମାତ୍ରେ ଗଳାକୁ ମଧ୍ୟ ଦରଜ କରି ଦେଇଥାଏ । ବିଶେଷକରି ଯେଉଁମାନେ ସାଇନସ୍

ସମସ୍ୟାରେ ପୀଡିତ ସେମାନେ ସାରା ରାତି ଏସିରେ ଶୋଇବା ପରେ ସକାଳେ ଅନେକ ସମସ୍ୟାର ସମ୍ମୁଖୀନ କରିଥାନ୍ତି । ଆପଣ ଏହି ସବୁ ଶୁଣିବା ପରେ ନିହାତି ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସୁଥିବ । ଯଦି ଏଭଳି ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଏହି ସବୁ ଉପାୟକୁ ଅନୁକରଣ କରନ୍ତୁ ।

ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ, ଆପଣଙ୍କୁ ଏକ ଛୋଟ ପ୍ରତିକାର କରିବାକୁ ପଡିବ । ଆପଣ ଯେଉଁ ଘରେ ରାତିସାରା ଏସିରେ ଶୋଉଛନ୍ତି ସେଠାରେ ଏକ ବାଲଟି ପାଣି ଭର୍ତ୍ତି କରି ରଖନ୍ତୁ । ଯାହା ବାୟୁରେ ଶୁଷ୍କତା ହ୍ରାସ କରିବ । ଏସିରେ ଥିବା ପାଣି ନ୍ୟାଚୁରାଲ ହ୍ୟୁମିଡିଫାଏର ଭାବରେ କାମ କରେ । ଏଥିରୁ ଧୀରେ ଧୀରେ ପାଣି ବାଷ୍ପିଭୂତ ହୋଇ ଘରକୁ ଆଦ୍ର କରିଦେଇଥାଏ । ଯାହାଦ୍ବାରା ସ୍କିନର ଡ୍ରାଏନେସକୁ କମ୍ କରି ଦେଇଥାଏ । ନିଶ୍ୱାସ ନେବାକୁ ସହଜ କରିବା ସହ ରାତିରେ ଭଲ ନିଦ ହୋଇଥାଏ । ଶୋଇବା ସମୟରେ ରୁମରେ ଆର୍ଦ୍ରତା ଥିବାରୁ ପରଦିନ ସକାଳେ ଆପଣଙ୍କୁ ଫ୍ରେସ୍ ଅନୁଭବ ହୁଏ ।

ଆପଣ ବହୁତ କମ ଖର୍ଚ୍ଚରେ କୋଠରୀରେ ଆର୍ଦ୍ରତା ସ୍ତରକୁ ବଜାୟ ରଖିପାରିବେ । ଝରକା ପାଖରେ ପାଣି ବାଲଟି ରଖିବାକୁ ଚେଷ୍ଟା କରନ୍ତୁ । ସେଥିରେ କିଛି ବୁନ୍ଦା ତେଲ କିମ୍ବା ଲେମ୍ବୁ ଚୋପା ପକାଇ ଦିଅନ୍ତୁ ଯାହା ଆହୁରି ଭଲ ପ୍ରଭାବ ପକାଇବ । ଏହା ଛଡା ଗୋଟିଏ ଭଲ ବାସ୍ନା ମଧ୍ୟ ରୁମରେ ରହିବ । କିନ୍ତୁ ହଁ ପାଣି ବଦଳାଇବାକୁ ଭୁଲନ୍ତୁ ନାହିଁ କାରଣ ମଶା ସ୍ଥିର ପାଣିରେ ଶୀଘ୍ର ବଂଶବୃଦ୍ଧି କରିଥାନ୍ତି । ତେବେ ଏହା AC ଦ୍ୱାରା ହେଉଥିବା କ୍ଷତିକୁ କମ କରିବାର ଏକ ଭଲ ଉପାୟ ।

Tags: AcHelth tipslifestyle
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାତିସାରା AC ଚଳାଉଛନ୍ତି କି? ଜାଣିରଖନ୍ତୁ କଣ ହେବ ଅସୁବିଧା
  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ
  • ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ କେଜ୍ରିୱାଲ
  • ପୂର୍ବତନ ମନ୍ତ୍ରୀ ସ୍ବଗତ ନବ କିଶୋର ଦାସଙ୍କ ଘରେ ସରିଲା ଆୟକର ବିଭାଗ ଚଢାଉ
  • ୨୫ରେ ସୃଷ୍ଟି ହେଇପାରେ ଘୁର୍ଣ୍ଣିବଳୟ, ହେବ ବଡ଼ ବର୍ଷା

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.