Monday, November 2, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ମନୋରଞ୍ଜନ

ଆଜି ଶାହରୁଖ ଖାନଙ୍କ ଜନ୍ମଦିନ, ୬୧ ବର୍ଷ ବୟସରେ ପଦ ଥାପିଲେ କିଙ୍ଗ ଖାନ

Sanchar Live by Sanchar Live
November 2, 2026
in ମନୋରଞ୍ଜନ
0
0
SHARES
7
VIEWS
Facebook
Twitter

ଆଜି ଶାହରୁଖ ଖାନଙ୍କ ଜନ୍ମଦିନ । ‘ମନ୍ନତ’ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା । କିଙ୍ଗ୍ ଖାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଫ୍ୟାନ୍ସଙ୍କ ଭିଡ଼, ବାସଭବନ ବାହାରେ ସୁରକ୍ଷା କଡ଼ାକଡ଼ି । ବଲିଉଡ୍ ବାଦଶାହ ଶାହରୁଖ ଖାନଙ୍କ ଆଜି ଜନ୍ମଦିନ। ୬୧ ବର୍ଷରେ ପାଦ ଥାପିଛନ୍ତି କିଙ୍ଗ୍ ଖାନ୍। ଜନ୍ମଦିନ ଅବସରରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନ ‘ମନ୍ନତ’ ବାହାରେ ପ୍ରଶଂସକଙ୍କ ଭିଡ଼ ଜମିଛି । ପ୍ରିୟ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଫ୍ୟାନ୍ସମାନେ ସେଠାରେ ଏକାଠି ହୋଇଛନ୍ତି। ପ୍ରଶଂସକଙ୍କ ସମାଗମକୁ ଦୃଷ୍ଟିରେ ରଖି ‘ମନ୍ନତ’ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜନ୍ମଦିନ ଅବସରରେ ଶାହରୁଖଙ୍କ ଗୋଟିଏ ଝଲକ ପାଇବାକୁ ଅପେକ୍ଷା କରିଛନ୍ତି ତାଙ୍କ ପ୍ରଶଂସକ ।

ପ୍ରତିବର୍ଷ ନଭେମ୍ବର ୨ ତାରିଖ ଶାହରୁଖଙ୍କ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ । ଦେଶବିଦେଶରେ ଥିବା ଲକ୍ଷଲକ୍ଷ ଫ୍ୟାନ୍ସ ନିଜ ପ୍ରିୟ ତାରକାଙ୍କ ଜନ୍ମଦିନ ପାଳନ କରିଥାନ୍ତି । ମୁମ୍ବାଇର ବାନ୍ଦ୍ରାସ୍ଥିତ ‘ମନ୍ନତ’ ମଧ୍ୟ ପ୍ରଶଂସକଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ପାଲଟିଥାଏ ।

Related posts

ରାବଣଙ୍କୁ ନେଇ ସାଇ ପଲ୍ଲବୀ ଦେଇଥିବା ମନ୍ତବ୍ୟ ବିବାଦରେ….

ରାବଣଙ୍କୁ ନେଇ ସାଇ ପଲ୍ଲବୀ ଦେଇଥିବା ମନ୍ତବ୍ୟ ବିବାଦରେ….

October 29, 2026
ଆଗୁଆ ଟିକେଟ ବୁକିଂରେ ରେକର୍ଡ କଲା ରାମାୟଣ

ଆଗୁଆ ଟିକେଟ ବୁକିଂରେ ରେକର୍ଡ କଲା ରାମାୟଣ

October 28, 2026

୧୯୬୫ ମସିହା ନଭେମ୍ବର ୨ ତାରିଖରେ ଜନ୍ମଗ୍ରହଣ କରିଥିବା ଶାହରୁଖ ଖାନ୍ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ସିନେମାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ‘ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’, ‘କୁଛ୍ କୁଛ୍ ହୋତା ହୈ’, ‘ପଠାନ୍’ ଓ ‘ଜୱାନ୍’ ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ତାଙ୍କୁ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଦେଇଛି । ଏବେ ଜନ୍ମଦିନରେ ଶାହରୁଖ ପ୍ରଶଂସକଙ୍କୁ ଦେଖାଦେବେ କି ନାହିଁ, ତାହାକୁ ନେଇ ଉତ୍ସାହ ରହିଛି ।

Tags: Bollywood newshappy birthdaysaharukhkhan

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ବାତ୍ୟା ପାଇଁ କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି
  • ଭ୍ୟାନ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ୬ ଜଣଙ୍କ ମୃତ୍ୟୁ
  • ଅଣନିଶ୍ବାସୀ ହୋଇଗଲେଣି ଦିଲ୍ଲୀବାସୀ, ବଢୁଛି ପ୍ରଦୂଷଣ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home

© 2026 Sanchar - Technology Partner OneByte.