Tuesday, November 3, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ବିଦେଶ

ଲଣ୍ଡନରେ ଭାରତୀୟ ପତାକାକୁ ଚିରିଲେ ଖଲିସ୍ତାନୀ ସମର୍ଥକ

Sanchar Live by Sanchar Live
March 6, 2025
in ବିଦେଶ
0
0
SHARES
6
VIEWS
Facebook
Twitter

Related posts

ଭୁଟାନରେ ଗ୍ଲେସିୟର ହ୍ରଦ ଫାଟିବା ପରେ ବଡ଼ ବନ୍ୟା ଆଶଙ୍କା

ଭୁଟାନରେ ଗ୍ଲେସିୟର ହ୍ରଦ ଫାଟିବା ପରେ ବଡ଼ ବନ୍ୟା ଆଶଙ୍କା

October 30, 2026
ପାକିସ୍ତାନରେ ଗ୍ୟାସ ମହଙ୍ଗା, ୭ ହଜାରରେ…

ପାକିସ୍ତାନରେ ଗ୍ୟାସ ମହଙ୍ଗା, ୭ ହଜାରରେ…

October 25, 2026

ଲଣ୍ଡନରେ ଭାରତୀୟ ପତାକାକୁ ଚିରିଲେ ଖଲିସ୍ତାନୀ ସମର୍ଥକ । କେବଳ ଏତିକି ନୁହେଁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଗସ୍ତ ଭଣ୍ଡୁର ଲାଗି ବି କରିଛନ୍ତି ଉଦ୍ୟମ । ଲଣ୍ଡନଗସ୍ତରେ ଥିବା ଜୟଶଙ୍କର ଉଚ୍ଚସ୍ତରୀୟ ଆଲୋଚନା ସାରି ଚେଟମ ହାଉସରୁ ବାହାରିବା ମାତ୍ରେ ଖଲିସ୍ତାନୀ ସମର୍ଥକ ନାରାବାଜି କରିବା ସହ ତାଙ୍କୁ ବିରୋଧ କରିଥିଲେ । ଭାରତୀୟ ପତାକାକୁ ସେମାନେ ଅସମ୍ମାନ ପ୍ରଦର୍ଶନ କରିବା ସହ ଚିରିଦେଇଥିଲେ । ଏହା ସହ ଜଣେ ବ୍ୟକ୍ତି ଜୟଶଙ୍କରଙ୍କ କାର୍ ଆଡକୁ ମାଡିଆସିଥିଲା । ତେବେ ସେଠାରେ ଉପସ୍ଥିତ ଥିବା ପୋଲିସ ତାକୁ ଅଟକ ରଖିଛି । ଚେଟମ ହାଉସରେ ଆଲୋଚନା ଚାଲିଥିବାବେଳେ ବି ଆନ୍ଦୋଳନରତ ଖଲିସ୍ତାନୀ ସମର୍ଥକମାନେ ବି ଖଲିସ୍ତାନ ସପକ୍ଷବାଦୀ ନାରାବାଜି କରିବା ଦେଖାଯାଇଥିଲା । ମାର୍ଚ୍ଚ ୪ରୁ ମାର୍ଚ୍ଚ ୯ ଯାଏ ବ୍ରିଟେନ ଗସ୍ତରେ ଅଛନ୍ତି ଜୟଶଙ୍କର । ଜୟଶଙ୍କର ଓ ବ୍ରିଟେନ ବୈଦେଶିକ ମନ୍ତ୍ରୀ ଡାଭିଡ ଲାମିଙ୍କ ମଧ୍ୟରେ ବିଭିନ୍ନ ରାଜନୈତିକ ସହଯୋଗ, କୌଶଳଗତ ସମନ୍ବୟ, ଦ୍ବିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏହା ସହ ବାଣିଜ୍ୟ, ଶିକ୍ଷା, ପ୍ରଯୁକ୍ତି ଓ ବୈଷୟିକ ସହଯୋଗ ସମ୍ପର୍କରେ ବି ଦୁଇ ନେତା ଆଲୋଚନା କରିଥିଲେ । ଦୁଇ ନେତାଙ୍କ ମଧ୍ଯରେ ପାକିସ୍ତାନ ପ୍ରସଙ୍ଗରେ ବି ଆଲୋଚନା ହୋଇଥିବା ସୂଚନା ମିଳିଛି ।

Tags: khalistanis.jaysankar

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ସୋନମ ୱାଙ୍ଗଚୁକଙ୍କୁ ବଡ଼ ଝଟକା
  • ନେରିଡ଼ିୱାଲସାରେ ଓଡ଼ିଶା-ଆନ୍ଧ୍ର ପୁଲିସ ମୁହାଁମୁହିଁ
  • ୫ କୋଟି ନଦେଲେ ମାରିଦେବୁ, ତୁଷାରଙ୍କୁ ମିଳିଲା ହତ୍ୟା ଧମକ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.