Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ପୁଣି ବଢିଲା ଆଧାର କାର୍ଡ ଅପଡେଟ୍‌ କରିବାର ସମୟସୀମା

Sanchar Live by Sanchar Live
June 14, 2025
in ଭାରତ
0
ପୁଣି ବଢିଲା ଆଧାର କାର୍ଡ ଅପଡେଟ୍‌ କରିବାର ସମୟସୀମା
0
SHARES
125
VIEWS
FacebookTwitter

ସଂଚାର ବ୍ୟୁରୋ: ପୁଣି ବଢିଲା ଆଧାର କାର୍ଡ ଅପଡେଟ୍‌ କରିବାର ସମୟସୀମା । ଆଉ ଏହି ତାରିଖ ହେବ ଶେଷ ତାରିଖ । ଯଦି ଆପଣଙ୍କୁ ବିନା  ଶୁଳ୍କରେ ଆଧାର ଅପଡେଟ୍‌ କରିବାର ଅଛି ତେବେ ଆପଣଙ୍କ ହାତରେ ଏକ ବର୍ଷ ସମୟ ଅଛି । ଏହା ପରେ ଆଧାର ଅପଡେଟ୍‌  କରିଲେ ଟଙ୍କା ଦେବାକୁ ପଡିବ ।

ଏହି ସୂଚନା ଦେଇଛି UIDAI  ।  UIDAI କହିଛି ଲକ୍ଷ ଲକ୍ଷ ଆଧାରଧାରୀଙ୍କ ପାଇଁ ଏହି ସୁବିଧା ଆଗକୁ ବଢାଇଦିଆଯାଇଛି । ବର୍ତ୍ତମାନ ଆଧାର ଅପଡେଟ୍‌ର ସମୟସୀମା ୧୪ ଜୁନ୍‌ ୨୦୨୬ ପର୍ଯ୍ୟନ୍ତ  ବଢାଇଦିଆଯାଇଛି । ଏହା ସମ୍ପୂର୍ଣ୍ଣ ଫ୍ରିରେ  ଅପଡେଟ୍‌ କରିପାରିବେ । ପୂର୍ବରୁ ଏହି ତାରିଖ  ୧୪ ଜୁନ୍‌ ୨୦୨୫ ଅର୍ଥାତ୍‌ ଆଜି ଯାଏ ଥିଲା ।

ଫ୍ରୀରେ  କରିବେ  ଆଧାର ଅପଡେଟ୍‌ ?

ମାଗଣା ଆଧାର ଅପଡେଟ୍ ସୁବିଧା କେବଳ myAadhaar ପୋର୍ଟାଲରେ ଉପଲବ୍ଧ । ଜନସଂଖ୍ୟାଗତ ସୂଚନାକୁ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଅପଡେଟ୍ କରାଯାଇପାରିବେ ।
ସିଏସସି  ସେଣ୍ଟରରେ ହେବ ଆଧାର ଅପଡେଟ୍‌ 

ଆଧାର ଅପଡେଟ୍‌ କରିବା ପାଇଁ  ଠିକଣା ପ୍ରମାଣପତ୍ର  ଏବଂ ପରିଚୟପତ୍ର  ଅପଲୋଡ୍‌ କରିବାକୁ ପଡିବ । ତେଣୁ, UIDAI ସ୍ପଷ୍ଟ କରିଛି ଯେ ଆଧାର ଅନଲାଇନରେ ଅପଡେଟ୍ କରିବା  ଆଗାମୀ ଗୋଟିଏ ବର୍ଷ ପାଇଁ ମାଗଣା ହେବ, କିନ୍ତୁ ଅନଲାଇନ୍ ଅପଡେଟରେ କେବଳ ସୀମିତ ସୁବିଧା ଉପଲବ୍ଧ ହେବ ।

Tags: Adharcardindia
ShareTweetShareSend
Sanchar Live

Sanchar Live

Next Post
ଆଜି ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ

ଜାଣନ୍ତୁ ଆଜି ଦିନଟି ଅପାଙ୍କ ପାଇଁ କେମିତି?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ
  • ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.