Sunday, November 8, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଜୀବନ ଶୈଳୀ

ରାତିରେ ଶୋଇବାବେଳେ କେଶ ବାନ୍ଧି ଶୋଇବେ ନା ଖୋଲିକି ଶୋଇବେ?

Sanchar Live by Sanchar Live
November 8, 2026
in ଜୀବନ ଶୈଳୀ
0
0
SHARES
3
VIEWS
Facebook
Twitter

କେଶ ଯତ୍ନ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ବିଶେଷକରି ରାତିରେ । ଆପଣଙ୍କ କେଶର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ, ଶୋଇବା ସମୟରେ ଏହାକୁ କିପରି ଷ୍ଟାଇଲ୍ କରିବେ ତାହା ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟସ୍ତବହୁଳ ଜୀବନରେ ଲୋକମାନେ ପ୍ରାୟତଃ ଏହିସବୁକୁ ଅଣଦେଖା କରି ଦେଇଥାଆନ୍ତି । କିନ୍ତୁ ଏହି ଅଭ୍ୟାସ କେଶ ଉପରେ ଖରାପ ପ୍ରଭାବ ପକାଇଥାଏ । କିଛି ଲୋକ ଶୋଇବା ସମୟରେ କେଶ ବାନ୍ଧି ଶୋଇଥାଆନ୍ତି ତ ଆଉ ପୁଣି କେହି କେହି କେଶ ଖୋଲା କରି ଶୋଇଥାନ୍ତି ।

ପୁରୁଣା ସମୟର ମହିଳାମାନେ ରାତିରେ କେଶ ବାନ୍ଧି ଶୋଇଥାନ୍ତି । ଏହା ସହ ଅନ୍ୟମାନଙ୍କୁ ମଧ୍ୟ ଏପରି କରିବା ପାଇଁ ପରାମର୍ଶ ଦେଇଥାନ୍ତି । ହେଲେ କେବେ ଆପଣ ଜାଣିଛନ୍ତି କି ରାତିରେ କେଶ ବାନ୍ଧି ଶୋଇବା ଉଚିତ୍ ନା ଅନୁଚିତ୍ ? । ଯଦି ଆପଣମାନେ ଜାଣି ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ ସେ ସମ୍ପର୍କରେ ଜଣାଇବୁ ।

Related posts

ଆଜି ଦିନଟି ଏମାନଙ୍କୁ ଦେବ ଶୁଭଫଳ

ଦୀପାବଳି ଆପଣଙ୍କ ପାଇଁ କେମିତି? ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ରାଶିଫଳ

November 7, 2026
ମୋଜା ପିନ୍ଧି ଶୋଉଥିଲେ ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି

ମୋଜା ପିନ୍ଧି ଶୋଉଥିଲେ ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି

November 7, 2026

ଯଦି ଆପଣ ରାତିରେ ଲମ୍ବା କେଶକୁ ଖୋଲା ରଖନ୍ତି, ତେବେ ଅଧିକ କେଶ ଝଡିଥାଏ । କେଶ ଝଡ଼ିବା ରୋକିବାକୁ ଚାହୁଁଥିଲେ ରାତିରେ କେଶ ଖୋଲା ରଖି ଶୁଅନ୍ତୁ ନାହିଁ । ସାରା ରାତି କେଶ ଖୋଲା ରଖି ଶୋଇବା ଦ୍ବାରା କେଶ ଅଡୁଆ ହୋଇଯାଇଥାଏ । ଯଦି ଆପଣ ଆପଣଙ୍କର ଲମ୍ବା ଏବଂ ଘନ କେଶ ରଖିବାକୁ ଚାହାଁନ୍ତି ତେବେ ରାତିରେ କେଶ ଖୋଲା ରଖି ଶୁଅନ୍ତୁ ନାହିଁ । ଯେଉଁମାନଙ୍କର ଲମ୍ବା କେଶ ଅଛି ସେମାନେ ଶୋଇବା ପୂର୍ବରୁ ଏକ ଢିଲା ବେଣୀ ବାନ୍ଧନ୍ତୁ । ଯାହା ଆପଣଙ୍କ କେଶକୁ ମଜବୁତ କରିବା ସହ ଘନ ରହିବ ।

ରାତି ସମୟ କେଶକୁ ଶୁଷ୍କ ଏବଂ ଦୁର୍ବଳ କରିଦେଇଥାଏ । କାରଣ ମୁଣ୍ଡ ତଳେ ଥିବା ତକିଆ କେଶରୁ କୋମଳତା ଏବଂ ତେଲ ଟାଣିନିଏ । ସକାଳୁ ପାନିଆରେ ମୁଣ୍ଡ କୁଣ୍ଡାଇବା ସମୟରେ କେଶ ଦୁର୍ବଳ ହୋଇ ଛିଣ୍ଡିବାକୁ ଲାଗିଥାଏ । ତେଣୁ ରାତିରେ କେଶକୁ ବାନ୍ଧି କିମ୍ବା ସ୍କାର୍ପ ଲଗାଇ ଶୋଇବା ଉଚିତ୍ । ଏଥିପାଇଁ କେଶକୁ ଗୁଡାଇ ଭଲ ଭାବରେ ବାନ୍ଧି ଦିଅନ୍ତୁ ।

କିଏ ନଚାହେଁ କେଶ କୋମଳ ଏବଂ ସିଲ୍କି ରହୁ। ଯଦି ଆପଣ ବି ଏହା ଚାହୁଁଛନ୍ତି ତେବେ ରାତିରେ ଶୋଇବା ପୂର୍ବରୁ କେଶରେ ଭଲ ଭାବରେ ମାସ୍କ ଲଗାନ୍ତୁ । ଏହା ପରେ ସାୱର୍ କ୍ୟାପ୍ ଲଗାଇ ଦିଅନ୍ତୁ ଏବଂ ସକାଳୁ ଉଠି ଧୋଇଦିଅନ୍ତୁ । ଦେଖିବେ ଆପଣଙ୍କ କେଶ ଆଗଠାରୁ ଅଧିକ ସଫ୍ଟ ହୋଇଯିବ ।

କୋମଳ ଏବଂ ସିଲ୍କ କେଶ ତକିଆ କଭର୍ ବ୍ୟବହାର କରନ୍ତୁ । କଟନର ତକିଆ କଭର୍ ବ୍ୟବହାର କରିବା ଦ୍ବାରା କେଶ ଅଧିକ ଶୁଷ୍କ ହୋଇଥାଏ । ଯଦି ଆପଣମାନେ କଟନ୍ ତକିଆ କଭର୍ ବ୍ୟବହାର କରୁଛନ୍ତି ଆଜି ହିଁ ବଦଳାଇ ଦିଅନ୍ତୁ । ନଚେତ୍ ଆପଣମାନଙ୍କ କେଶ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି ।

ଏତିକି ନୁହେଁ ଭଲ କେଶ ରହିବାକୁ ଚାହୁଁଛନ୍ତି ତେବେ କେବେ ବି ଓଦା କେଶକୁ ବାନ୍ଧି ଶୁଅନ୍ତୁ ନାହିଁ । ଯାହା ଫଳରେ ଅଧିକ କେଶ ଝଡିବାର ସମ୍ଭାବନା ଥାଏ । ତେଣୁ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ।

Tags: hairlifestylesleep

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଦୀପାବଳିରେ ଅଘଟଣ: ନଜର ପକାନ୍ତୁ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଅଘଟଣ ଉପରେ…
  • ରାତିରେ ଶୋଇବାବେଳେ କେଶ ବାନ୍ଧି ଶୋଇବେ ନା ଖୋଲିକି ଶୋଇବେ?
  • ୧୯ ବର୍ଷରୁ କମ୍ ଏସୀଆ କପରେ ଭାରତର ପରାଜୟ: ହରାଇଲା ପାକିସ୍ତାନ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.