Saturday, November 7, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home କ୍ରୀଡ଼ା

କାହିଁକି ଏମିତି ଲେଖିଲେ ରୋହିତ ? ସ୍ବେଦେଶ ଫେରିବା ପୂର୍ବରୁ କଲେ ଏମିତି ପୋଷ୍ଟ

Sanchar Live by Sanchar Live
October 26, 2025
in କ୍ରୀଡ଼ା
0
0
SHARES
84
VIEWS
Facebook
Twitter

ଅଷ୍ଟ୍ରେଲିଆ ସହ ଟିମ୍ ଇଣ୍ଡିଆର ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ସଂପନ୍ନ ହୋଇଛି। ଏହି ସିରିଜରେ ପୂର୍ବତନ ଅଧିନାୟକ ରୋହିତ ଶର୍ମା ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହୋଇଛନ୍ତି। ସେ ସିରିଜରେ ତିନୋଟି ମ୍ୟାଚ୍‌ରୁ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ହୋଇପାରେ ଭାରତ ସିରିଜ ହାରିଛି, ମାତ୍ର ରୋହିତ ଓ ବିରାଟ ଯେଉଁ ଭଳି ବ୍ୟାଟିଂ କରିଛନ୍ତି ସେଥିରେ ଦୁଇ ଖେଳାଳିଙ୍କ ମିଶନ ବିଶ୍ଵକପ୍ ୨୦୨୭ ଆଶା ଉଜ୍ଜୀବିତ ହୋଇ ଉଠିଛି।

ସିରିଜ୍ ସରିବା ପରେ ରୋହିତ ଶର୍ମା ସ୍ଵଦେଶୀ ଫେରିଛନ୍ତି। ଏହା ପୂର୍ବରୁ ରୋହିତ ନିଜର ଏକ୍ସ ଆକାଉଣ୍ଟରେ ଏକ ଭାବବିହ୍ଵଳ ପୋଷ୍ଟ କରିଛନ୍ତି। ନିଜର ଏହି ପୋଷ୍ଟରେ ସେ ଲେଖିଛନ୍ତି, ଶେଷ ଥର ସିଡନୀକୁ ଅଲବିଦା। ରୋହିତ ଏମିତି ପୋଷ୍ଟ କରିବାର କାରଣ ଆଗାମୀ ଦିନରେ ଭାରତର ଦିନିକିଆ କ୍ରିକେଟ୍ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବାର କାର୍ଯ୍ୟକ୍ରମ ନାହିଁ। ସେମିତିରେ ବି ସେ ଟେଷ୍ଟ ଓ ଟି-୨୦ରୁ ଅବସର ନେଇ ସାରିଛନ୍ତି। ତେଣୁ ସମ୍ଭବତଃ ରୋହିତଙ୍କ ପାଇଁ ଏହା ଥିଲା ଶେଷ ଅଷ୍ଟ୍ରେଲିଆ ଗସ୍ତ। ଏହି ସିଡନୀ ଗ୍ରାଉଣ୍ଡରେ ରୋହିତ ଶେଷ ଦିନିକିଆରେ ଅପରାଜିତ ଶତକ ହାସଲ କରିଛନ୍ତି। ଆଉ ଭାରତ ମ୍ୟାଚ୍‌କୁ ୯ ଓ୍ଵିକେଟ୍‌ରେ ଜିତି ନେଇଛି।

One last time, signing off from Sydney 👊 pic.twitter.com/Tp4ILDfqJm

— Rohit Sharma (@ImRo45) October 26, 2025

ସିରିଜରେ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ୫୦ ଶତକ ପୂରା କରିଛନ୍ତି। ରୋହିତ ଟେଷ୍ଟରେ ୧୨ ଶତକ ହାସଲ କରିଥିବା ବେଳେ ଦିନିକିଆରେ ୩୩ ଶତକ ହାସଲ କରିଛନ୍ତି। ଟି-୨୦ ଅନ୍ତର୍ଜାତୀୟରେ ତାଙ୍କ ବ୍ୟାଟରୁ ଆସିଛି ୫ ଶତକ। ଏସବୁ ମିଶାଇ ରୋହିତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମୋଟ୍ ୫୦ ଶତକ ହାସଲ କରିଛନ୍ତି।

Related posts

ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ମହମ୍ମଦ ଶାମି

ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ମହମ୍ମଦ ଶାମି

November 7, 2026
ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି

ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି

November 6, 2026
Tags: Australiacrickeindia

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଦୀପାବଳି ଆପଣଙ୍କ ପାଇଁ କେମିତି? ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ରାଶିଫଳ
  • ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ
  • ମୋଜା ପିନ୍ଧି ଶୋଉଥିଲେ ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.