Thursday, August 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ଘୋଷଣା ହେଲା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ

Sanchar Live by Sanchar Live
October 15, 2024
in ରାଜନୀତି
0
ଘୋଷଣା ହେଲା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ
0
SHARES
6
VIEWS
FacebookTwitter

ସଂଚାର ବ୍ୟୁରୋ: ଘୋଷଣା ହେଲା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ। ଏହା ସହ ବିଭିନ୍ନ ଲୋକସଭା ଓ ବିଧାନସଭା ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ।
ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ। ରାଜ୍ଯରେ ୨୮୮ ଆସନ ଲାଗି ଘୋଷଣା ହୋଇଛି ତାରିଖ। ନଭେମ୍ବର ୨୩ରେ ହେବ ଗଣତି। ରାଜ୍ଯର ମୋଟ ଭୋଟର ସଂଖ୍ଯା ୯ କୋଟି ୬୩ ଲକ୍ଷ ରହିଛନ୍ତି। ୨୬ ନଭେମ୍ବରରେ ସରୁଛି ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ। ଆସନ୍ତା ଅକ୍ଟୋବର ୨୨ରୁ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ। ଅକ୍ଟୋବର ୨୯ ରହିଛି ନାମାଙ୍କନ ଦାଖଲର ଶେଷ ତାରିଖ।

ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ହେବ ଭୋଟ। ୧୩ ଓ ୨୦ ନଭେମ୍ବରରେ ଦୁଇ ପର୍ଯ୍ୟାୟରେ ହେବ ଭୋଟ। ନଭେମ୍ବର ୨୩ରେ ହେବ ଗଣତି। ଝାଡ଼ଖଣ୍ଡରେ ମୋଟ ଭୋଟର ସଂଖ୍ଯା ୨ କୋଟି ୬୦ ଲକ୍ଷ। ଝାଡ଼ଖଣ୍ଡରେ ପୁରୁଷ ଭୋଟର ସଂଖ୍ଯା ୧ କୋଟି ୩୧ ଲକ୍ଷ ଥିବାବେଳେ ମହିଳା ଭୋଟର ସଂଖ୍ଯା ୧ କୋଟି ୨୯ ଲକ୍ଷ। ୫ ଜାନୁଆରୀରେ ସରୁଛି ଝାଡ଼ଖଣ୍ଡ ବିଧାନସଭା କାର୍ଯ୍ୟକାଳ।
ସେହିପରି ବିଭିନ୍ନ ରାଜ୍ଯର ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ବି ଘୋଷଣା ହୋଇଛି ତାରିଖ। ୧୩ ନଭେମ୍ବରରେ ୱାୟନାଡ ଲୋକସଭା ଆସନ ଓ ୪୭ ବିଧାନସଭା ଆସନରେ ହେବ ଉପନିର୍ବାଚନ। ଉତ୍ତରପ୍ରଦେଶର ୧୦ ବିଧାନସଭା ଆସନରେ ୧୩ ନଭେମ୍ବରରେ ହେବ ଭୋଟ। କେଦାରନାଥ ବିଧାନସଭା ଆସନ ଓ ନାନ୍ଦେଦ ଲୋକସଭା ଆସନରେ ଉପନିର୍ବାଚନ ହେବ ନଭେମ୍ବର ୨୦ରେ।

Tags: electionsjharkhandamaharastra
ShareTweetShareSend
Sanchar Live

Sanchar Live

Next Post
କୋର୍ଟରେ ହାଇଡ୍ରାମା : ସ୍ବାମୀର ଦ୍ବିତୀୟ ବିବାହ ବେଳେ ପହଞ୍ଚିଲା ସ୍ତ୍ରୀ

କୋର୍ଟରେ ହାଇଡ୍ରାମା : ସ୍ବାମୀର ଦ୍ବିତୀୟ ବିବାହ ବେଳେ ପହଞ୍ଚିଲା ସ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଘରଭଡା ଦେଖିବାକୁ ଯାଉଥିଲେ ପଢନ୍ତୁ….
  • ଆନ୍ତର୍ଜାତୀୟ ବେଶ୍ୟାବୃତ୍ତି ସିଣ୍ଡିକେଟ୍ ଚଳାଇବା ଅଭିଯୋଗରେ ଲୋଲା ଗିରଫ
  • ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
  • ନିକିତା ରାୱଲଙ୍କ ଏହି ଭିଡିଓ ଭାଇରାଲ
  • ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୫ ଅଟକ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.