Monday, May 18, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

୪ ଦଫା ଦାବି ନେଇ ଆନ୍ଦୋଳନରେ ଆମ ବସ କର୍ମଚାରୀ

Sanchar Live by Sanchar Live
May 18, 2026
in ଓଡିଶା
0
୪ ଦଫା ଦାବି ନେଇ ଆନ୍ଦୋଳନରେ ଆମ ବସ କର୍ମଚାରୀ

Oplus_131072

0
SHARES
9
VIEWS
FacebookTwitter

୪ ଦଫା ଦାବିକୁ ନେଇ ପାତ୍ରପଡା ଭଗବାନପୁର ଆମ ବସ ଡିପୋରେ ଆନ୍ଦୋଳନରେ ବସିଛନ୍ତି ଆମ ବସ କର୍ମଚାରୀ । ଦରମା ପ୍ରଦାନରେ ବିଳମ୍ବ, EPF ଓ ESI ସୁବିଧା ସମସ୍ୟା ସହ ବିଭିନ୍ନ ଦାବିକୁ ନେଇ ଭୋର ୪ଟାରୁ କର୍ମଚାରୀମାନେ ଧାରଣା ଆରମ୍ଭ କରିଛନ୍ତି । ଆନ୍ଦୋଳନ ପ୍ରଭାବରେ ବର୍ତ୍ତମାନ ୪୫ଟି ରୁଟରେ ୧୧୭ଟି ଆମ ବସ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ହତଶନ୍ତ ହୋଇପଡ଼ିଛନ୍ତି। କର୍ମଚାରୀମାନଙ୍କ ପ୍ରଥମ ଦାବି ହେଉଛି ଠିକ୍ ସମୟରେ ଦରମା ପ୍ରଦାନ। ଦ୍ୱିତୀୟ ଦାବି ଭାବେ ସଠିକ୍ ସମୟରେ EPF ଓ ESI ସୁବିଧା ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି । ତୃତୀୟ ଦାବି ଅନୁସାରେ, ପ୍ରତ୍ୟେକ କର୍ମଚାରୀଙ୍କୁ ୩୦ଟି ଡ୍ୟୁଟିରୁ ଅଧିକ କାମ ନ ଦେଇ ୨୬ଟି ଡ୍ୟୁଟି ଓ ୪ଟି ଛୁଟି ସୁନିଶ୍ଚିତ କରିବା ସହ ଏହାକୁ ଲିଖିତ ଆକାରରେ ଦେବାକୁ ଦାବି ହୋଇଛି ।

ସେହିପରି FC କିମ୍ବା FNC କେସ୍‌ରେ ଯାତ୍ରୀଙ୍କ ଜରିମାନା କମ୍ ଥିଲେ ମଧ୍ୟ କର୍ମଚାରୀଙ୍କୁ ୫ ହଜାର ଟଙ୍କା ଜରିମାନା ଓ ୫ ଦିନ ଡ୍ୟୁଟି ବନ୍ଦ ଭଳି କଠୋର ପଦକ୍ଷେପ ନେଉଥିବାରୁ ଏହାର ସମାଧାନ ପାଇଁ ମଧ୍ୟ ସେମାନେ ଦାବି ଉଠାଇଛନ୍ତି । ଦାବି ପୂରଣ ନହେଉଅ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀମାନେ ସ୍ପଷ୍ଟ କରିଛନ୍ତି । ଏନେଇ ପ୍ରତିବାଦ ରେ ବସିଥିବା କର୍ମଚାରୀ ମାନଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ୱର ରିପୋର୍ଟର ଶ୍ରୀଧର ଆଚାର୍ଯ୍ୟ ।

Tags: Ama busstrike
ShareTweetShareSend
Sanchar Live

Sanchar Live

Next Post
କେଳରଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭିଡି ସତୀଶନ୍‌

କେଳରଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭିଡି ସତୀଶନ୍‌

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କେଳରଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭିଡି ସତୀଶନ୍‌
  • ୪ ଦଫା ଦାବି ନେଇ ଆନ୍ଦୋଳନରେ ଆମ ବସ କର୍ମଚାରୀ
  • ଫୁଲକୋବି ନା ବନ୍ଧାକୋବି, ଜାଣନ୍ତୁ କେଉଁ କୋବିରେ ଅଧିକ ଭିଟାମିନ?
  • ଭୁବନେଶ୍ବରରେ ପହଞ୍ଚିଲେ ନୀତିନ ନବୀନ
  • ହେଲା ନାହିଁ ରାତ୍ର ପହୁଡ଼ ନୀତି, ରାତି ସାରା ଅନିଦ୍ରା ମହାପ୍ରଭୁ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.