ପୁଣି କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା। । କମ୍ପ୍ୟୁଟର ସାଇନସର ପ୍ରଥମ୍ ବ୍ୟାଚର ଛାତ୍ରୀଙ୍କ ଆତ୍ମହତ୍ୟା। କିଟ୍ ବିଶ୍ବବୀଦ୍ୟାଳୟର ଛାତ୍ରୀ ନିବାସ ୪ ରେ ଛାତ୍ରୀଙ୍କ ଆତ୍ମହତ୍ୟା। ଘଟଣା ସ୍ଥଳରେ କମିସନରେଟ ପୋଲିସ। ଜୋନ ACPଙ୍କ ସହ IIC ଓ DCP ମଧ୍ୟ ଉପସ୍ଥିତ। ଛାତ୍ରୀଙ୍କ ମୃତ ଦେହ ଜବତ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନି ।