Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

କଞ୍ଚା ଅଣ୍ଡା ଖାଉଥିଲେ ସାବଧାନ!

Sanchar Live by Sanchar Live
September 19, 2024
in ଜୀବନ ଶୈଳୀ
0
କଞ୍ଚା ଅଣ୍ଡା ଖାଉଥିଲେ ସାବଧାନ!
0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: ଅଣ୍ଡା ପ୍ରୋଟିନର ଏକ ଉତ୍ତମ ଉତ୍ସ ଭାବେ ବିବେଚନା କରାଯାଏ । ବହୁତ ଲୋକ ଜଳଖିଆରେ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି । ତେବେ ଭାରତରେ ଅନେକ ଉପାୟରେ ଅଣ୍ଡା ଖିଆଯାଏ । ଯେମିତିକି ଅଣ୍ଡା ଆମଲେଟ , ତରକାରୀ , ଭୁଜିଆ , ଟୋଷ୍ଟ, ସାଣ୍ଡଓ୍ଵିଚ୍‌ ,କେକ୍‌ ଏବଂ ବିଭିନ୍ନ ଜିନିଷ ଅଣ୍ଡାରେ ତିଆରି କରାଯାଇଥାଏ ।

ସେହିପରି କିଛି ଲୋକ କଞ୍ଚା ଅଣ୍ଡା ଖାଇବାକୁ ମଧ୍ୟ ପସନ୍ଦ କରନ୍ତି । ଶରୀରରେ ପ୍ରୋଟିନର ମାତ୍ରା ବଜାୟ ରଖିବା ପାଇଁ ଅଧିକାଂଶ ଲୋକ କଞ୍ଚା ଅଣ୍ଡା ଖାଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି କଞ୍ଚା ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ନା କ୍ଷତିକାରକ ହୋଇଥାଏ । ତାହେଲେ ଆସନ୍ତୁ ଏହି ବିଷୟରେ ଜାଣିବା । ସର୍ବପ୍ରଥମେ ଆସନ୍ତୁ ଜାଣିବା ଅଣ୍ଡା ଖାଇବା କ’ଣ ପାଇଁ ଆବଶ୍ୟକ ?

ଅଣ୍ଡା କାହିଁକି ଖାଇବା ଉଚିତ୍‌ ?
ବିଶେଷଜ୍ଞଙ୍କ ଅନୁଯାୟୀ, ଅଣ୍ଡାରେ ଭିଟାମିନ A, ଭିଟାମିନ B2, ଭିଟାମିନ B5 , ଭିଟାମିନ B12 , ଭିଟାମିନ B9, ପ୍ରୋଟିନ, ଆଣ୍ଟିଅକ୍ସିଡାଣ୍ଟ ଭଳି ଅନେକ ପୃଷ୍ଟିକର ତତ୍ତ୍ୱ ରହିଥାଏ । ଏହାସହିତ, ଏଥିରେ ଓମେଗା-3 , ଫ୍ୟାଟି ଏସିଡ୍‌ ପରି ହେଲ୍‌ଦି ଫ୍ୟଟ୍‌ ମଧ୍ୟ ଥାଏ । ତେବେ ପ୍ରୋଟିନ୍‌ ପାଇବା ପାଇଁ କିଛି ଲୋକ ଅଣ୍ଡାର ହଳଦିଆ ଅଂଶ ଖାଇବା ପରିବର୍ତ୍ତେ ଅଣ୍ଡାର ଧଳା ଅଂଶ ଖାଇଥାନ୍ତି ।
ଶରୀରରେ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଫ୍ୟାଟ୍ ଅତ୍ୟନ୍ତ ଜରୁରୀ ହୋଇଥାଏ । ଅଣ୍ଡାରେ ଥିବା ଫ୍ୟାଟ୍ ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ । କିନ୍ତୁ କଞ୍ଚା ଅଣ୍ଡା ଖାଇବା ଦ୍ୱାରା ଆମ ଶରୀରରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ, କଞ୍ଚା ଅଣ୍ଡା ଖାଇଥିଲେ ସାବଧାନ ହୋଇଯାଆନ୍ତୁ ।

ତେବେ ଆସନ୍ତୁ ଜାଣିବା କଞ୍ଚା ଅଣ୍ଡା ଖାଇବା କାହିଁକ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ । କଞ୍ଚା ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ତେବେ ଯେଉଁମାନଙ୍କର ପେଟ ସମସ୍ୟା ଥାଏ, ସେହି ଲୋକମାନେ କଞ୍ଚା ଅଣ୍ଡା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । କିନ୍ତୁ କିଛି ଲୋକ କୌଣସି ଡ଼ାକ୍ତରଙ୍କ ବିନା ପରାମର୍ଶରେ ଖାଲିପେଟରେ ଅଣ୍ଡା ଖାଇଥାନ୍ତି , ଯାହା ପେଟ ଯନ୍ତ୍ରଣା, ଗ୍ୟାସ୍‌ , କୋଷ୍ଠକାଠିନ୍ୟ ଏବଂ ପେଟ ଫୁଲିବା ଭଳି ଅନେକ ସମସ୍ୟା ସୃଷ୍ଟି କରିଥାଏ ।

ଏହା ବ୍ୟତୀତ, କଞ୍ଚା ଅଣ୍ଡା ପ୍ରବଳ ଗନ୍ଧ ହୋଇଥାଏ, ଯେଉଁ କାରଣରୁ ବାନ୍ତି କିମ୍ବା ଚିଡ଼ଚିଡ଼ା ଅନୁଭବ ହୋଇଥାଏ । ସିଝା ଅଣ୍ଡା ତୁଳନାରେ କଞ୍ଚା ଅଣ୍ଡା ହଜମ କରିବା ଅଧିକ କଷ୍ଟକର ହୋଇଥାଏ । ତେଣୁ, ଏହା ଖାଇବା ଦ୍ୱାରା ନିଶ୍ୱାସ ନେବାରେ ଅନେକ ସମସ୍ୟା ହୋଇଥାଏ ।

ପ୍ରତିଦିନ ଗୋଟିଏ କଞ୍ଚା ଅଣ୍ଡା ଖାଇବା ଦ୍ୱାରା ଶରୀରର ଇମ୍ୟୁନି ସିଷ୍ଟମ୍‌ ଉପରେ ଅତ୍ୟଧିକ ଚାପ ପଡ଼ିପାରେ । ତେଣୁ, କଞ୍ଚା ଅଣ୍ଡା ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ହୋଇଥାଏ । ନଚେତ୍ ଆପଣ ଆଗକୁ ଯାଇ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସେଥିପାଇଁ କଞ୍ଚା ଅଣ୍ଡା ଖାଇବା ପୂର୍ବରୁ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

Tags: egglifesyle
ShareTweetShareSend
Sanchar Live

Sanchar Live

Next Post
ଆଜି ଆକାଶ ମାର୍ଗରୁ ଭୋଗରାଇ ଏବଂ ବାଲିଆପାଳ ବନ୍ୟାଞ୍ଚଳର ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଶୁକ୍ରବାରଠୁ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.