Sunday, September 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ଆଜି ଅଭିଷେକଙ୍କ ଜନ୍ମଦିନ, ଏମିତି ଶୁଭେଚ୍ଛା ଜଣାଇଲେ ଅମିତାଭ

Sanchar Live by Sanchar Live
February 5, 2025
in ମନୋରଞ୍ଜନ
0
ଆଜି ଅଭିଷେକଙ୍କ ଜନ୍ମଦିନ, ଏମିତି ଶୁଭେଚ୍ଛା ଜଣାଇଲେ ଅମିତାଭ
0
SHARES
14
VIEWS
FacebookTwitter

ବଲିଉଡ ଅଭିନେତା ତଥା ବିଗ୍ ବିଙ୍କ ପୁଅ ଅଭିଷେକ ବଚ୍ଚନ ଆଜି ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି । ଅଭିଷେକଙ୍କ ଜନ୍ମଦିନ ଅବସରରେ ମେଗାଷ୍ଟାର ଅମିତାଭ ବଚ୍ଚନ ଏକ ସୁନ୍ଦର ଫଟୋ ସେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ନବଜାତ ଅଭିଷେକ (୧୯୭୬)ଙ୍କ ଫଟୋ ବିଗ୍ ବି ପୋଷ୍ଟ କରିଛନ୍ତି ।

ଫଟୋରେ ଦେଖାଯାଉଛି ଯେ, ମେଗାଷ୍ଟାର ଅମିତାଭ ପ୍ରସୂତି ୱାର୍ଡରେ ନବଜାତ ଅଭିଷେକଙ୍କ ପାଖରେ ଠିଆ ହୋଇଛନ୍ତି  । ଯେଉଁଠାରେ ତାଙ୍କ ସହିତ କର୍ମଚାରୀମାନେ ମଧ୍ୟ ଠିଆ ହୋଇଥିବା ନଜର ଆସୁଛନ୍ତି । ଅମିତାଭ ଏହି ଫଟୋ ପୋଷ୍ଟ କରି ଭାବପ୍ରବଣ ହୋଇ କ୍ୟାପସନରେ ଲେଖିଛନ୍ତି ଯେ, “ଅଭିଷେକ ୪୯ ବର୍ଷ ବୟସରେ ପାଦ ଦେଉଛନ୍ତି ଏବଂ ନୂତନ ବର୍ଷରେ ପ୍ରବେଶ କରୁଛନ୍ତି। ଏହା ଥିଲା ୫ ଫେବୃଆରୀ, ୧୯୭୬… ସମୟ ଦ୍ରୁତ ଗତିରେ ଚାଲିଯାଇଛି !”

ଅଭିଷେକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ, ଅମିତାଭ ବଚ୍ଚନ ତାଙ୍କ କ୍ୟାପସନ ମାଧ୍ୟମରେ ସେହି ଲୋକମାନଙ୍କ ପ୍ରତି ମଧ୍ୟ ଇଙ୍ଗିତ କରିଛନ୍ତି । ଯେଉଁମାନେ କି ବିନା ତଥ୍ୟରେ କିଛି ବି ସେୟାର କରନ୍ତି ଏବଂ ସୋସିଆଲ ମିଡିଆରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରନ୍ତି ।

ଅଭିଷେକ ୨୦୦୦ ମସିହାରେ କରୀନା କପୁରଙ୍କ ସହିତ ‘ରିଫ୍ୟୁଜି’ ଫିଲ୍ମରେ ଜଣେ ମୁଖ୍ୟ ଅଭିନେତା ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ପରେ ଅଭିନେତାଙ୍କୁ ୨୦୦୪ରେ ବ୍ଲକବଷ୍ଟର ‘ଧୂମ୍’ରେ ଦେଖିବାକୁ ମିଳିଥିଲା । ଏହାପରେ ସେ ‘ୟୁବା’, ‘ସରକାର’, ‘କଭି ଅଲବିଦା ନା କେହନା’, ‘ବଣ୍ଟି ଔର ବବଲି’ ଅନେକ ଫିଲ୍ମରେ ନଜର ଆସିଥିଲେ ।

Tags: abhisek bachanamitabh bachan
ShareTweetShareSend
Sanchar Live

Sanchar Live

Next Post
ବାରବାଟୀ ଦିନିକିଆ ପାଇଁ ସରିଲା ଟିକେଟ୍ ବିକ୍ରି

ବାରବାଟୀ ଦିନିକିଆ ପାଇଁ ସରିଲା ଟିକେଟ୍ ବିକ୍ରି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ
  • BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ
  • ଆଜିଠୁ ୪ ଦିନ ବ୍ୟାଙ୍କ ଛୁଟି
  • ଓଡ଼ିଆ ସାମ୍ବାଦିକତାରୁ କମୁଛି Gen-Z ଙ୍କ ଆଗ୍ରହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.