Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ଲସଏଞ୍ଜେଲେସରେ ଲିଭୁନି ନିଆଁ, ଗଲାଣି ୧୧ ଜୀବନ

Sanchar Live by Sanchar Live
January 11, 2025
in ବିଦେଶ
0
ଲସଏଞ୍ଜେଲେସରେ ଲିଭୁନି ନିଆଁ, ଗଲାଣି ୧୧ ଜୀବନ
0
SHARES
4
VIEWS
FacebookTwitter

ସଂଚାର ବ୍ୟୁରୋ: ଦିନକୁ ଦିନ ବଢୁଛି ଲସଏଞ୍ଜେଲେସ ନିଆଁ । ହଜାର ହଜାର ଘର ଜଳିପୋଡି ପାଉଁଶ ହୋଇଯାଇଥିବାବେଳେ ମୃତକଙ୍କ ସଂଖ୍ଯା ପହଞ୍ଚିଛି ୧୦ରେ । ଏହାକୁ ଲିଭାଇବା ଲାଗି ସମସ୍ତ ଉଦ୍ଯମ ବ୍ଯର୍ଥ ହେଉଛି । ଶୁଷ୍କ ଓ ଗରମ ପବନ ପ୍ରବାହିତ ହେବା ଯୋଗୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମୃତ୍ଯୁ ସଂଖ୍ଯା ବହୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି । ପାସିଫିକ ପାଲିସେଡେସର ୨୦୦ ଏକରରୁ ଅଧିକ ସ୍ଥାନରେ ଅଗ୍ନିକାଣ୍ଡ ଜାରି ରହିଛି । ଏଠାକାର ପ୍ରାୟ ୫ ହଜାର ଘର, ସ୍ଥଳୀ ଧ୍ବଂସ ହୋଇଯାଇଛି । ପ୍ରାୟ ୨୭ ବର୍ଗ କିଲୋମିଟର ଇଲାକାରେ ଧ୍ବଂସଲୀଳା ଜାରି ରହିଛି । କାଲାବାସାସ, ସାଣ୍ଟାମୋନିକା, ୱେଷ୍ଟହିଲ୍ସରୁ ପ୍ରାୟ ୨ ଲକ୍ଷ ଲୋକ ସ୍ଥାନାନ୍ତରିତ ହୋଇଛନ୍ତି । ହଲିଉଡ ତାରକା, ମାର୍କ ହାମିଲ, ମାଣ୍ଡି ମୋରେ, ପ୍ଯାରିସ ହିଲଟନଙ୍କୁ ବି ଘର ଛାଡିବାକୁ ପଡିଛି । ଲସ୍ ଏଞ୍ଜେଲସ ଇତିହାସରେ ଏହା ସବୁଠାରୁ ବଡ ଦୁର୍ବିପାକ ବୋଲି କୁହାଯାଉଛି । ନିଆଁଲିଭା କାର୍ଯ୍ୟରେ ପ୍ରାୟ ୭ ହଜାର ୫୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । କାଲିଫର୍ଣ୍ଣିଆରେ ୧୪୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଅଗ୍ନିକାଣ୍ଡରେ କ୍ଷୟକ୍ଷତି ପରିମାଣ ପ୍ରାୟ ୧୫୦ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି । ସପଟେ ପବନର ବେଗ ଘଣ୍ଟା ପ୍ରତି ୧୧୨ କିଲୋମିଟର ରହୁଥିବାରୁ ସ୍ଥିତି ଅତ୍ଯନ୍ତ ଜଟିଳ ହୋଇଛି ।

Tags: firelosagels
ShareTweetShareSend
Sanchar Live

Sanchar Live

Next Post
ଜମୁଛି ବରଗଡ଼ ଧନୁଯାତ୍ରା, ଆଜି ମଥୁରା ଯିବେ ବେନି ଭାଇ

ଜମୁଛି ବରଗଡ଼ ଧନୁଯାତ୍ରା, ଆଜି ମଥୁରା ଯିବେ ବେନି ଭାଇ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.