Thursday, January 15, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଜାଣନ୍ତୁ କେତେବେଳେ ବଦଳାଇବେ ଛୁଆଙ୍କ ଡାଇପର

Sanchar Live by Sanchar Live
December 16, 2025
in ଜୀବନ ଶୈଳୀ
0
ଜାଣନ୍ତୁ କେତେବେଳେ ବଦଳାଇବେ ଛୁଆଙ୍କ ଡାଇପର
0
SHARES
0
VIEWS
FacebookTwitter

ପ୍ରତ୍ୟେକ ବାପା-ମାଙ୍କର ଚିନ୍ତା ଥାଏ ତାଙ୍କ ଶିଶୁର ଯେପରି ଦେହ ସବୁବେଳେ ସୁସ୍ଥ ରହୁ । ଶିଶୁର ଯତ୍ନ ନେବା ସେମାନଙ୍କ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଖାସ୍ କରି ପ୍ରଥମ ଥର ବାପା-ମା’ ହୋଇଥିବା ଦମ୍ପତ୍ତିଙ୍କ ମନରେ ପିଲାର ଲାଳନପାଳନକୁ ନେଇ ଅନେକ ପ୍ରଶ୍ନ ଉଠିଥାଏ । ସେମିତି ଏକ ପ୍ରଶ୍ନ ହେଉଛି ଶିଶୁର ଡାଇପର୍‌ କେତେ ସମୟରେ ବଦଳିବା ଜରୁରି? ଆଜିକାଲି ଦୁନିଆରେ ଡାଇପର ପ୍ରତ୍ୟେକ ଘର ପାଇଁ ଖୁବ୍‌ ଦରକାର ଜିନିଷ ହୋଇପଡିଛି । ବିଶେଷକରି ନବଜାତକଙ୍କଠାରୁ ଆରମ୍ଭ କରି ଛୋଟ ଶିଶୁଯାଏ ଡାଇପର ବାପାମା’ଙ୍କ ଜୀବନକୁ ସହଜ କରି ଦେଇଛି । କିନ୍ତୁ ସେମାନଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚୟ ଆସିଥାଏ ଯେ ଶିଶୁକୁ ଗୋଟିଏ ଡାଇପର କେତେ ସମୟ ଯାଏ ପିନ୍ଧାଇବା ଉଚିତ୍‌ ।

ଡାଇପରର ଉଚିତ୍‌ ବ୍ୟବହାର ପିଲାର ନିଦ ଓ ସ୍ୱାସ୍ଥ୍ୟ ଉଭୟ ପାଇଁ ଲାଭଦାୟକ ହୋଇଥାଏ । ଦୀର୍ଘ ସମୟର ଯାତ୍ରା, ରାତିରେ ଶୋଇବା ଓ ବାହାରକୁ ବୁଲାବୁଲି ପାଇଁ ଯିବା ସମୟରେ ହିଁ ଡାଇପରର ବ୍ୟବହାର ବେଶି ଗୁରୁତ୍ୱପୂର୍ଣ୍ଣ । ଆବଶ୍ୟକଠାରୁ ଅଧିକ ସମୟ ଯାଏଁ ଶିଶୁକୁ ଡାଇପର ପିନ୍ଧାଇବା ଦ୍ୱାରା ରାସେସ୍‌, ତ୍ୱଚା ସଂକ୍ରମଣ ଓ ଆର୍ଦ୍ରତା ଯୋଗୁଁ ଜଳାପୋଡ଼ା ପରି ସମସ୍ୟା ସୃଷ୍ଟି ହୋଇଥାଏ ।

ଗୋଟିଏ ଡାଇପର କେତେ ସମୟ ପିନ୍ଧାଇବା ଉଚିତ୍‌
ଡାକ୍ତରଙ୍କ ଅନୁସାରେ ଗୋଟିଏ ଡାଇପରକୁ ୩/୪ ଘଣ୍ଟା ଭିତରେ ବଦଳାଇବା ଜରୁରି । ନବଜାତକଙ୍କ କ୍ଷେତ୍ରରେ ଗୋଟିଏ ଡାଇପରକୁ ୨-୩ ଘଣ୍ଟାରେ ଥରେ ବଦଳାଇବା ଆବଶ୍ୟକ । କାରଣ ସେମାନଙ୍କ ତ୍ୱଚା ଖୁବ୍‌ ସମ୍ବେଦନଶୀଳ । ତେଣୁ ଓଦା ଡାଇପର ଅଧିକ ସମୟ ରହିବା ଦ୍ୱାରା ରାସେସ୍‌ ଓ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ । ରାତିରେ ଶିଶୁକୁ ଲଗାତାର ଶୋଇ ରହିବା ପାଇଁ ବାରମ୍ବାର ଡାଇପର ବଦଳାଇବା ଦରକାର । ଶିଶୁର ତ୍ୱଚାକୁ ସୁସ୍ଥ ରଖିବା ପାଇଁ ଦିନରେ ଡାଇପର ହଟାଇବା ପରେ ଅଧାଘଣ୍ଟା ଯାଏଁ ବିନା ଡାଇପରରେ ଛାଡି ଦିଅନ୍ତୁ । ଏହି ସମୟରେ ଶିଶୁର ତ୍ୱଚା ନିଶ୍ୱାସପ୍ରଶ୍ୱାସ ନେବା ସହ ରାସେସ୍‌ର ସମ୍ଭାବନାକୁ କମ୍‌ କରିଥାଏ ।

ଅଧିକ ସମୟ ଡାଇପର ପିନ୍ଧାଇବା କେତେ କ୍ଷତିକାରକ?
ଦୀର୍ଘ ସମୟ ଯାଏଁ ଡାଇପର ପିନ୍ଧାଇବା ଦ୍ୱାରା ଶିଶୁର ତ୍ୱଚାରେ ରାସେସ୍‌, ଲାଲ୍‌ ଲାଲ୍‌ ଫଳିବା ଓ କୁଣ୍ଡାଇ ହେବା ପରି ସମସ୍ୟା ଉପୁଜିଥାଏ । ସେହିପରି ତ୍ୱଚା ଓଦା ରହିବା ଯୋଗୁ ବ୍ୟାକ୍ଟେରିଆ ଓ ଫଙ୍ଗସ୍‌ ତୀବ୍ର ବେଗରେ ବଢିଥାନ୍ତି । ଫଳରେ ଶିଶୁଠାରେ ୟୁରିନାରୀ ଟ୍ରାକ୍‌ ଇନ୍‌ଫେକ୍ସନ ହୋଇପାରେ । ଲଗାତାର ଡାଇପର ବ୍ୟବହାର କରିବା ଦ୍ୱାରା ଶିଶୁର ତ୍ୱଚାରେ ବାହାର ପବନ ନ ବାଜିବା ଯୋଗୁ ଜଳିବା ସହ କୁଣ୍ଡାଇ ହେବାର ଆଶଙ୍କା ବଢ଼ିଥାଏ ।

Tags: childdyper
ShareTweetShareSend
Sanchar Live

Sanchar Live

Next Post
ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

ନଜର ପକାନ୍ତୁ ଆଜିର ରାଶିଫଳ ଉପରେ...

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ
  • ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବ ବଡ଼ ପରିବର୍ତ୍ତନ
  • ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ ଲଜ୍ଜା
  • ମକର ସଂକ୍ରାନ୍ତିରେ ଅଘଟଣ : ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା
  • ଆଜି ମକର ସଂକ୍ରାନ୍ତି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.