Thursday, November 5, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଅପରାଧ

ବନ୍ଧାହେଲା ଅଭିଯୁକ୍ତ, ୫ ହନୁମାନ ପଇସା ଜବତ

Sanchar Live by Sanchar Live
March 11, 2025
in ଅପରାଧ
0
0
SHARES
56
VIEWS
Facebook
Twitter

Related posts

ଗୋଷ୍ଠୀ ସଂଘର୍ଷରୁ ଜେସିବି କଣ୍ଟ୍ରାକ୍ଟରଙ୍କୁ ଗୁଳି କରି ହତ୍ୟା

ଗୋଷ୍ଠୀ ସଂଘର୍ଷରୁ ଜେସିବି କଣ୍ଟ୍ରାକ୍ଟରଙ୍କୁ ଗୁଳି କରି ହତ୍ୟା

November 5, 2026
OLX ରେ ଘର ଖୋଜୁଛନ୍ତି କି? ଠକ ମାଆ ପୁଅ ଗିରଫ

OLX ରେ ଘର ଖୋଜୁଛନ୍ତି କି? ଠକ ମାଆ ପୁଅ ଗିରଫ

November 4, 2026

ନୀଳଗିରି ପୋଲିସକୁ ବଡ଼ ସଫଳତା। ଗତ ସୋମବାର ରାତିରେ ଈଶ୍ୱରପୁର ଫାଣ୍ଡି ଅଧୀନ ଜୁରିଆପାଟଣା ଗାଁରୁ ଅଭିଯୁକ୍ତ କାର୍ତ୍ତିକ ସାମଲକୁ ଗିରଫ କରିଛି ପୋଲିସ । ଏହାସହ ୨ ଲକ୍ଷ ୩୫ ହଜାର ଟଙ୍କା ମାରଣାସ୍ତ୍ର, ବନ୍ଧୁକ, ଗୁଳି ଓ 5ଟି ହନୁମାନ ପଇସା ଜବତ କରିଛି ପୋଲିସ । ନୀଳଗିରି ଏସଡିପିଓଙ୍କ ତତ୍ତ୍ବାବଧାନରେ ନୀଳଗିରି ଆଇଆଇସି ବିଶେଷ ସୂତ୍ରରୁ ଖବର ପାଇ କାର୍ତ୍ତିକ ସାମଲଙ୍କ ଘରେ ଚଢାଉ କରିଥିଲା । ଲକ୍ଷାଧିକ ଟଙ୍କା ଓ ମାରଣାସ୍ତ୍ର ଜବତ କରିବା ସହ ଏକ ମାମଲା ରୁଜୁ କରି ରଜନୀ ସାମଲଙ୍କୁ ଗିରଫ କରିଛି ପୋଲିସ । ଯାହାକୁ ନେଇ ଆଜି ପୂର୍ବାଞ୍ଚଳ ଡିଆଇଜି ଓ ବାଲେଶ୍ଵର ଏସପି ନୀଳଗିରି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏହି କେସରେ ଆଉ ଯେଉଁମାନଙ୍କର ସଂପୃକ୍ତି ରହିଛି ସେନେଇ ଅଧିକ ତଦନ୍ତ ଜାରି ରଖିଛି ବୋଲି କହିଛନ୍ତି ଡିଆଇଜି ।

Tags: crimenilagiriodisha

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ବନ୍ୟା କ୍ଷୟକ୍ଷତି : କେନ୍ଦ୍ରୀୟ ଟିମକୁ ୨,୫୨୬ କୋଟି ସହାୟତା ମାଗିଲା ଓଡିଶା
  • ଅନ୍ତର୍ଜାତୀୟ ଫୁଟବଲରୁ ରୋନାଲ୍ଡୋଙ୍କ ଅବସର
  • ଗିରଫ ଓ ଅଟକ ରଖିବାର ସମୟସୀମାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.