ସଂଚାର ବ୍ୟୁରୋ: ବାଙ୍କୀ ମହାନଦୀ ପଠାରେ ଫସିଲେ ହାତୀପଲ। ବାଙ୍କୀ ସୁବର୍ଣ୍ଣପୁର ଘାଟର ମହାନଦୀ ପଠାରେ ୩ଟିକିଆ ହାତୀପଲ ଫସି ରହିଥିବା ସୂଚନା ମିଳିଛି। ଚନ୍ଦକା ଅଭୟାରଣ୍ୟରୁ ଆଠଗଡ ସରଂକ୍ଷିତ ଜଙ୍ଗଲକୁ ଯାଉଥିଲେ। ସେମାନଙ୍କ ଗତିବିଧି ଉପରେ ନଜର ରଖିଛି ଡମପଡା ବନବିଭାଗ।