Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

୩ ଦିନ ପରେ ସ୍ୱାଭାବିକ ହେଲା ଡାକସେବା

Sanchar Live by Sanchar Live
November 9, 2024
in ଓଡିଶା
0
୩ ଦିନ ପରେ ସ୍ୱାଭାବିକ ହେଲା ଡାକସେବା

Oplus_131072

0
SHARES
16
VIEWS
FacebookTwitter

ଭୁବନେଶ୍ୱର : ତିନି ଦିନ ଧରି ଅଚଳ ରହିବା ପରେ ଶେଷରେ ଶନିବାର ସ୍ୱାଭାବିକ ହୋଇଛି ଡାକ ସେବା । ଆଜି ସକାଳୁ ରାଜ୍ୟର ସମସ୍ତ ବଡ଼ ବଡ଼ ପୋଷ୍ଟ ଅଫିସ ଏବଂ ଜିପିଓରେ ଲିଙ୍କ୍ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଗ୍ରାହକମାନେ ଟଙ୍କା ଜମା ଏବଂ ଉଠାଣ କରି ପାରୁଛନ୍ତି ।

ତିନି ଦିନ ହେବ ଲିଙ୍କ୍ ଫେଲ୍ ଯୋଗୁଁ ଡାକ ସେବା ବାଧାପ୍ରାପ୍ତ ହୋଇଥିଲା । ଚେନ୍ନାଇ କିଛି କାର୍ଯ୍ୟ ଚାଲୁଥିବାରୁ ଅନଲାଇନ ଜରିଆରେ ଟଙ୍କା ନେଣଦେଣ ହୋଇ ପାରୁ ନଥିଲା । ଫଳରେ ଜରୁରୀ ପରିସ୍ଥିତିରେ ଟଙ୍କା ଉଠାଇବାକୁ କିମ୍ବା ଜମା କରିବାକୁ ଆସୁଥିବା ଲୋକମାନେ ନିରାଶ ହୋଇ ଫେରିଯାଉଥିଲେ ।

ଓଡ଼ିଶାରେ ୧୨୧୫ଟି ଡାକ କାର୍ଯ୍ୟାଳୟ ମଧ୍ୟରୁ କେବଳ ୩୦୦ଟି ଛୋଟ ଛୋଟ ଡାକ ଘରେ ସ୍ଥିତି ସ୍ୱାଭାବିକ ଥିଲା । ମାତ୍ର ବଡ଼ ବଡ଼ ଅଫିସ ଏବଂ ଜିପିଓରେ କୌଣସି ଅନଲାଇନ କାର୍ଯ୍ୟ ହୋଇ ପାରୁ ନ ଥିଲା । ଏମିତିକି ରସିଦ ମଧ୍ୟ ଦେଇ ହେଉ ନ ଥିଲା । କେବଳ ସ୍ପିଡ୍ ପୋଷ୍ଟ, ରେଜିଷ୍ଟ୍ରି ପୋଷ୍ଟ ଏବଂ ପାର୍ସଲ୍ ସେବାରେ କୌଣସି ଅସୁବିଧା ହୋଇ ନ ଥିଲା ।

ଡାକ ଘରକୁ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ୍) ଇଣ୍ଟରନେଟ୍ ସେବା ଯୋଗାଉଥିଲା । ମାତ୍ର କୌଣସି କାରଣ ପାଇଁ ବିଏସଏନଏଲ ଇଣ୍ଟରନେଟ୍ ସେବା ବନ୍ଦ କରି ଦେଇଥିଲା । ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

Tags: odishaPostal
ShareTweetShareSend
Sanchar Live

Sanchar Live

Next Post
ଶ୍ରୀମନ୍ଦିରରେ ବଙ୍ଗୀୟ ଭକ୍ତଙ୍କ ଉତ୍ପାତ

ଶ୍ରୀମନ୍ଦିରରେ ବଙ୍ଗୀୟ ଭକ୍ତଙ୍କ ଉତ୍ପାତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.