ମେଷ : ଆପଣଙ୍କ ଦିନଟି ଭଲ ରହିବ । କୈଣସି କାମରେ ଲାଭ ମିଳିବ । ଛାତ୍ରଛାତ୍ରୀଙ୍କ ଧ୍ୟାନ ପଢ଼ାପଢ଼ିରେ ଦେବା ଜରୁରୀ । ଆଜି ଶୁଭ ଖବର ପାଇ ମନ ପ୍ରଫୁଲିତ ରହିବ । ସ୍ୱାସ୍ଥ୍ୟ ଭଲ ରହିବ ।
ବୃଷ : ଆଜି ନିଜ ଉପରେ ଆତ୍ମ ବିଶ୍ବାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । ଆଜି କିଛି ଦାୟିତ୍ବ ପୂରା କରିବେ । ମନରେ ଅନେକ ସକାରାତ୍ମକ ଭାବନା ଆଣିବେ । ଭବିଷ୍ୟତ ବତଷୟରେ ଯାହା ଚିନ୍ତା କରୁଛନ୍ତି, ତାହା ପୂରା ହୋଇପାରେ । ନିଜ ଉପରେ ବିଶ୍ବାସ ରଖିଲେ ସବୁ ଠିକ୍ ହୋଇଯିବ ।
ମିଥୁନ : ଭାଗ୍ୟ ସାଥିରେ ରହିବେ । ପରିବାର ପାଇଁ ଚିନ୍ତିତ ରହିବେ । ଭାବି ଚିନ୍ତି କାମ କରନ୍ତୁ ନଚେତ୍ କିଛି ଅସୁବିଧାରେ ପଡିପାରନ୍ତି । ଘରେ କଳହ ସୃଷ୍ଟି ହୋଇପାରେ ।
କର୍କଟ : ଆପଣଙ୍କ ଦିନଟି ଆଜି ଭଲରେ କଟିବ । ପରିବାରରେ ସମସ୍ୟା ଥିଲେ ଦୂର ହେବ । କାମରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ଆଜି କିଛି ଗୁରୁତ୍ବ କାମ ପୂରା ହୋଇପାରେ ।
ସିଂହ : ସ୍ୱାସ୍ଥ୍ୟ ଠିକ୍ ରହିବ । କାହାର ସହଯୋଗରେ ଆପଣ ସଫଳ ହୋଇପାରନ୍ତି । ବ୍ୟବସାୟ କରୁଥିବା ଲୋକମାନେ ଆର୍ଥିକ ଲାଭ ପାଇପାରନ୍ତି । ଘରେ ପିଲାମାନଙ୍କ ଉପରେ ଧ୍ୟାନ ଦେବା ବହୁତ ଜରୁରୀ । ନଚେତ୍ ସେମାନେ ଖରାପ ହୋଇପାରନ୍ତି । ମା’ଙ୍କ ସହ ବହୁତ ଖୁସି ରହିବେ ।
କନ୍ୟା : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣଙ୍କୁ ଏକ ପୁରସ୍କାର ମଧ୍ୟ ମିଳିପାରେ । ଅଫିସ କାମରେ ଆଗକୁ ବଢ଼ିପାରିବେ । ଆଜି ସାଙ୍ଗମାନଙ୍କ ସହିତ ସମୟ କାଟିବେ ।
ତୁଳା : ହାର୍ଡୱେର ବ୍ୟବସାୟୀମାନଙ୍କ ପାଇଁ ଦିନଟି ଲାଭଦାୟକ ହେବ । ଆପଣ ଆପରଙ୍କ ଲଭମେଟଙ୍କ ସହ ଖୁସିରେ ସମୟ କାଟିବେ । ଆଜି ସାଙ୍ଗମାନଙ୍କ ସହିତ ବାହାରକୁ ଯାତ୍ରା କରିବେ ।
ବିଛା : ଆପର ଅଫିସରେ ସାଙ୍ଗମାନଙ୍କ ସହିତ ପାର୍ଟି କରିପାରିବେ । ବିବାହିତ ଜୀବନ ସୁଖୀ ହେବ । ଆଜି ଆପଣଙ୍କ ଚିନ୍ତାଧାରାରେ ଭୟଙ୍କରତା ଆସିବ । ଆଇନ କରୁଥିବା ଛତ୍ରମାନେ ନୂତନ ବିଷୟ ପ୍ରତି ବହୁତ ଆଗ୍ରହ ବଢ଼ିବ ।
ଧନୁ : ଆପଣ ନିଷ୍ପତ୍ତି ନେଇଥିବା କାର୍ଯ୍ୟରେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ । ଆପଣ ନୂତନ ଯୋଜନାଗୁଡିକର ସମ୍ପୂର୍ଣ୍ଣ ଲାଭ ପାଇବେ । ଆଜି ଏହି ରାଶିର ମହିଳାମାନଙ୍କ ପାଇଁ ଭଲ ରହିବ ।
ମକର : ଆଜି କିଛି ଚିନ୍ତାଓାରା ସହିତ ବ୍ୟବସାୟରେ ଅଗ୍ରଗତି କରିବା ଉପଯୁକ୍ତ ହେବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଫିଟ୍ ରହିବ । ଆପଣଙ୍କ ପଡୋଶୀ ଲୋକଙ୍କ ସହିତ ଆନ୍ତରିକତା ବଜାୟ ରଖନ୍ତୁ । ଆପଣ ଆଜି ସମସ୍ତ ଜିନିଷର ଧ୍ୟାନ ରଖନ୍ତୁ ।
କୁମ୍ଭ : ଆପଣ ଧାର୍ମିକ କାର୍ଯ୍ୟ କଳାପ ପ୍ରତି ଆଗ୍ରହୀ ହେବେ । ଆପଣ ପ୍ରତ୍ୟେକ ପରିସ୍ଥିତି ପାଇଁ ପ୍ରସ୍ତୁତ ହେବେ ଉଚିତ୍ । ଆପଣ ଶୀଘ୍ର ଆଗକୁ ଯିବାର ସୁଯୋଗ ପାଇବେ ।
ମୀନ : ଏହି ରାଶିର ଲୋକମାନେ ଆବଶ୍ୟକତାଠାରୁ ଅଧିକ କାହାକୁ ବିଶ୍ବାସ କରିବା ଉଚିତ୍ ନୁହେଁ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆପଣ ଭଲ ଫଳାଫଳ ପାଇବେ । କଠିନ କାର୍ଯ୍ୟରେ ମଧ୍ୟ ଆପଣ ହାର ମାନିବ ନାହିଁ, ଆପଣ ପ୍ରଗତିର ନିକଟତର ଅଛନ୍ତି । ଆଜିର ଦିନଟକୁ ଜଗିରଖି ଚଳନ୍ତୁ ।