Sunday, October 18, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

କଟକ ବଡ଼ ଡାକ୍ତରଖାନାରେ ମହିଳା ରୋଗୀଙ୍କୁ ଅସଦାଚରଣ ମାମଲା,  ସିନିୟର ରେସିଡେଣ୍ଟ ଡାକ୍ତର ଦିଲବାଗ ସିଂ ଗିରଫ

Sanchar Live by Sanchar Live
August 13, 2024
in ଅପରାଧ
0
କଟକ ବଡ଼ ଡାକ୍ତରଖାନାରେ ମହିଳା ରୋଗୀଙ୍କୁ ଅସଦାଚରଣ ମାମଲା,  ସିନିୟର ରେସିଡେଣ୍ଟ ଡାକ୍ତର ଦିଲବାଗ ସିଂ ଗିରଫ
0
SHARES
23
VIEWS
FacebookTwitter

ସଂଚାର ବ୍ୟୁରୋ: କଟକ ବଡ଼ ଡାକ୍ତରଖାନାରେ ମହିଳା ରୋଗୀଙ୍କୁ ଅସଦାଚରଣ ମାମଲା  । ଗିରଫ ହୋଇଛନ୍ତି  ସିନିୟର ରେସିଡେଣ୍ଟ ଡାକ୍ତର ଦିଲବାଗ ସିଂ । ଗିରଫ ପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି । ଏପଟେ ମଧ୍ଯପ୍ରଦେଶରୁ ଓଡ଼ିଶା ଆସିଛନ୍ତି ଗିରଫ ଡାକ୍ତରଙ୍କ ପରିବାର । ଡାକ୍ତରଙ୍କ ପରିବାରର ଅଭିଯୋଗ ମାମଲାରେ ଟୁଇଷ୍ଟ ଆଣିଛି । ଅଭିଯୁକ୍ତ ଡାକ୍ତରଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଡାକ୍ତରଙ୍କୁ ଫସାଇଦିଆଯାଇଛି । ତିନି ବର୍ଷ ହେବ ଡାକ୍ତର ଦିଲବାଗ ସିଂ ଏସସିବିରେ ପଢୁଛନ୍ତି । ମିଛ ମାମଲାରେ ଫସାଇ ତାଙ୍କ କ୍ୟାରିୟରକୁ ନଷ୍ଟ କରାଯାଉଥିବା ଅଭିଯୋଗ ହୋଇଛି । ଅଭିପୋଗକାରିଣୀଙ୍କ ସଂପର୍କୀୟଙ୍କ ଅନୁରୋଧରେ ଛୁଟି ଦିନରେ ଇକୋ କରିବାକୁ ଦିଲବାଗ ଆସିଥିଲେ । ସେ ଯଦି ଅସଦାଚରଣ କରିଥିଲେ ତେବେ ଅଭିଯୋଗ ନକରି କାହିଁକି ମାରପିଟ କରାଗଲା ବୋଲି ପ୍ରଶ୍ନ କରିଛନ୍ତି । ସିସିଟିଭି ଫୁଟେଜକୁ ତଦନ୍ତ ପରିସରକୁ ନେଇ ନିରପେକ୍ଷ ଭାବେ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ଗତ ୧୧ ତାରିଖ ରାତିରେ ଦୁଇ ମହିଳା ରୋଗୀ ହୃଦରୋଗ ବିଭାଗକୁ ଚିକିତ୍ସା ପାଇଁ ଆସିଥିଲେ । ଇସିଜି କରିବା ବାହାନାରେ ଡାକ୍ତର ଜଣଙ୍କ ସେମାନଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ୧୬୧ ଧାରାରେ ପୀଡ଼ିତାଙ୍କର ବୟାନ ରେକର୍ଡ ହୋଇଥିବାବେଳେ ଆବଶ୍ଯକ ପଡ଼ିଲେ ଧାରା ୧୬୪ରେ ବୟାନ ରେକର୍ଡ କରାଯିବ । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ତିନିଜଣିଆ କମିଟି ଗଠନ କରିଛି ସ୍ବାସ୍ଥ୍ଯ ବିଭାଗ ।

Tags: cuttackdoctor arrestscb case
ShareTweetShareSend
Sanchar Live

Sanchar Live

Next Post
ମାଲକାନାଗିରି ପୋଲିସକୁ ବଡ ସଫଳତା

ମାଲକାନାଗିରି ପୋଲିସକୁ ବଡ ସଫଳତା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କୁମାର ପୂର୍ଣ୍ଣିମା ଦିନ ଧାର୍ଯ୍ୟକୁ ନେଇ ପୁଣି ଦ୍ୱନ୍ଦ୍ୱ
  • ଶପଥ ନେଲେ ନୂଆ ରାଜ୍ୟପାଳ
  • ନବରାତ୍ରି ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ କାହିଁକି କରାଯାଏ ପୂଜା
  • ପୂଜା ମଣ୍ଡପରେ ଦଳାଚକଟା ଘଟଣା: ଦୋଷୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ
  • କୋଲକାତା ଦୁର୍ଗାପୂଜାରେ ଅଘଟଣ: ୧୮ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • October 2026
  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.