Monday, August 4, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଗ୍ରୀଷ୍ମ ଋୁତିରେ କେବେ ସେଓ ଖାଇବା ଉଚିତ୍, ଜାଣନ୍ତୁ କେଉଁ ସମୟରେ ଖାଇଲେ ମିଳିବ ଫାଇଦା

Sanchar Live by Sanchar Live
May 16, 2025
in ଜୀବନ ଶୈଳୀ
0
ଗ୍ରୀଷ୍ମ ଋୁତିରେ କେବେ ସେଓ ଖାଇବା ଉଚିତ୍, ଜାଣନ୍ତୁ କେଉଁ ସମୟରେ ଖାଇଲେ ମିଳିବ ଫାଇଦା
0
SHARES
13
VIEWS
FacebookTwitter

ସଂସାରରେ ଅନେକ ପ୍ରକାରର ଲୋକ ବସବାସ କରିଥାଆନ୍ତି । ଏକଥା ଆପଣମାନେ ବି ଜାଣଛନ୍ତି । ଏଥି ସହ ଆପଣମାନେ ବି ଜାଣିଥିବେ ଯେ ସମସ୍ତଙ୍କ ପସନ୍ଦ ମଧ୍ୟ ଭିନ୍ନ ଭିନ୍ନ । ଆପଣମାନଙ୍କ ମଧ୍ୟରୁ କାହାକୁ ସବୁ ସମୟରେ ଭାତ ଖାଇବାକୁ ଭଲ ଲାଗିଥାଏ ତ ଆଉ କିଏ ଫଳ ଖାଇ ଦିନସାରା ରହିଥାନ୍ତି । ପ୍ରାୟତଃ ଅଧିକାଂଶ ଲୋକଙ୍କୁ ଫଳ ଖାଇବାକୁ ଭଲ ଲାଗିଥାଏ । ଏଥି ସହ ଏପରି କିଛି ଲୋମ ଅଛନ୍ତି ଯେଉଁମାନେ ତାଙ୍କ ଡାଏଟ୍ ପ୍ଲାନରେ ଫଳକୁ ମଧ୍ୟ ସାମିଲ୍ କରିଥାନ୍ତି । ହେଲେ ଏପରି ଏକ ଫଳ ରହିଛି ଯାହାକୁ ଆପଣ ଖାଇଲେ ଅନେକ ଫାଇଦା ମିଳିପାରିବ । ତେବେ ଆସନ୍ତୁ ଜାଣିବା ଏହି ଫଳର ନାମ କ’ଣ? ।

ସମସ୍ତ ପ୍ରକାରର ଫଳ ମଧ୍ୟରୁ ଅନ୍ୟତମ ଫଳ ହେଉଛି ‘ସେଓ’ । ସେଓ କୁ ପ୍ରାୟ ଛୋଟ ଛୁଆଙ୍କ ପାଖରୁ ଆରମ୍ଭ କରି ବ୍ରୁଦ୍ଧ ବ୍ୟାକ୍ତିମାନେ ମଧ୍ୟ ଖାଇଥନ୍ତି । ଏହି ଫଳ ଭିଟାମିନ୍ ସି’ ପୋଟାସିୟମ, ଫାଇବର, ଆଣ୍ଟିଅକ୍ସିଡାଣ୍ଟ ସମେତ ଅନେକ ପୋଷକ ତତ୍ତ୍ବ ପାଇଁ ଜଣାଶୁଣା । ବହୁ ପୂର୍ବରୁ କୁହାଯାଏ ଯେ ଯେଉଁ ଲୋକ ସବୁଦିନ ସେଓ ଖାଆନ୍ତି, ତାଙ୍କର ଶରୀର ବହୁତ ଭଲ ରହିଥାଏ ଏବଂ ତାଙ୍କୁ କିଛି ରୋଗ ଏତେ ଶୀଘ୍ର ମଧ୍ୟ ହୋଇନଥାଏ । ଏହି ଫଳକୁ ସମସ୍ତେ ଖାଇଥାଆନ୍ତି ସତ ହେଲେ ଏହି ଫଳର ଟାଇମ ଟେବୁଲ୍ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ସେଓ ଖାଇବାର ସଠିକ୍ ସମୟ ଏବଂ କିଛି ଆଶ୍ଚର୍ଯ୍ୟଜନକ ସ୍ବାସ୍ତ୍ୟ ଲାଭ ବିଷୟରେ ।

କେଉଁ ସମୟରେ ସେଓ ଖାଇବା ଉଚିତ୍ ?
ସକାଳ ଜଳଖିଆ ପରେ ଆପଣଙ୍କ ଖାଦ୍ୟ ଯୋଜନାରେ ଆପଲ୍ ସାମିଲ୍ କରିପାରିବେ । ଯଦି ଆପଣ ସକାଳେ ଖାଲି ପେଟରେ ଆପଳ୍ ଖାଆନ୍ତି, ତେବେ ଆପଣଙ୍କୁ ପେଟ ସମ୍ପନ୍ଧୀୟ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିପାରେ । ସନ୍ଧ୍ୟାରେ ସେଓ ଖାଇବା ଫଳରେ ଆପଣଙ୍କ ଅନ୍ତନଳୀ ସ୍ବାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡିପାରେ । ମନେ ଣଖନ୍ତୁ ଯେ ପ୍ରତିଦିନ ସକାଳର ଜଳଖିଆ ପରେ ଗୋଟାଏ ସେଓ ଖାଆନ୍ତୁ ଏବଂ ମାତ୍ର ଗୋଟିଏ ମାସ ମଧ୍ୟରେ ସକାରାତ୍ମକ ଫଳାଫମଳ ମଧ୍ୟ ଦେଖନ୍ତୁ ।

ସେଓ ଖାଇବାର ଲାଭ :
ଓେଓ ଖାଇବା ଦ୍ବାରା ଆପଣ ଆପଣଙ୍କର ଶରୀରର ମେଟାବୋଲିଜିମକୁ ବହୁତ ପରିମାଣରେ ବୃଦ୍ଧି କରିପାରିବେ । ଏଥି ସହ ଯଦି ଆପଣ ନିଜର ଓଜନ କମ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଡାଏଟ୍ ପ୍ଲାନରେ ସେଓକୁ ସାମିଲ୍ କରୁନ୍ତୁ । ସେଓ ଖାଇବା ଦ୍ବାରା ଆପଣ ଆପଣଙ୍କର ସମସ୍ତ କ୍ଲାନ୍ତି ଏବଂ ଦୁର୍ବଳତା ଦୂର କରିପାରିବେ ଏବଂ ଦିନସାରା ଆପଣ ରିଲାକ୍ସ ମଧ୍ୟ ଅନୁଭବ କରିପାରିବେ ।

ଇମ୍ୟୁନ୍ ସିଷ୍ଟମକୁ ବୃଦ୍ଧି କରନ୍ତୁ :
ଭିଟାମିନ୍ ସି’ ଯୁକ୍ତ ସେଓ ଖାଇ ଆପଣ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ବହୁତ ପରିମାଣରେ ସୁଦ୍ରୂଢ଼ କରିପାରିବେ । ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ବାରମ୍ବାର ଅସୁସ୍ଥ ହେଉଥିବା ଲୋକମାନେ ପ୍ରତିଦିନ ସେଓ ଖାଇବା ଆରମ୍ଭ କରିବା ଉଚିତ୍ । ଏହି ଫଳକୁ ଖାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇପାରିବ । ଏଥି ସହ ପୁଷ୍ଟିକର ତତ୍ତ୍ବରେ ଭରପୂର ସେଓ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଏକ ବରଦାନ ପ୍ରମାଣିତ ହୋଇପାରେ ।

Tags: applehealth tipslifestyle
ShareTweetShareSend
Sanchar Live

Sanchar Live

Next Post
ଟିମ ଇଣ୍ଡିଆର କ୍ୟାପଟେନ ହୋଇପାରନ୍ତି ରବୀନ୍ଦ୍ର ଜାଡେଜା

ଟିମ ଇଣ୍ଡିଆର କ୍ୟାପଟେନ ହୋଇପାରନ୍ତି ରବୀନ୍ଦ୍ର ଜାଡେଜା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରାବଣ ମାସର ଶେଷ ସୋମବାର, ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ
  • ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ବିୟୋଗ
  • ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ
  • ଅଧିକ ପାଣି ପିଉଥିଲେ ସାବଧାନ ! ହୋଇପାରେ ଏହି ବଡ଼ ରୋଗ
  • ଆଉ ଡବ୍ଲୁସିଏଲ୍ ଖେଳିବନି ପାକିସ୍ତାନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.