ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ । ଅନୁଗୁଳର ପୂର୍ବତନ ଜିଲ୍ଲା ଯୁବ ବିଜେପି ସଭାପତି ସୁଦୀପ୍ତ ସ୍ୱାଇଁଙ୍କୁ ଗିରଫ କଲା ବନ୍ତଳା ପୋଲିସ । ଯୁବନେତା ସୁଦୀପ୍ତ ବହୁ ଦିନ ଧରି ଯୁବତୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ ଯୁବତୀ । ଥାନାରେ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ସୁଦୀପ୍ତଙ୍କୁ ଗିରଫ କରିଛି ।
© 2024 Sanchar News