Wednesday, November 4, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଜୀବନ ଶୈଳୀ

ଚିନି ବଦଳରେ ବ୍ୟବହାର କରନ୍ତୁ ଏହି ପ୍ରାକୃତିକ ମିଠା, ମିଳିବ ଫାଇଦା

Sanchar Live by Sanchar Live
July 23, 2025
in ଜୀବନ ଶୈଳୀ
0
0
SHARES
43
VIEWS
Facebook
Twitter

ଆପଣଙ୍କୁ ମିଠା ପସନ୍ଦ କି? ଚିନି ଖାଇବା ଦ୍ବାରା ଅନେକ କ୍ଷତି ହୋଇଥାଏ । ଯଦି ମିଠା ଖାଇବାକୁ ନେଇ ଆପଣବି ଚିନ୍ତାରେ ରହିଛନ୍ତି ତେବେ ଏବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣଙ୍କୁ କିଛି ଭଲ ବିକଳ୍ପ ବିଷୟରେ କହିବୁ ଯାହାକୁ ଆପଣ ଆପଣ ଚିନି ବଦଳରେ ବ୍ୟବହାର କରିପାରିବେ ।
ମିଠାପ୍ରେମୀମାନେ ଏବେ ମିଠା ଖାଇପାରିବେ । ଏହି ବିଶେଷ ଜିନିଷଗୁଡ଼ିକ ଆପଣଙ୍କୁ କେବଳ ପ୍ରଚୁର ମିଠା ଦେବ ନାହିଁ । ଏହା ଛଡ଼ା ଅନେକ ପୋଷକ ତତ୍ତ୍ୱ ଯୋଗାଇବ ଯାହା ଆପଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଚିନି ବଦଳରେ ଏହି ଜିନିଷଗୁଡ଼ିକୁ ଆପଣଙ୍କ ଖାଦ୍ୟରେ ସାମିଲ କରିବା ଦ୍ୱାରା କେବଳ ମଧୁମେହ ନୁହେଁ ବରଂ ମେଦବହୁଳତା, ହୃଦରୋଗ, ଡିପ୍ରେସନ ଏବଂ ସ୍କିନ୍ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ନିୟନ୍ତ୍ରଣ ହୋଇପାରିବ ।

ଗୁଡ଼:- ସମସ୍ତଙ୍କ ଘରେ ଗୁଡ଼ ଖୁବ୍ ପରିଚିତ । ଏଥିରେ ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ରହିଛି । ଯାହା ରକ୍ତରେ ଶର୍କରାର ହଠାତ୍ ବଢାଏ ନାହିଁ। ଆପଣ ଏହାକୁ ଆପଣଙ୍କ ଚା, ଗରମ କ୍ଷୀରରେ ମିଶାଇ ପିଇ ପାରିବେ । ଯାହାକୁ ଉତ୍ତମ ବିକଳ୍ପ ବୋଲି କୁହାଯାଇପାରିବ । ଏହା ଖାଇବା ଦ୍ବାରା ପାଚନ ପ୍ରକ୍ରିୟା ଉନ୍ନତି ହୋଇଥଏ । ଶରୀରକୁ ସୁସ୍ଥ ରଖିବା ସହ ପେଟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

Related posts

ଏହି କାରଣଗୁଡ଼ିକ ଆପଣଙ୍କର ପିତା ହେବାର ସ୍ୱପ୍ନକୁ ମଧ୍ୟ ଭାଙ୍ଗି ଦେଇପାରେ

ଏହି କାରଣଗୁଡ଼ିକ ଆପଣଙ୍କର ପିତା ହେବାର ସ୍ୱପ୍ନକୁ ମଧ୍ୟ ଭାଙ୍ଗି ଦେଇପାରେ

November 2, 2026
ଆଜି ଦିନଟି ଏମାନଙ୍କୁ ଦେବ ଶୁଭଫଳ

ଆଜି ଦିନଟି ଏମାନଙ୍କୁ ଦେବ ଶୁଭଫଳ

October 31, 2026

ଖଜୁରୀ:- ଖଜୁରୀ ପ୍ରାକୃତିକ ଭାବରେ ବହୁତ ମିଠା ଓ ନରମ ଏଥିରେ ପ୍ରଚୁର ପରିମାଣରେ ଫାଇବର ଭରପୂର ହୋଇ ରହିଥାଏ । ଖଜୁରୀରେ ଥିବା ଫାଇବର ରକ୍ତକୁ ପରିସ୍କାର କରିଥାଏ । ଯାହା ଶରୀରରଙ୍କୁୁ କାମ କରିବା ପାଇଁ ଶକ୍ତି ଯୋଗାଇଥାଏ ।  ଏଥିରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି । ଏହା ଖାଇବା ଦ୍ବାରା ତୁରନ୍ତ ଶକ୍ତି ମିଳିଥାଏ ତା’ ସହ ହଜମରେ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ନଡ଼ିଆ ଚିନି:- ନଡ଼ିଆ ଚିନି ନଡ଼ିଆ ରସରୁ ତିଆରି ହୋଇଥାଏ। ଏହାର ସ୍ୱାଦ କାରାମେଲ ପରି ହୋଇଥାଏ। ଏଥିରେ ସାଧାରଣ ଚିନି ତୁଳନାରେ ଗ୍ଲାଇସେମିକ୍ ଇଣ୍ଡେକ୍ସ (GI) କମ୍ ଥାଏ । ଏହା ଶରୀରରେ ଶର୍କରାର ଦ୍ରୁତ ଗତିରେ ବଢାଏ ନାହିଁ । ଏଥିରେ ଜିଙ୍କ୍, ପୋଟାସିୟମ୍,ଆଇରନ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ କମ୍ ପରିମାଣରେ ଥାଏ । ଏହାକୁ ଖାଇବା ପରେ ଅଧିକ ସମୟ ପଯ୍ୟନ୍ତ ସତେଜ ରଖିଥାଏ ଓ କ୍ଳାନ୍ତ ଅନୁଭବ କରାଏ ନାହିଁ ।

Tags: helthtipslifestylesugar

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • କନିକା କପୁରଙ୍କ ବୈବାହିକ ଜୀବନରେ ଝଡ଼
  • OLX ରେ ଘର ଖୋଜୁଛନ୍ତି କି? ଠକ ମାଆ ପୁଅ ଗିରଫ
  • ଜାଣନ୍ତୁ କାହିଁକି ଲଗାତାର କମୁଛି ସୁନାଦର?

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.