Thursday, June 19, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଧାମନଗର ପରେ ଆରଡି ପୀଠକୁ ବ୍ୟାପିଲା ଝାଡାବାନ୍ତି

Sanchar Live by Sanchar Live
June 19, 2025
in ଓଡିଶା
0
ଧାମନଗର ପରେ ଆରଡି ପୀଠକୁ ବ୍ୟାପିଲା ଝାଡାବାନ୍ତି
0
SHARES
16
VIEWS
FacebookTwitter

ସଂଚାର ବ୍ୟୁରୋ: ଭଦ୍ରକ ଧାମନଗର ପରେ ଆରଡି ପୀଠକୁ ବ୍ୟାପିଲା ଝାଡାବାନ୍ତି। ୨ଦିନ ମଧ୍ୟରେ ୮ଜଣ ଆକ୍ରାନ୍ତ ଆରଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୩ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମେଡିକାଲର ସମସ୍ତ ଟିମ ଆଲର୍ଟ ରହିଛନ୍ତି। ସେପଟେ ପୀଠର ପ୍ରବେଶ ପଥ ଓ ବିଭିନ୍ନ ସ୍ଥାନ ମୁଖ୍ୟ ବଜାରରେ ଅଳିଆ ଆର୍ବଜନା ଗଦା ହୋଇ ପଡିଛି। ଏପରିକି ଦୂଷିତ ପାଣି ମଧ୍ୟ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ପିଉଥିବା ଦେଖିବାକୁ ମିଳିଛି। ଝାଡାବାନ୍ତି ଭୟରେ ଆରଡିପୀଠ ଆଖଣ୍ଡଳମଣିଙ୍କ  ମନ୍ଦିର ପରିସରରେ ଥିବା  ସମସ୍ତ ଭୋଗ ଦୋକାନ ସହ ବଜାରରେ ଥିବା ଜଳଖିଆ ଦୋକାନ,  ହୋଟେଲ ଆଦି ସମସ୍ତ ଦୋକାନ ବନ୍ଦ ରହିଛି।

Tags: Aradibhadrakdihreaodisha
ShareTweetShareSend
Sanchar Live

Sanchar Live

Next Post
ଡାଇରିଆ ଅଞ୍ଚଳରେ ଖୋଲିବନି ସ୍କୁଲ !

ଡାଇରିଆ ଅଞ୍ଚଳରେ ଖୋଲିବନି ସ୍କୁଲ !

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସୁନା-ରୂପା କିଣିବା ପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ ସହରରେ କଣ ରହିଛି ଦାମ..
  • ଡାଇରିଆ ଅଞ୍ଚଳରେ ଖୋଲିବନି ସ୍କୁଲ !
  • ଧାମନଗର ପରେ ଆରଡି ପୀଠକୁ ବ୍ୟାପିଲା ଝାଡାବାନ୍ତି
  • ବିମାନ ବନ୍ଦର ପାଖରେ ରହିବନି ବଡ଼ ବିଲ୍ଡିଂ
  • କେମିତି ରହିବ ଗିଲ୍ ବାହିନୀର ପ୍ରଦର୍ଶନ, କାଲିଠୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.