Tuesday, September 30, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ଗାଜାରେ ପୁଣି ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ, ୩୦୦ରୁ ଅଧିକ ମୃତ

Sanchar Live by Sanchar Live
March 18, 2025
in ବିଦେଶ
0
ଗାଜାରେ ପୁଣି ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ, ୩୦୦ରୁ ଅଧିକ ମୃତ
0
SHARES
9
VIEWS
FacebookTwitter

ଗାଜାରେ ପୁଣି ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ଯୁଦ୍ଧ ବିରତିର ମଧ୍ୟରେ ହମାସର ଆଡ୍ଡାକୁ ଟାର୍ଗେଟ କରିଛି IDF । ୩୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ପାଲେଷ୍ଟାଇନ୍ ନାଗରିକ ରହୁଥିବା ଶରଣାର୍ଥୀ କ୍ୟାମ୍ପ୍ ଓ ସ୍କୁଲ ଉପରକୁ ଆକ୍ରମଣ କରାଯାଇଥିବା ଗାଜା ସ୍ବାସ୍ଥ୍ୟ ବିଭାଗ ଦାବି କରିଛି। ମୃତକଙ୍କ ମଧ୍ୟରେ ବହୁ ଶିଶୁ ଓ ମହିଳା ଅଛନ୍ତି । ଇସ୍ରାଏଲ ଆମେରିକାର ଯୁଦ୍ଧ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲା । ଯୁଦ୍ଧର ବିରାମ ପରେ ମଧ୍ୟ ଇସ୍ରାଏଲ ଗାଜା ଉପରେ ବଡ ଆକ୍ରମଣ କରିଛି ।

ଏକ ରିପୋର୍ଟରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି ଯେ, ଯୁଦ୍ଧରେ ବିରାମ ଲଗାଇବାକୁ ନେଇ ଆଲୋଚନା ଅଗ୍ରଗତି ନହେବା କାରଣରୁ ସେ ଆକ୍ରମଣର ନିର୍ଦ୍ଦେଶ ଦେଇଛନ୍ତି । ୧୭ ସପ୍ତାହର ପୁରୁଣା ରଣନୀତି ଆରମ୍ଭ ପାଇଁ ଆକ୍ରମଣ କରିଥିଲେ ।

ହମାସର ଏକ ଅଧିକାରୀ ତାହିର ନୁନୂ ଇସ୍ରାଏଲ ଆକ୍ରମଣକୁ ସମାଲୋଚନା କରିଛନ୍ତି । ଅର୍ନ୍ତରାଷ୍ଟ୍ରୀୟ ମୋରାଲ ଟେଷ୍ଟ କରାଯାଉଛି । ଅପରାଧୀଙ୍କୁ ପୁଣି ଆସିବାକୁ ଅନୁମତି ଦିଅନ୍ତୁ ନଚେତ୍ ନିର୍ଦ୍ଦୋଷ ଲୋକଙ୍କ ଉପରେ ଆକ୍ରମଣକୁ ବନ୍ଦ କର ବୋଲି କହିଛନ୍ତି ।

ଯୁଦ୍ଧ ବିରାମ ପାଇଁ ଚୁକ୍ତି ପରେ ମଧ୍ୟ ଆକ୍ରମଣ ହୋଇଛି । ୬ ସପ୍ତାହ ମଧ୍ୟରେ ହମାସ ୨୦୦୦ କଏଦୀଙ୍କ ବଦଳରେ ତିନି ଡଜନ ପଣବନ୍ଦୀଙ୍କୁ ମୁକ୍ତ କରିଛନ୍ତି । ନେତନ୍ୟାହୁ ବାରମ୍ବାର ଯୁଦ୍ଧ ବିରାମକୁ ଆରମ୍ଭ କରିବାକୁ ଧମକ ଦେଇଛନ୍ତି । ଏହି ମାସରେ ହମାସ ଉପରେ ଚାପ ପକାଇବା ପାଇଁ ଘେରବନ୍ଦୀ କରି ଖାଦ୍ୟ ଓ ସମସ୍ତ ସହାୟତାକୁ ଅବରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୩ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଅତର୍କୀତ ଆକ୍ରମଣ କରିଥିଲା ହମାସ । ୧୧୩୯ ଜଣଙ୍କୁ ନିର୍ମମ ହତ୍ୟା କରିବା ସହ ୨୫୧ ଜଣଙ୍କୁ ଅପହରଣ କରିଥିଲା । ଜବାବରେ ଇସ୍ରାଏଲର ଆକ୍ରମଣରେ ୪୬ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଦକ୍ଷିଣ ସିରିୟାରେ ଇସ୍ରାଏଲର ବିମାନ ଆକ୍ରମଣରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି । ଏଠାରେ ହେଜବୁଲ୍ଲାକୁ ଟାର୍ଗେଟ କରାଯାଇଛି । ଏପଟେ ୟେମେନରେ ଆମେରିକାର ବିମାନ ଆକ୍ରମଣ ଜାରି ରହିଛି । ଇରାନ ସମର୍ଥିତ ହାଉତି ବିଦ୍ରୋହୀଙ୍କୁ ଟାର୍ଗେଟ କରଯାଉଛି ।

Tags: air strikegajaisrael
ShareTweetShareSend
Sanchar Live

Sanchar Live

Next Post
ଶିଶୁ କନ୍ୟାକୁ ଜନ୍ମ ଦେଲେ ସୀମା ହାଇଦର

ଶିଶୁ କନ୍ୟାକୁ ଜନ୍ମ ଦେଲେ ସୀମା ହାଇଦର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଭୁବନେଶ୍ୱର ନାଲକୋ ଅଫିସରେ ସିବିଆଇ ରେଡ
  • ଜେରା ସମୟରେ ସତ ମାନୁନାହାନ୍ତି ବାବା ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ
  • ପୋଲିସ ଏସଆଇ ଚାକିରିରେ ଜାଲିଆତି ଅଭିଯୋଗ
  • ଆଜି ଆସିପାରେ ବିହାରର ଚୂଡ଼ାନ୍ତ ଭୋଟର ତାଲିକା
  • ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.