ସଂଚାର ବ୍ୟୁରୋ: ଦିନିକିଆ କ୍ରିକେଟରୁ ଷ୍ଟିଭ୍ ସ୍ମିଥଙ୍କ ଅବସର । ଚାମ୍ପିୟନ୍ସ ଟ୍ରଫି ସେମିରେ ଭାରତ ଠାରୁ ପରାଜୟ ପରେ ଅବସର ଘୋଷଣା କଲେ ସ୍ମିଥ । ୧୭୦ଟି ଦିନିକିଆ ଖେଳି ଶେଷରେ ଅବସର ଘୋଷଣା କଲେ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର ଅଧିନାୟକ । <div class="responsive-ad-css"> <div class="ads-div-style over-hidden article-mid-ads-style bottom-margin"> <div id="div-gpt-ad-1728467520612-0" data-google-query-id="CKDKsYLK8osDFW6I2AUd6eYbQw"> <div id="google_ads_iframe_/139951767/Sambad.in_Desktop_AP_Top_728x90_1__container__">ତେବେ ଗତକାଲି ଟିମ୍ ଇଣ୍ଡିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ସ୍ମିଥ । ୯୬ଟି ବଲରେ ୭୩ ରନ୍ କରିଥିଲେ ସ୍ମିଥ ମାତ୍ର ତାଙ୍କ ଦମଦାର ପ୍ରଦର୍ଶନ ସତ୍ବେ ଅଷ୍ଟ୍ରେଲିଆ ହାରିଯାଇଛି । ଆଉ ଏହି ପରାଜୟ ପରେ ଦିନିକିଆରୁ ସନ୍ନ୍ୟାସ ନେଇଛନ୍ତି ସ୍ମିଥ୍ । ୨୦୧୫ ଏବଂ ୨୦୨୩ରେ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ବକପ୍ ବିଜେତା ହୋଇଥିବା ବେଳେ ସ୍ମିଥ୍ ଏହି ବିଜୟୀ ଟିମରେ ଥିଲେ ଯାହା ତାଙ୍କ ପାଇଁ ଏକ ସୁବର୍ଣ୍ଣ ଏବଂ ସ୍ମରଣୀୟ ମୁହୂର୍ତ୍ତ ବୋଲି କହିଛନ୍ତି ସ୍ମିଥ୍ ।</div> </div> </div> </div>