Wednesday, May 20, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ମହଙ୍ଗା ହେଲା ସକାଳ ଜଳଖିଆ, ବଢିଲା ବ୍ରେଡର ଦାମ୍

Sanchar Live by Sanchar Live
May 19, 2026
in ଭାରତ
0
ମହଙ୍ଗା ହେଲା ସକାଳ ଜଳଖିଆ, ବଢିଲା ବ୍ରେଡର ଦାମ୍

Oplus_131072

0
SHARES
13
VIEWS
FacebookTwitter

ସୁନା ରୁପା ଏବଂ ପେଟ୍ରୋଲ-ଡିଜେଲ ପରେ ପୁଣି ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ । ମହଙ୍ଗା ହେଲା ସକାଳ ଜଳଖିଆ । ସ୍ବାଣ୍ଡୱିଚ, ବଡା ପାଓ୍ବ, ବ୍ରେଡ ପକୋଡା, ବ୍ରେଡ ଚପ୍, ବ୍ରେଡ ଆମଲେଟ୍ ଖାଇବାକୁ ଗ୍ରାହକଙ୍କୁ ଦେବାକୁ ପଡିବ ଅଧିକ ପଇସା । ବଢିଲା ବ୍ରେଡର ଦାମ୍ । ପ୍ରତି ବ୍ରେଡରେ ୫ ଟଙ୍କା ବଢଛି । ଅନେକ ବଡ଼ କମ୍ପାନୀ ୧୬ ମଇରୁ ବ୍ରେଡ୍ ନୂଆ ଦାମ୍ ଲାଗୁ ହୋଇଛି ।

ଖବର ମୁତାବକ, ବ୍ରେଡ ପ୍ୟାକେଜିଂ ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ କଞ୍ଚାମାଲ ଅର୍ଥାତ୍ ପ୍ଲାଷ୍ଟିକ ପାଉଡର ଦାମ୍ ବଢିଛି । ଭାରତକୁ ପ୍ଲାଷ୍ଟିକ ପାଉଡର ଅର୍ନ୍ତରାଷ୍ଟ୍ରୀୟ ବଜାରରୁ ଆମଦାନୀ ହେଉଛି । ଆଉ ସେପଟେ ଭାରତୀୟ ମୂଲ୍ୟର ଦାମ୍ କମୁଥିବା ବେଳେ ତୈଳ ଦର ମହଙ୍ଗା ହେବା ଯୋଗୁଁ ଏହା ମଧ୍ୟ ବଢିଛି । ଟ୍ରାନ୍ସପୋର୍ଟ ଖର୍ଚ୍ଚ ବଢିବା ଏବଂ ବ୍ରେଡର ବ୍ୟବହାର ହେଉଥିବା ପ୍ରିଜରଭେଟିଭ୍ସ ମହଙ୍ଗା ହେବାରୁ ବ୍ରେଡ କମ୍ପାନୀର ମାଲିକ ମାନେ ଏହାର ଦାମ୍ ବଢାଇଛନ୍ତି ।

ଯେଉଁ ବ୍ରେଡ ଯେତିକି ଟଙ୍କାରେ ମିଳୁଥିଲା, ତାହା ପାଇଁ ଏବେ ଆଉ ଅଧିକ ୫ ଟଙ୍କା ଦେବାକୁ ହେବ । ମୁମ୍ବାଇରେ ସବୁଠାରୁ ଅଧିକ ବ୍ରେଡ ବିକ୍ରି ହୁଏ । ସାଧାରଣତଃ ଶ୍ରମିକ, ଅଫିସ କର୍ମଚାରୀ, ଛାତ୍ରମାନେ ବଡା ପାଓ୍ବ, ମିସଲ ପାୱ, ଭାଜି ପାଓ ଏବଂ ସାଣ୍ଡୱିଚ ଖାଉଥିଲେ । ଆଉ ଏପଟେ ବ୍ରେଡ ଦାମ୍ ବଢିଲେ, ଏସବୁ ପାଇଁ ଦାମ୍ ଆପଣାଛାଏଁ ବଢିବ ।

Tags: brade price hikemumbai
ShareTweetShareSend
Sanchar Live

Sanchar Live

Next Post
ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଓଡିଆ ସିରିଏଲ ଅଭିନେତା ରଶ୍ମୀକାନ୍ତ ଭୂୟାଁ ଗିରଫ
  • ଆଜି କୋଲକାତା ପାଇଁ ‘କର ବା ମର’, ଆଗରେ ମୁମ୍ବାଇ
  • ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ 
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
  • ୧୦ ବର୍ଷ ପରେ ବାପାମାଆଙ୍କୁ ମିଳିଲେ ହଜିଯାଇଥିବା ପୁଅ-ଝିଅ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.