Friday, November 6, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home କ୍ରୀଡ଼ା

ପ୍ରଥମ ଟି-୨୦ ଜିତିଲା ଭାରତ

Sanchar Live by Sanchar Live
October 6, 2024
in କ୍ରୀଡ଼ା
0
0
SHARES
6
VIEWS
Facebook
Twitter

Related posts

ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି

ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି

November 6, 2026
ଅନ୍ତର୍ଜାତୀୟ ଫୁଟବଲରୁ ରୋନାଲ୍ଡୋଙ୍କ ଅବସର

ଅନ୍ତର୍ଜାତୀୟ ଫୁଟବଲରୁ ରୋନାଲ୍ଡୋଙ୍କ ଅବସର

November 5, 2026

ସଂଚାର ବ୍ୟୁରୋ: ବାଂଲାଦେଶ ବିପକ୍ଷ ପ୍ରଥମ ଟି-ଟ୍ବେଣ୍ଟି ଜିତିଲା ଭାରତ । ୪୯ଟି ବଲ ବାକିଥାଇ ୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ । ହାର୍ଦ୍ଦିକ ପାଣ୍ଡ୍ଯା ୧୬ ବଲରେ ୩୯ ରନର ଦମଦାର ପାଳି ଖେଳିଥିବାବେଳେ କ୍ଯାପଟେନ ସୂର୍ଯ୍ଯକୁମାର ଯାଦବ ୧୪ ବଲରେ ୨୯ ଏବଂ ସଞ୍ଜୁ ସାମସନ ୧୯ ବଲରେ ୨୯ ରନ କରିଥିଲେ । ପଦାର୍ପଣ ମ୍ଯାଚରେ ନୀତିଶ ରେଡ୍ଡୀ ୧୫ ବଲରେ ୧୬ ରନ କରି ଅପରାଜିତ ରହିଛନ୍ତି । ପ୍ରଥମେ ବ୍ଯାଟିଂ କରି ବାଂଲାଦେଶ ୧୨୭ ରନରେ ଅଲଆଉଟ ହୋଇଯାଇଥିଲା । ଗୋଟିଏ ବଲ୍ ବାକି ଥାଇ ଭ୍ରମଣକାରୀ ଦଳ ୧୦ଟି ୱିକେଟ ହରାଇଥିଲା । ମ୍ଯାଚରେ ଆରମ୍ଭରୁ ବାଂଲାଦେଶ ବିପର୍ଯ୍ଯୟ ସାମ୍ମାନ କରିଥିଲା । ଦଳୀୟ ସ୍କୋର ମାତ୍ର ୫ ରନ ଥିବାବେଳେ ପ୍ରଥମ ୱିକେଟ ଯାଇଥିଲା । ମାତ୍ର ୯ ଓଭରରେ ଦଳ ୫୭ ରନ କରି ୫ ୱିକେଟ ହରାଇସାରିଥିଲା । ଶେଷରେ ୧୯.୫ ଓଭରରେ ୧୦ଟି ୱିକେଟ ଯାଇ ବାଂଲାଦେଶ ଅଲଆଉଟ ହୋଇଯାଇଥିଲା । ଅର୍ଶଦୀପ ଓ ବରୁଣ ଚକ୍ରବର୍ତ୍ତୀ ୩ଟି ଲେଖାଏଁ ୱିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ମୟଂ ଯାଦବ ଓ ୱାସିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ ନେଇଛଥିଲେ । ୧୨୮ ରନର ଟାର୍ଗେଟ ଲକ୍ଷ୍ଯ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ । ଆରମ୍ଭରୁ ଦଳ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲା । ଶେଷରେ ୧୧ ଓଭର ୫ଟି ବଲରେ ଭାରତ ବିଜୟ ହାସଲ କରିଥିଲା । ଭାରତ-ବାଂଲାଦେଶ ମଧ୍ଯରେ ୩ଟି ଟି-ଟ୍ବେଣ୍ଟି ମ୍ଯାଚ ଖେଳାଯିବ । ପ୍ରଥମ ମ୍ଯାଚ ଜିତି ଭାରତ ଏବେ ୧-୦ରେ ଆଗୁଆ ରହିଛି ।

Tags: bangladeshindia

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍
  • ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି
  • ଏମିତି ଜ୍ୱାଇଁ କାହାକୁ ନମିଳୁ…

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.