Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home Uncategorized

ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

Sanchar Live by Sanchar Live
October 1, 2024
in Uncategorized
0
ଜାଣନ୍ତୁ କେମିତି କଟିବ ଆଜି ?
0
SHARES
8
VIEWS
FacebookTwitter

ମେଷ: ମିଶ୍ରିତ ଫଳ ପାଇପାରନ୍ତି। ଚଳିତ ମାସ ରେ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଜରୁରି। ଆୟ ଅନୁସାରେ ଖର୍ଚ୍ଚ ଅଧିକ ବଢ଼ିବ। ଅଫିସ୍‌ କର୍ମଚାରୀଙ୍କ ସହଯୋଗ ରହିବ। ବିଦେଶ ଯାତ୍ରା କରିପାରନ୍ତି।

ବୃଷ: ଅଫିସ୍‌ରେ ଅଧିକ କାମ ଚାପ ରହିପାରେ। ବିରୋଧୀ ଆପଣଙ୍କୁ ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ପ୍ରେମିକ ପ୍ରେମିକାଙ୍କ ପାଇଁ ସମୟ ଏତେ ଭଲ ରହିବନି।

ମିଥୁନ: ସାହିତ୍ୟ, କଳା ପ୍ରତି ଆଗ୍ରହ ବଢ଼ିବ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ଘରର ଗୁରୁଜନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିପାରନ୍ତି। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ଗୁରୁତ୍ବ ଦେବେ।

କର୍କଟ: ସାଂସାରିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ବୈବାହିକ ଜୀବନରେ ସ୍ଥିରତା ଦେଖାଦେବ। ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ଲୋଡ଼ିବେ। ମହିଳାମାନେ ପୂଜାର୍ଚ୍ଚନା ବ୍ୟସ୍ତ ରହିପାରନ୍ତି।

ସିଂହ: କର୍ମକ୍ଷେତ୍ରରେ କାର୍ଯ୍ୟ ବହୁଳତା ରହିବ। ନୂତନ ଜମି କ୍ରୟ କରିପାରନ୍ତି। ପେଟଜନିତ ସମସ୍ୟା ଦେଖାଦେଇପାରେ। ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇ ସନ୍ତୋଷ ଅନୁଭବ କରିବେ।

କନ୍ୟା: ପରିବାରରେ ଏକତା ବଢ଼ିବ। କାର୍ଯ୍ୟକୁ ସୁଚାରୁ ରୂପରେ ପୂରଣ କରିବାକୁ ଭିନ୍ନ ଉପାୟ ଅବଲମ୍ବନ କରିବେ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଯାଇପାରେ।

ତୁଳା: ଦିନଟି ଚଳଚଞ୍ଚଳ ରହିବ। ଅର୍ଥନୈତିକ କାର୍ଯ୍ୟରେ ବାଧା ଉପୁଜିବାର ଅଧିକ ଆଶଙ୍କା ରହିଛି। ଛାତ୍ରଛାତ୍ରୀଙ୍କ କ୍ୟାରିୟର ପାଇଁ ନୂତନ ମାର୍ଗ ଉନ୍ମୁକ୍ତ ହେବ। ପାରିବାରିକ କଳହ ଚିନ୍ତା ଦେବ।

ବିଛା: ନୂତନ ବ୍ୟବସାୟ ପାଇଁ ସମସ୍ତ ପ୍ରସ୍ତୁତି କରିବେ। କର୍ମକ୍ଷେତ୍ରରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ପରିବାରରେ ଆପଣଙ୍କର ଗୁରୁତ୍ବ ବୃଦ୍ଧି ପାଇବ। ବିଦେଶ ଭ୍ରମଣ ଯୋଗ ରହିଛି।

ଧନୁ: ଅଜଣା ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ। ବ୍ୟବସାୟରେ ଲାଭାନ୍ବିତ ହୋଇପାରନ୍ତି। ଜମିବିବାଦ ଉପୁଜିବ।

ମକର: ଆକସ୍ମାତ୍‌ ଶୁଭ ଖବର ପାଇ ଉତ୍ସାହିତ ହେବେ। ପ୍ରିୟଜନଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେଇପାରେ। ଯାନବାହନ କ୍ରୟ କରିପାରନ୍ତି।

କୁମ୍ଭ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଅଯଥା କାର୍ଯ୍ୟରେ ନିଜର ବୁଦ୍ଧିବଳ ନଷ୍ଟ କରନ୍ତୁ ନାହିଁ। ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ। ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।

ମୀନ: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ। ଆଶା କରିଥିବା ଦିଗରୁ ବିଫଳ ହେବେ। ଅସହାୟଙ୍କୁ ସହାୟତା କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବେ। ବନ୍ଧୁ ମିଳନ ଯୋଗ ରହିଛି।

ShareTweetShareSend
Sanchar Live

Sanchar Live

Next Post
ନିଜ ବନ୍ଧୁକରୁ ବାଜିଲା ଗୁଳି, ବର୍ଷିଆନ୍‌ ଅଭିନେତା ଗୋବିନ୍ଦା ଆହତ

ନିଜ ବନ୍ଧୁକରୁ ବାଜିଲା ଗୁଳି, ବର୍ଷିଆନ୍‌ ଅଭିନେତା ଗୋବିନ୍ଦା ଆହତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୩ଟି ବିଭାଗର ୪ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମୋହର
  • ଲାଗିଲାଣି ଭିଡ଼, ଗାଁଠୁ ସହର ଉତ୍ସବ ମୁଖର
  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.