Monday, August 4, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ରାତିରେ ନିଦ ହେଉନି କି ? ଜାଣନ୍ତୁ କଣ କରିବେ..

Sanchar Live by Sanchar Live
July 21, 2025
in ଜୀବନ ଶୈଳୀ
0
ରାତିରେ ନିଦ ହେଉନି କି ? ଜାଣନ୍ତୁ କଣ କରିବେ..
0
SHARES
369
VIEWS
FacebookTwitter

ବର୍ତ୍ତମାନର ଜୀବନ ଶୈଳୀର ପରିବର୍ତ୍ତନ ଯୋଗୁଁ ସମସ୍ତଙ୍କ ପାଖରେ କିଛି ନା କିଛି ରୋଗ ଦେଖାଯାଇଥାଏ । ତା’ ଭିତରୁ ଗୋଟାଏ ହେଲା ଠିକ୍ ଭାବରେ ନିଦ ହେବା । ଭାରତୀୟ ଲକଙ୍କ ଆଖିରେ ହଜିଯାଇଛି ନିଦ । ପ୍ରତି ୫ ଜଣ ଭାରତୀୟଙ୍କ ମଧ୍ୟରୁ ତିନି ଜଣଙ୍କୁ ରାତିରେ ଠିକ୍‌ ଭାବେ ନିଦ ହେଉନାହିଁ । ଏପରି ଏକ ରିପୋର୍ଟ ପ୍ରକାଶ କରିଛି ଏଜିଆର ନଲେଜ ସର୍ଭିସେସ । ତଥ୍ୟ ଅନୁଯାୟୀ, ୬୦% ଭାରତୀୟ ପ୍ରତିଦିନ ରାତିରେ ୬ ଘଣ୍ଟାରୁ କମ ଶୁଅନ୍ତି। ଆସନ୍ତୁ ଜାଣିବା ନିଦ ଅଭାବ ଯୋଗୁ ଆପଣଙ୍କ ସ୍ୱାସ୍ଥ୍ୟରେ କିପରି କ୍ଷତି ହୋଇପାରେ।

ରୋଗ ପ୍ରତିରୋଧକ ଶକ୍ତି ଉପରେ ନକାରାତ୍ମକ ପ୍ରଭାବ
ଯଦି ଆପଣ ପ୍ରତିଦିନ ୬ ରୁ ୭ ଘଣ୍ଟାର ନିଦ ପୂରା କରିପାରୁ ନାହାନ୍ତି, ତେବେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବହୁତ ଖରାପ ଭାବେ ପ୍ରଭାବିତ ହୋଇପାରେ। ନିଦ ଅଭାବ ମୋଟାପଣର କାରଣ ହୋଇପାରେ, ଯାହା ଅନେକ ଗମ୍ଭୀର ରୋଗର ଆଶଙ୍କାକୁ ବଢ଼ାଇଥାଏ। ନିଦ ସମସ୍ୟା ଦୂର କରିବା ପାଇଁ ଆପଣ ଧ୍ୟାନ ବା ମେଡିଟେସନର ସାହାଯ୍ୟ ନେଇପାରନ୍ତି।

ଗମ୍ଭୀର ରୋଗର ଆଶଙ୍କା
ନିଦ ଅଭାବ ହେଲେ ଡାଇବେଟିସ ଭଳି ମାରାତ୍ମକ ରୋଗର ଆଶଙ୍କା ବଢିଯାଏ । ଏହା ସହ, ନିଦର ଅଭାବ, ହାର୍ଟାକୁ ମଧ୍ୟ ଦୁର୍ବଳ କରିପାରେ, ଯାହା ହୃଦ୍‌ରୋଗ ଭଳି ଗମ୍ଭୀର ରୋଗର କାରଣ ହୋଇପାରେ। ଯଦି ଆପଣ ଏହି ରୋଗଗୁଡ଼ିକରୁ ନିଜକୁ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ ନିଦ ସମସ୍ୟାକୁ ଯଥାଶୀଘ୍ର ଦୂର କରନ୍ତୁ।

ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ

ନିଦ ଅଭାବ କେବଳ ଶାରୀରିକ ସ୍ୱାସ୍ଥ୍ୟ ଉପରେ ନୁହେଁ, ବରଂ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇପାରେ। ଏହା କେବଳ ଷ୍ଟ୍ରେସର କାରଣ ହେବ ନାହିଁ, ବରଂ ଏଂଜାଇଟି, ପାନିକ ଆଟାକ ଓ ଡିପ୍ରେସନ ଭଳି ଗମ୍ଭୀର ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କାକୁ ମଧ୍ୟ ବଢ଼ାଇପାରେ।

କିପରି ସୁଧାରିବେ ନିଦ?
ନିଦ ସମସ୍ୟା ଦୂର କରିବା ପାଇଁ ନିୟମିତ ଜୀବନଶୈଳୀକୁ ଠିକ୍ କରନ୍ତୁ, ସନ୍ତୁଳିତ ଖାଦ୍ୟ, ଧ୍ୟାନ ଓ ନିୟମିତ ବ୍ୟାୟାମ କରନ୍ତୁ । ଯଦି ଏହିପରି କରିବା ପରେ ମଧ୍ୟ ନିଦ ସମସ୍ୟା ଠିକ୍ ହେଉନାହିଁ, ତେବେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ। ସୁସ୍ଥ ଜୀବନ ପାଇଁ ପର୍ଯ୍ୟାପ୍ତ ନିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ଏହାକୁ ଅଣଦେଖା କରନ୍ତୁ ନାହିଁ।

Tags: Helth tipsLifestle
ShareTweetShareSend
Sanchar Live

Sanchar Live

Next Post
ରାଶି ଅନୁସାରେ ଜାଣନ୍ତୁ କର୍ମ କ୍ଷେତ୍ରରେ କିପରି କଟିବ ଦିନ

ରାଶି ଅନୁସାରେ ଜାଣନ୍ତୁ କର୍ମ କ୍ଷେତ୍ରରେ କିପରି କଟିବ ଦିନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧିକ ପାଣି ପିଉଥିଲେ ସାବଧାନ ! ହୋଇପାରେ ଏହି ବଡ଼ ରୋଗ
  • ଆଉ ଡବ୍ଲୁସିଏଲ୍ ଖେଳିବନି ପାକିସ୍ତାନ
  • ବେଆଇନ ହଷ୍ଟେଲ ତୁରନ୍ତ ବନ୍ଦ କରିବାକୁ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଦାବିପତ୍ର
  • ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ
  • ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣା, ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.