Monday, November 2, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home କ୍ରୀଡ଼ା

୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିଲା କ୍ରିକେଟ୍‌

Sanchar Live by Sanchar Live
April 10, 2025
in କ୍ରୀଡ଼ା
0
0
SHARES
16
VIEWS
Facebook
Twitter

ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ ୨୦୨୮ ଜରିଆରେ ୧୨୮ ବର୍ଷ ପରେ କ୍ରିକେଟ୍ ଅଲିମ୍ପିକ୍ସକୁ ପ୍ରତ୍ୟାବର୍ତ୍ତନ କରୁଛି । ଏଥିରେ ପୁରୁଷ ଓ ମହିଳା ବର୍ଗରେ ଛଅ ଛଅ ଟିମ୍ ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ କରିବେ । ବୁଧବାର ଆୟୋଜକ ଏହାର ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଶେଷ ଥର ୧୯୦୦ ମସିହାରେ ଆୟୋଜିତ ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା । ସେହି ସମୟରେ ଫ୍ରାନ୍ସ ଓ ଗ୍ରେଟ ବ୍ରିଟେନ ଦଳ ଅଂଶଗ୍ରହଣ କରିଥିଲେ । ଏହି ଦୁଇ ଦଳ ମଧ୍ୟରେ ଦୁଇ ଦିନିଆ ମ୍ୟାଚ୍  ଖେଳା ଯାଇଥିଲା, ଯାହାକୁ ଅଣ ଆନୁଷ୍ଠାନିକ ଟେଷ୍ଟ ମ୍ୟାଚର ମାନ୍ୟତା ମିଳିଥିଲା ।

ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍ ଟି-୨୦ ଫର୍ମାଟରେ ଖେଳାଯିବ । ଏଥିରେ ପୁରୁଷ ଓ ମହିଳା ବର୍ଗର ଛଅ ଛଅ ଦଳ ଅଂଶଗ୍ରହଣ କରିବେ । ପ୍ରତ୍ୟେକ ଦଳ ୧୫ ଜଣିଆ ଟିମ୍ ଚୟନ କରିବେ । ତେବେ କେଉଁ ଆଧାରରେ ୬ଟି ଲେଖାଏଁ ଦଳ ଅଲିମ୍ପିକ୍ସ ଖେଳିବେ ତାହା ସ୍ପଷ୍ଟ ହୋଇ ନାହିଁ ।

Related posts

ହାର୍ଦ୍ଦିକଙ୍କୁ ନିଅ, ଏହି ୨ ଜଣଙ୍କୁ ଦିଅ: ଚର୍ଚ୍ଚାରେ KKR-MI ଟ୍ରେଡ଼ ଡିଲ

ହାର୍ଦ୍ଦିକଙ୍କୁ ନିଅ, ଏହି ୨ ଜଣଙ୍କୁ ଦିଅ: ଚର୍ଚ୍ଚାରେ KKR-MI ଟ୍ରେଡ଼ ଡିଲ

November 2, 2026
ଚର୍ଚ୍ଚାରେ WPL ନିଲାମରେ ବିକ୍ରି ହୋଇଥିବା ସବୁଠୁ କମ ବୟସ୍କ ଖେଳାଳି ଉମା

ଚର୍ଚ୍ଚାରେ WPL ନିଲାମରେ ବିକ୍ରି ହୋଇଥିବା ସବୁଠୁ କମ ବୟସ୍କ ଖେଳାଳି ଉମା

October 29, 2026

ଆଇସିସିରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ

ବାଂଲାଦେଶ, ଇଂଲଣ୍ଡ, ଭାରତ, ଆୟରଲାଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ ଓ ଜିମ୍ବାୱେ ୧୨ ପୂର୍ଣ୍ଣ ସଦସ୍ୟ ଦେଶ ସାମିଲ । ଏହା ବ୍ୟତୀତ ୯୪ ଦେଶ ଆସୋସିଏଟ ସଦସ୍ୟ ଭାବେ ସାମିଲ ।

ଅଲିମ୍ପିକ୍ସ ୨୦୨୮ ପାଇଁ କ୍ରିକେଟ୍ ଦଳ କେଉଁ ଆଧାରରେ କ୍ୱାଲିଫାଏ କରିବେ ତାର ସୂଚନା ଦିଆଯାଇ ନାହିଁ । ତେବେ ଆମେରିକା ଆୟୋଜକ ଦେଶ ହୋଇଥିବାରୁ ଆମେରିକା କ୍ରିକେଟ୍ ଟିମ୍ ସିଧାସଳଖ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛି । ବାକି ୫ଟି ଦଳ କ୍ୱାଲିଫିକେସନ ଜରିଆରେ ନିଜର ସ୍ଥାନ ସୁନିଶ୍ଚିତ କରିବେ ।

Tags: cricketOllympic

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଏହି କାରଣଗୁଡ଼ିକ ଆପଣଙ୍କର ପିତା ହେବାର ସ୍ୱପ୍ନକୁ ମଧ୍ୟ ଭାଙ୍ଗି ଦେଇପାରେ
  • ଆଉ ନାହାନ୍ତି ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରଫେସର ଅଶୋକ ମହାପାତ୍ର
  • ବାତ୍ୟା ପାଇଁ କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.