Thursday, May 7, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ବଢିଲା ଟ୍ରମ୍ପ ଓ ହାର୍ଭାର୍ଡ ୟୁନିଭର୍ସିଟି ବିବାଦ

Sanchar Live by Sanchar Live
April 22, 2025
in ବିଦେଶ
0
ବଢିଲା ଟ୍ରମ୍ପ ଓ ହାର୍ଭାର୍ଡ ୟୁନିଭର୍ସିଟି ବିବାଦ
0
SHARES
8
VIEWS
FacebookTwitter

ବଢ଼ିଲା ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ହାର୍ଭାର୍ଡ ୟୁନିଭର୍ସିଟି ମଧ୍ୟରେ ବିବାଦ । ୟୁନିଭର୍ସିଟିକୁ ପ୍ରଦାନ କରାଯାଉଥିବା ପାଣ୍ଠି ଉପରେ ରୋକ ଲଗାଯିବା କାରଣକୁ ନେଇ ଟ୍ରମ୍ପଙ୍କ ବିରୋଧରେ ଗତ ୨୧ ତାରିଖରେ ମାସାଚୁସେଟେସ ଫେଡରାଲ କୋର୍ଟରେ ମାମଲା ଦାୟର କରିଛନ୍ତି ୟୁନିଭର୍ସିଟି କର୍ତ୍ତୃପକ୍ଷ । ରୁଜୁ ହୋଇଥିବା ମାମଲାରେ ଶିକ୍ଷା, ସ୍ବାସ୍ଥ୍ୟ, ନ୍ୟାୟ, ଶକ୍ତି, ସାଧାରଣ ପ୍ରଶାସନ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି । ଇହୁଦି ବିରୋଧୀ ଚିନ୍ତାଧାରା ପ୍ରସଙ୍ଗରେ ଦୁଇ ପକ୍ଷ ମଧ୍ୟରେ ବିବାଦ ଜାରି ରହିଥିବାବେଳେ ୟୁନିଭର୍ଟିସିଟି ବଜେଟ, କର ଛାଡ ଷ୍ଟାଟସ ଓ ବିଦେଶୀ ଛାତ୍ର ଗ୍ରହଣ ଆଦି କ୍ଷେତ୍ରରେ ନିୟମ ଅନୁପାଳନ ଲାଗି ନିର୍ଦ୍ଦେଶ ଦେଇଥିଲେ ଟ୍ରମ୍ପ । ମାତ୍ର ଏହା ପାଳନ ନ ହେବାରୁ କ୍ଷୁବ୍ଧ ହୋଇଛି ଟ୍ରମ୍ପ ପ୍ରଶାସନ । ଟ୍ରମ୍ପଙ୍କ ଏହି ପଦକ୍ଷେପ ଏକଛତ୍ରବାଦର ନିଦର୍ଶନ ବୋଲି କୁହାଯାଇଛି । ୟୁନିଭର୍ସିଟିର ଆଡମିସନ, ହାୟାରିଂ ପ୍ରକ୍ରିୟା ଓ ରାଜନୈତିକ ବିଚାରଧାରା ସମ୍ପର୍କରେ ଟ୍ରମ୍ପ ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶନାମାକୁ ଅଗ୍ରାହ୍ୟ କରିବା ପରେ ୟୁନିଭର୍ସିଟିକୁ ମିଳିବାକୁ ଥିବା ୨ ଦଶମିକ ୨ ବିଲିୟନ ଡଲାରର ଅନୁଦାନ ଉପରେ ରୋକ୍ ଲଗାଇଥିଲେ ସରକାର । ଗତ ଏପ୍ରିଲ ୧୧ ତାରିଖରେ ହ୍ବାଇଟହାଉସ ପକ୍ଷରୁ ଟ୍ରମ୍ପ ପ୍ରଶାସନର ସର୍ତ୍ତାବଳୀକୁ ପଠାଯାଇଥିଲା । ମାତ୍ର ୟୁନିଭର୍ସିଟି କର୍ତ୍ତୃପକ୍ଷ ଏହାକୁ ଗ୍ରହଣ କରି ନଥିଲେ । ସେପଟେ ଅନୁଦାନ ବାତିଲ ନିଷ୍ପତ୍ତିକୁ ଯଥାର୍ଥ କହିଛି ଟ୍ରମ୍ପ ପ୍ରଶାସନ । ସଂଖ୍ଯାଲଘୁଙ୍କ ସୁରକ୍ଷା ସଂକ୍ରାନ୍ତ ନୀତିକୁ ସରକାର ଗୁରୁତ୍ବ ଦେବେ ବୋଲି ପ୍ରଶାସନ କହିଛି । ଇସ୍ରାଏଲ-ଗାଜା ଯୁଦ୍ଧ ପରେ ଆମେରିକାର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଇହୁଦି ବିରୋଧୀ ଆନ୍ଦୋଳନ ହୋଇଥିଲା । ଏହି ଆନ୍ଦୋଳନଗୁଡିକୁ ହାର୍ଭାର୍ଡ ସମେତ ଅନେକ ବିଶ୍ବିବିଦ୍ୟାଳୟ ଦମନ କରିଥିଲେ । ହାର୍ଭାର୍ଡ ଏବେ ଜୋକରେ ପରିଣତ ହୋଇଛି ଏବଂ ବିଦ୍ବେଷ ଓ ବୋକାମି ଭାବନାର ଶିକ୍ଷା ଦେଉଛି ବୋଲି କହିଥିଲେ ଟ୍ରମ୍ପ । ସେପଟେ ୟୁନିଭର୍ସିଟିର ବିଭିନ୍ନ କାର୍ଯ୍ୟକଳାପର ତଦନ୍ତ ବି ଆରମ୍ଭ ହୋଇଛି । ତେଣେ ସାମ୍ବିଧାନିକ ଅଧିକାର ସହ ସାଲିସ କରାଯିବ ନାହିଁ ବୋଲି କହିଛନ୍ତି ୟନିଭର୍ସିଟି କର୍ତ୍ତୃପକ୍ଷ । ହାର୍ଭାର୍ଡର ମୋଟ ଛାତ୍ରଛାତ୍ରୀ ସଂଖ୍ଯାରୁ ୨୭.୨ ପ୍ରତିଶତ ହେଉଛନ୍ତି ବିଦେଶୀ । ଟ୍ରମ୍ପଙ୍କ କଟକଣା ପରେ ୟୁନିଭର୍ସିଟିରେ ବିଦେଶୀ ଛାତ୍ର ନାମ ଲେଖାଇବା ନେଇ ଉପୁଜିପାରେ ସମସ୍ୟା । ୟୁନିଭର୍ସିଟି ପକ୍ଷରୁ ଦାୟର ମାମଲାରେ କୁହାଯାଇଛି କ୍ୟାମ୍ପସରେ ଇହୁଦିବିରୋଧୀ ମତବାଦ ଓ ପାତରଅନ୍ତରକୁ ୟୁନିଭର୍ସିଟି ଅଗ୍ରାହ୍ୟ କରିଛି । …

Tags: americadoland trump
ShareTweetShareSend
Sanchar Live

Sanchar Live

Next Post
ସ୍ୱାମୀକୁ ହତ୍ୟା କଲା ରାକ୍ଷସୀ ସ୍ତ୍ରୀ

ସ୍ୱାମୀକୁ ହତ୍ୟା କଲା ରାକ୍ଷସୀ ସ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅପରେସନ ସିନ୍ଦୂରକୁ ଆଜି ପୁରିଛି ବର୍ଷେ
  • ଗୁରୁବାର : ଅଚାନକ ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଟଙ୍କା
  • ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା
  • ୫ ଦିନ ବନ୍ଦ ରହିପାରେ SBI ବ୍ୟାଙ୍କ ସେବା
  • ଆଜି ପୁଣି ବଢିଲା ସୁନା- ରୂପା ଦର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.