Saturday, August 2, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପାଇଁ ଅଟକିଲା ଅମରନାଥ ଯାତ୍ରା

Sanchar Live by Sanchar Live
August 2, 2025
in ଭାରତ
0
ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପାଇଁ ଅଟକିଲା ଅମରନାଥ ଯାତ୍ରା
0
SHARES
20
VIEWS
FacebookTwitter

ସ୍ଥଗିତ ରହିଲା ଅମରନାଥ ଯାତ୍ରା । ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପାଇଁ ଅଟକିଲା ଅମରନାଥ ଯାତ୍ରା । ଭୂସ୍ଖଳନ ପରେ ରାସ୍ତାରେ ମାଟି ଓ ପାହାଡ ଧସିଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ପାଣିପାଗ ଭଲ ନଥିବାରୁ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଅଗଷ୍ଟ ୩ ତାରିଖ ଅର୍ଥାତ ଆସନ୍ତାକାଲି ଯାଏଁ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଶୁକ୍ରବାର ଠାରୁ ଏହି ଯାତ୍ରାରେ ରୋକ ଲଗାଇଯାଇଛି ।

ତେବେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଅମରନାଥ ଯାତ୍ରା ବେଳେ ଅଘଟଣ ଆଶଙ୍କା କରି ଯାତ୍ରାକୁ କିଛି ଦିନ ସ୍ଥଗିତ ରଖାଯାଇଛି । କାଶ୍ମୀରର ଗନ୍ଦରବଲ ଜିଲ୍ଲାର ବାଲତାଲ ରୁଟରେ କୌଣସି ଯାତ୍ରା ହେଉ ନାହିଁ । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅମରନାଥ ଯାତ୍ରାକୁ କାଲି ଯାଏଁ ସ୍ଥଗିତ ରଖାଯାଇଛି । ଅମରନାଥ ଗମ୍ଫାକୁ ଯାଉଥିବା ଉଭୟ ରୁଟ- ପହଲଗାମ ଓ ବାଲତାଲ ରୁଟ ଦେଇ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଏବେ ରାସ୍ତାଗୁଡ଼ିକୁ ସଫା କରାଯାଉଛି । ରାସ୍ତା ସଫା ହେବା ପରେ ପୁଣି ଯାତ୍ରା ଆରମ୍ଭ ହେବାର ସମ୍ଭାବନା ରହିଛି ।

ଜୁଲାଇ ୩ରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୯ରେ ରାକ୍ଷୀ ପୂର୍ଣ୍ଣିମା ଦିନ ଏହି ଯାତ୍ରା ଶେଷ ହେବ । ତେବେ ବର୍ଷା ଓ ଭୂସ୍ଖଳନ ପାଇଁ ଜୁଲାଇ ୧୭ରେ ଯାତ୍ରା ବନ୍ଦ ରହିଥିଲା ।

Tags: amarnath jatradivoties
ShareTweetShareSend
Sanchar Live

Sanchar Live

Next Post
ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ

ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆପଣଙ୍କୁ ଠିକସେ ଦେଖା ଯାଉନି କି ? ଆପଣାନ୍ତୁ ଘରୋଇ ଉପଚାର
  • ଆଖି ବୁଜିଲେ ବଳଙ୍ଗା ପୀଡ଼ିତା, ଦୁଃଖ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ
  • ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ବଳଙ୍ଗା ପୀଡ଼ିତା
  • ବ୍ରହ୍ମପୁର ପୋଲିସର ଏନକାଉଣ୍ଟର
  • ସତରେ କଣ ଭୋଟର ଲିଷ୍ଟରେ ନାହିଁକି ତେଜସ୍ବୀଙ୍କ ନାମ ? କାହିଁକି କହିଲେ ଏମିତି…

Recent Comments

No comments to show.

Archives

  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.