Saturday, June 7, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଦିଲ୍ଲୀରେ ଏକାକୀ ନିର୍ବାଚନ ଲଢ଼ିବ ଆପ୍

Sanchar Live by Sanchar Live
August 3, 2024
in ଭାରତ, ରାଜନୀତି
0
ଦିଲ୍ଲୀରେ ଏକାକୀ ନିର୍ବାଚନ ଲଢ଼ିବ ଆପ୍
0
SHARES
3
VIEWS
FacebookTwitter

ସଂଚାର ବ୍ୟୁରୋ: ମିଳିତ ମଞ୍ଚ ନୁହେଁ, ଏକାକୀ ନିଜର ଶକ୍ତି ପ୍ରଦର୍ଶନ କରିବ ଆପ୍ । ଦିଲ୍ଲୀ ବିଧାନସଭାରେ ଇଣ୍ଡିଆ ମେଣ୍ଟ ନୁହେଁ ବରଂ ଏକାକୀ ଆପ ନିର୍ବାଚନ ଲଢ଼ିବ । କଂଗ୍ରେସ ସହ ମିଶି ଆପ ଲୋକସଭା ନିର୍ବାଚନ ସମୟରେ କ୍ଷତି ସହିଛି । ଏଣୁ କେବଳ ଇଣ୍ଡିଆ ମେଣ୍ଟରେ ରହିବ କିନ୍ତୁ ବିଧାନସଭା ନିର୍ବାଚନରେ ଆପ ଏକାକୀ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ୭ ମାସ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ନୂଆ ସମୀକରଣ ଦେଖିବାକୁ ମିଳିବ । ବିଜେପି ରଣନୀତି ପ୍ରସ୍ତୁତ କରୁଥିବାବେଳେ ଆପକୁ ଚେକ୍ ଦେଇ ସରକାରକୁ ଆସିବାକୁ ପ୍ରୟାସ କରିବ ନିଶ୍ଚୟ ।

କହି ରଖୁଛୁ କି, ଯଦି ୧୦ ବର୍ଷର ଦିଲ୍ଲୀ ନିର୍ବାଚନ ଉପରେ ନଜର ପକାଇବା ତାହେଲେ ଲୋକସଭାରେ ବିଜେପି ଅଗ୍ରଗତି କରୁଥିବାବେଳେ ବିଧାନସଭା ନିର୍ବାଚନରେ ଆପ୍ ଏକପାଖିଆ ଭାବେ ଜିତୁଛି । ସେପଟେ ବିଧାନସଭା ଏବଂ ଲୋକସଭାରେ କଂଗ୍ରେସର ସ୍ଥିତି ଭଲନାହିଁ । ଏଣୁ ଆପ ଏକାକୀ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛି । ଦିଲ୍ଲୀର ୭୦ ଆସନରୁ ୧୨ ସଂରକ୍ଷିତ ଆସନ । ତେବେ ୨୦୨୦ ବିଧାନସଭା ନିର୍ବଚନରେ ଆପ ୬୦ ଆସନରେ ବିଜୟୀ ହୋଇଥିଲା ।

Tags: aapdelhipolitics
ShareTweetShareSend
Sanchar Live

Sanchar Live

Next Post
ସଦୁପଯୋଗ ହେବ ଭକ୍ତଙ୍କ ଦ୍ବାରା ଦିଆ ଯାଇଥିବା ’ଅର୍ପଣ ଚାଉଳ’

ସଦୁପଯୋଗ ହେବ ଭକ୍ତଙ୍କ ଦ୍ବାରା ଦିଆ ଯାଇଥିବା ’ଅର୍ପଣ ଚାଉଳ’

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୨୦ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ମହାପ୍ରଭୁଙ୍କର ପାଳିତ ହେବ ଗୁଆଲି ଯାତ୍ରା
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ
  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.