Sunday, August 3, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଅପହରଣ କରି ଟଙ୍କା ଦାବି : ନଦେବାରୁ ପ୍ରବଳ ପିଟିଲେ..

Sanchar Live by Sanchar Live
May 16, 2025
in ଅପରାଧ
0
ଅପହରଣ କରି ଟଙ୍କା ଦାବି : ନଦେବାରୁ ପ୍ରବଳ ପିଟିଲେ..
0
SHARES
131
VIEWS
FacebookTwitter

ସଂଚାର ବ୍ୟୁରୋ: ଅପହରଣ କରି ଟଙ୍କା ଦାବି । ଟଙ୍କା ନ ମିଳିବାରୁ ନିସ୍ତୁକ ମାଡ । ପିନ୍ଧିଥିବା ସୁନା ଚେନ, ମୁଦି ଏବଂ ବ୍ରେସଲେଟ ସହ ଟଙ୍କା ଏବଂ ମୋବାଇଲ ନେଇଗଲେ ଦୃର୍ବୁତ୍ତ । ତାଳଚେର ଗୋପାଳପ୍ରସାଦ ଥାନା ସୋଲଡା ଗ୍ରାମର ଦୀପକ ପ୍ରଧାନଙ୍କ ଠାରୁ ଲୁଟ୍ । ସ୍କୁଟି ଯୋଗେ ଅନୁଗୁଳ ଅଞ୍ଚଳକୁ ଯାଉଥିବା ବେଳେ କୁଇଓ ଠାରେ ୬ ଜଣ ଦୃର୍ବୁତ୍ତ କାରରେ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ଅଟକାଇ ଥିଲେ । ଦୀପକ ଭୟଭୀତ ହୋଇ ଅଟକିଯିବା ପରେ ତାଙ୍କୁ ଜୋରଜବରଦସ୍ତ ଅପହରଣ କରି କାର ଭିତରକୁ ନେଇଥିଲେ ଦୃର୍ବୁତ୍ତ । ସେଠାରୁ ଗୋଡ଼ିବନ୍ଧ ବଙ୍ଗାରୁ ନିକଟସ୍ଥ ଜଙ୍ଗଲକୁ ନେଇ ନିସ୍ତୁକ ମାଡ ମାରିବା ସହ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନଦେଲେ କିମ୍ବା ପୋଲିସକୁ ଜଣାଇଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ନିକଟସ୍ଥ ଇଟା ଭାଟିରେ କିଛି ଲେବର ଦେଖିବା ପରେ ନିକଟସ୍ଥ ଗୋଡିବନ୍ଧ ଫାଣ୍ଡି ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ଦେଖି ଦୃର୍ବୁତ୍ତ ମାନେ କାରକୁ ଛାଡି ଚମ୍ପଟ୍ ମାରିଥିଲେ । ପୋଲିସ ଘଟଣା ସ୍ଥଳରୁ ଦୀପକଙ୍କୁ ଉଦ୍ଧାର କରିବା ସହ କାରକୁ ଜବତ କରିଛି । ଦୀପକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Tags: crimelootTalcher
ShareTweetShareSend
Sanchar Live

Sanchar Live

Next Post
ଟଙ୍କା ନଦେବାରୁ ଗୁଳିକଲେ ଦୁର୍ବୃତ୍ତ

ଟଙ୍କା ନଦେବାରୁ ଗୁଳିକଲେ ଦୁର୍ବୃତ୍ତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧିକ ପାଣି ପିଉଥିଲେ ସାବଧାନ ! ହୋଇପାରେ ଏହି ବଡ଼ ରୋଗ
  • ଆଉ ଡବ୍ଲୁସିଏଲ୍ ଖେଳିବନି ପାକିସ୍ତାନ
  • ବେଆଇନ ହଷ୍ଟେଲ ତୁରନ୍ତ ବନ୍ଦ କରିବାକୁ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଦାବିପତ୍ର
  • ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ
  • ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣା, ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.