Saturday, March 28, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ଦିଲ୍ଳୀ ବିଧାନସଭା ଆସନରେ ହାରିଲେ କେଜ୍ରିୱାଲ

Sanchar Live by Sanchar Live
February 8, 2025
in ରାଜନୀତି
0
ଦିଲ୍ଳୀ ବିଧାନସଭା ଆସନରେ ହାରିଲେ କେଜ୍ରିୱାଲ

Oplus_131072

0
SHARES
29
VIEWS
FacebookTwitter

ଦିଲ୍ଳୀ ବିଧାନସଭାରେ ହାରିଲେ କେଜ୍ରିୱାଲ।  ଦିଲ୍ଳୀ ସିଟ୍‌ ରୁ ପରାଜୟ ବରଣ କରିଛନ୍ତି ଅରବିନ୍ଦ କେଜ୍ରିୱାଲ ।  ଏହି ସିଟ୍‌ ରୁ  ବିଜେପି ପ୍ରାର୍ଥି   ପରବେଶ ବର୍ମା  ବିଜୟ ଲାଭ କରିଛନ୍ତି ।  ଶେଷରେ ବାଜି ମାରିଲା ବିଜେପି ।

ସେହିପରି  କାଲକାଜୀ ସିଟ୍‌ ପ୍ରାର୍ଥି  ଅତିଶୀ ବିଜେପି  ଆଶାୟି  ରମେଶ ବିଧୁଡିଙ୍କ ଠାରୁ ପଛରେ ଅଛନ୍ତି ।  ରମେଶ ବିଧୁଡି କହିଛନ୍ତି  ଆମ ଆଦମି ପାର୍ଟି  ଦିଲ୍ଳୀରୁ ସଫା ହୋଇଯିବ ।  ବିଧୁଡି କହିଛନ୍ତି ଜନତା ବିଜେପିକୁ  ବହୁମତରେ ବିଜୟ କରିବେ। ଏଥିରେ  ସନ୍ଦେହ ନାହିଁ ।  ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ  ଦିଲ୍ଲୀ ମଧ୍ୟ ଅନ୍ୟ  ସହର ଭଳି ପ୍ରଗତି କରିବ।  ମୁଁ ପୁରା ବିଶ୍ବାସର ସହ କହିବି ଯେ ଆପ୍‌ ଦେଶ ରାଜଧାନୀ  ଦିଲ୍ଳୀରୁ ସଫାହୋଇଯିବ ।  ଏପଟେ  ଗଣିତି ଚାଲିଛି।  ବିଜେପି ଆଗରେ ରହିଛି।  ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଫେରି ପାଇବାକୁ ଆଶା ବାନ୍ଧିଛି ବିଜେପି । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ।

Tags: aap partyArvindakejriwaldelhi politics
ShareTweetShareSend
Sanchar Live

Sanchar Live

Next Post
ଦିଲ୍ଲୀରେ କେଜ୍ରିୱାଲଙ୍କ ପରାଜୟ ପରେ ଏମିତି କହିଲେ ଆନ୍ନା ହଜାରେ

ଦିଲ୍ଲୀରେ କେଜ୍ରିୱାଲଙ୍କ ପରାଜୟ ପରେ ଏମିତି କହିଲେ ଆନ୍ନା ହଜାରେ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାଳବୈଶାଖୀ ପାଇଁ ଆଲର୍ଟ ଜାରି, ଏହିସବୁ ଜିଲ୍ଲାରେ…
  • ଦଶପଲ୍ଲା ଦୁର୍ଘଟଣା : ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା
  • ଏପ୍ରିଲ ପହିଲାରୁ ବଦଳିବ ଏହିସବୁ ନିୟମ
  • ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ଆଇପିଏଲ ଆରମ୍ଭରୁ ସିଏସକେକୁ ବଡ଼ ଝଟକା, ଧୋନି ଖେଳିବେନି ୨ ସପ୍ତାହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.