Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ବିଜେପିର ୭ ବିଧାୟକଙ୍କୁ ମନ୍ତ୍ରୀ ପଦ ଦେଲେ ନୀତିଶ

Sanchar Live by Sanchar Live
February 26, 2025
in ରାଜନୀତି
0
ବିଜେପିର ୭ ବିଧାୟକଙ୍କୁ ମନ୍ତ୍ରୀ ପଦ ଦେଲେ ନୀତିଶ
0
SHARES
66
VIEWS
FacebookTwitter

ବିହାର ରାଜନୀତିକୁ ନେଇ ଥମୁନି ଚର୍ଚ୍ଚା । କାରଣ ବର୍ଷର ଶେଷ ମାସକୁ ନିର୍ବାଚନ ଥିବା ବେଳେ ଆଜି ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି ନୀତିଶ କୁମାର । ହେଲେ ହଠାତ୍‌ କାହିଁକି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେଲା ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ଖବର ମିଳିନାହିଁ । କିନ୍ତୁ ମନ୍ତ୍ରିମଣ୍ଡଳକୁ ସଂପ୍ରସାରଣ ପରେ ଚର୍ଚ୍ଚା ବଢିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆଜି ଶପଥ ନେଇଥିବା ସମସ୍ତ ମନ୍ତ୍ରୀ ବିଜେପିର ବିଧାୟକ ଅଛନ୍ତି । ତେଣୁ ଆଗାମୀ ଦିନରେ ନୀତିଶ ଏନଡିଏ ସହ ମିଶି ନିର୍ବାଚନ ଲଢିବେ ବୋଲି ଗୋଟିଏ ପ୍ରକାର ସ୍ପଷ୍ଟ ହୋଇଛି ।

ଦିଲ୍ଲୀରେ ବିଜେପିର ବଡ଼ ବିଜୟ ପରେ ଏବେ ବିହାରକୁ ଫୋକସ୍‌ରେ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଖାଲି ଫୋକସ କରିଛନ୍ତି ତାହା ନୁହେଁ ବରଂ ଗସ୍ତ ବି କରିଛନ୍ତି । ବଜେଟ୍‌ରେ ଏନେଇ ସ୍ପଷ୍ଟ ଦେଖାଯାଇଥିଲା ବିହାରକୁ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଅନୁଦାନ ମିଳିଛି । ଅବଶ୍ୟ ଏହାକୁ ନେଇ ବିରୋଧୀମାନେ ଗର୍ଜନ କରିଥିଲେ । ହେଲେ ବିଜେପି ସାଂସଦ ସମ୍ବିତ ପାତ୍ର କହିଥିଲେ, ବିହାରର ଅର୍ଥନୀତିର ବିକାଶ କରିବାକୁ ହେଲେ ଅଧିକ ଅନୁଦାନ ଆବଶ୍ୟକ । ଏଥିରେ କୌଣସି ରାଜନୀତି ନାହିଁ । କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ପ୍ରତିରାଜ୍ୟକୁ ସମାନ ଭାବରେ ଦେଖାଯାଉଛି । ଏମିତିକି ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମଧ୍ୟ ନୀତିଶଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଥିଲେ । ଏହିରୁଦ୍ଧ ଦ୍ବାର ବୈଠକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ବି ହେଲା । ଆଉ ଆଜି ନୀତିଶ କୁମାର ନିଜ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରିବାର ଅର୍ଥ ନୀତିଶ ଆଗକୁ ଏନଡିଏ ସହ ହିଁ ରହିବେ ।

ଉପ-ମୁଖ୍ୟମନ୍ତ୍ରୀ କରିଥିଲେ
୭ ବିଜେପି ନେତାଙ୍କୁ ମନ୍ତ୍ରୀ ପଦ ବି ଦେଲେ

ନୀତିଶ କୁମାରକୁ ନେଇ ଚର୍ଚ୍ଚା ଥମୁନି । କାରଣ କୁହାଯାଉଥିଲା ସେ ଏନଡିଏରେ ଖୁସି ନାହାନ୍ତି । ଖୁବଶୀଘ୍ର ଇଣ୍ଡି ମେଣ୍ଟରେ ଯୋଗ ଦେଇ ନିର୍ବାଚନ ଲଢିବେ । ଖାସ କରି ପୂର୍ବତନ ପିଏମ ମନମୋହନ ସିଂହଙ୍କ ଦେହାନ୍ତ ସମୟରେ ସେ ଦିଲ୍ଲୀ ତ ଯାଇଥିଲେ ହେଲେ ବିଜେପି ନେତାଙ୍କ ସହ ଆଲୋଚନା କରିନଥିଲେ । ପରେ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ବି ସେ ଯାଇନଥିଲେ । ଏହି ସମୟରେ ଆରଜେଡି ନେତା କହିଥିଲେ ନୀତିଶ ଆମ ସହ ମିଶି ନିର୍ବାଚନ ଲଢିବେ ତେଣୁ ଦିଲ୍ଲୀ ସିଏମଙ୍କ ଶପଥ ଗ୍ରହଣ ଉତ୍ସବକୁ ସେ କାହିଁକି ଯିବେ । ହେଲେ ନୀତିଶଙ୍କ ମନରେ କି ରଣନୀତି ଚାଲିଥିଲା ତାହାର ଟେର ପାଇନଥିଲେ ବିରୋଧୀ । ମୋଦୀ ପିଏମ କିଷାନର ୧୯ ତମ କିସ୍ତି ଦେବା ପାଇଁ ବିହାରକୁ ବାଛିଥିଲେ । ପରେ ପରେ ନଡ୍ଡା ବି ବିହାର ଗସ୍ତରେ ଯାଇଥିଲେ । ଏ ସବୁ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ନୀତିଶ ଏନଡିଏ ହାତ ଛାଡ଼ିବାର ନାହିଁ । ନୀତିଶଙ୍କ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସଂଖ୍ୟା ୨୯ରେ ଥିଲା । ୭ ମନ୍ତ୍ରୀ ପଦ ଖାଲି ଥିଲା । ଏବେ ବିଜେପିର ୭ ବିଧାୟକ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପରେ କ୍ୟାବିନେଟ୍‌ ପୂର୍ଣ୍ଣାଙ୍ଗ ରୂପ ପାଇଛି ।

Tags: Bihar politicsnitish kumar
ShareTweetShareSend
Sanchar Live

Sanchar Live

Next Post
ସୁଦାନରେ ବିମାନ ଦୁର୍ଘଟଣା

ସୁଦାନରେ ବିମାନ ଦୁର୍ଘଟଣା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.