Tuesday, September 30, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home Uncategorized

ରାଜ୍ୟ ବଜେଟ୍ : କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୩୭ ହଜାର ୮୩୮ କୋଟି

Sanchar Live by Sanchar Live
February 17, 2025
in Uncategorized
0
ରାଜ୍ୟ ବଜେଟ୍ : କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୩୭ ହଜାର ୮୩୮ କୋଟି
0
SHARES
9
VIEWS
FacebookTwitter

କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୩୭ ହଜାର ୮୩୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ୨୦୨୪-୨୫ ଆର୍ଥକ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ ବ୍ୟୟ ବରାଦ ହୋଇଥିବା ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ସେ ମଧ୍ୟରୁ କେବଳ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ୧୪ ହଜାର ୭୦୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସମୃଦ୍ଧ କୃଷକ ଯୋଜନାରେ ଚାଷୀଙ୍କୁ ଏମଏସପି ସହ ଇନପୁଟ ସବସିଡି ମିଶାଇ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କା ଦିଆଯାଉଛି । ଏହି ଯୋଜନାରେ ୧୩ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ଏହି ଯୋଜନା ପାଇଁ ବଜେଟ ଆକାର ୫ ହଜାର କୋଟିରୁ ୬ହଜାର କୋଟିକୁ ବୃଦ୍ଧି କରାଯାଇଛି । ସିଏମ କିଷାନ ଯୋଜନା ପାଇଁ ୨ହଜାର ୨୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ବୃହତ ଉଠା ଜଳସେଚା ଯୋଜନା ପାଇଁ ୬୯୫ କୋଟିର ବ୍ୟୟ ବରାଦ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ କ୍ଲଷଟର ମଡେଲ ପ୍ରତିଷ୍ଠା କରି କ୍ଷୁଦ୍ର ଓ ନାମମାତ୍ର ମହିଳା ଚାଷୀଙ୍କ ଆୟ ଦ୍ବିଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ରବି ଋତୁରେ ୧ଲକ୍ଷ ୮୦ ହଜାର ଚାଷୀଙ୍କୁ ଆଳୁ ବିହନ ଦିଆଯାଇଛି । ଶ୍ରୀ ଅନ୍ନ ଅଭିଯାକୁ ସବୁ ଜିଲ୍ଲାର ୧୭୭ ବ୍କକକୁ ସଂପ୍ରସାରିତ କରାଯାଇଛି । ରାଜ୍ୟ ସରକାର ଚଳିତ ବର୍ଷ ରାଗି କ୍ରୟ ଉପରେ ଏମଏସି ଉପରେ ଅଧିକ ୨୧୦ ଟଙ୍କା ଯୋଡି ୪୫୦୦ ଟଙ୍କା ପ୍ରଦାନ ଦେବେ । ଏବାବଦରେ ବଜେଟରେ ୬୦୦ କୋଟିର ବ୍ୟୟ ବରାଦ କରାଯାଇଛି । ଶୀତଳ ଭଣ୍ଡାର ନୀତିରେ ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ଆର୍ଥିକ ସହାୟତା ବାବଦରେ ୨୫୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ଯୋଜନାରେ ସମସ୍ତ ୫୮ଟି ସବଡିଭିଜନରେ ନୂଆ ଶୀତଳ ଭଣ୍ଡାର ଖୋଲାଯିବ । ଓୟୁଏଟି ପାଇଁ ୫୧୧ କୋଟିର ବ୍ୟୟବରାଦ କରାଯାଇଥିବା ବେଳେ କୃଷକ ଉତ୍ପାଦକ ସଂଗଠନ ଜରିଆରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ଓ ଜୀବିକାରେ ଉନ୍ନତି ପାଇଁ ୭୪ କୋଟିର ବ୍ୟୟବରାଦ କରାଯାଇଛି । ୨୦୨୯-୩୦ ସୁଦ୍ଧା ୧୫ ଲକ୍ଷ ହେକ୍ଟର ଅଣଜଳସେଚିତ ଜମିକୁ ଜଳସେଚନ ସୁବିଧା ଯୋଗାଇଦିଆଯିବ । ଏଥିପାଇଁ ୧୪ ହଜାର ୮୯୫ କୋଟିର ବ୍ୟୟବରାଦ କରାଯାଇଛି । ବନ୍ୟା ପରିଚାଳନା ପାଇଁ ନଦୀ ମୁହାଣ ଖନନ ଯୋଜନା ପାଇଁ ୩୮୬ କୋଟିର ବ୍ୟୟ ବରାଦ କରାଯାଇଛି । ନଦୀ ପୁନଃରୁଦ୍ଧାର ଯୋଜନାରେ ଆସନ୍ତା ଆର୍ଥିକ ବର୍ଷରେ ପ୍ରାଚୀଧାରା ଓ ଗୋବରୀ ଭଳି ଅତି କମରେ ଦୁଇରୁ ତିନୋଟି ନଦୀକୁ ସାମିଲ କରାଯିବ । ହୀରାକୁଦ ଡ୍ୟାମ ପ୍ରକଳ୍ପର କେନାଲ ବ୍ୟବସ୍ଥାର ନବୀକରଣ ପାଇଁ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଶହେ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ହୀରାକୁଦ ଡ୍ୟାମର ଅତିରିକ୍ତ ସ୍ପିଲୱେ ନିର୍ମାଣ, ଥଇଥାନ ଓ ବିପର୍ଯ୍ୟସ୍ତ ସ୍ଥିତିର ସର୍ଭେ ପାଇଁ ୫୦ କୋଟି ଏବଂ ଅନ୍ୟାନ ବପର୍ଯ୍ୟସ୍ତ ପୂରୁଣା ଡ୍ୟାମର ଉନ୍ନତି ପାଇଁ ୫୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଅଚଳ ଉଠା ଜଳସେଚନ ପ୍ରକଳ୍ପର ପୁନଃରୁଦ୍ଧାର ପାଇଁ ୧୯୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛଇ ।

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧ହଜୀର ୩୧୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଇନଷ୍ଟ୍ରିମ ଷ୍ଟୋରେଜ ପାଇଁ ୮୮୦ କୋଟିର ବ୍ୟୟବରାଦ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନା ପାଇଁ ୩୫୦ କୋଟିର ବ୍ୟୟ ବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଡନା ପାଇଁ ୪୩୦ କୋଟି, ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ବାବଦରେ ୨୪୦ କୋଟି ଏବଂ ସେଚାଞ୍ଚଳ ଉନ୍ନୟନ ଓ ଜଳ ପରିଚାଳନା ଯୋଜନାରେ ୨୫୮ କୋଟିର ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧ ଳୁଣିବନ୍ଧ ପ୍ରକଳ୍ପ ପାଇଁ ୨ଶହ କୋଟି ଏବଂ କେନ୍ଦ୍ରୀୟ ପ୍ରବର୍ତ୍ତିତ ହର କ୍ଷେତକୋ ପାନୀ ଯୋଜନା ପାଇଁ ୨ଶହ କୋଟିର ବ୍ୟୟବରାଦ କରାଯାଇଛି । ଡ୍ରେନେଜ ଉନ୍ନତି କାର୍ଯ୍ୟକ୍ରମ ବାବଦରେ ୩୬୦ କୋଟି ଏବଂ ରିୟଲ ଟାଇମ ବନ୍ୟା ପୂର୍ବାନୁମାନ ପାଇଁ ଗୋ ୱାଟର ଆଇଟି ମୋଡ୍ୟୁଲ ପାଇଁ ୧୫ କୋଟିର ବ୍ୟୟ ବରାଦ କରାଯାଇଛି ।

ସେହିଭଳି ମତ୍ସ ଓ ପଶୁ ସମ୍ପଦ ବିକାଶ ପାଇଁ ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧ହଜାର ୯୦୯ କୋଟିର ବଜେଟ ପ୍ରସ୍ତୁତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୨୩୫ କୋଟିର ବ୍ୟୟବରାଦ କରାଯାଇଛି । ମତ୍ସଚାଷୀଙ୍କ ପାଇଁ ଉତ୍ତମ ମୂଲ୍ୟ ଓ ଭ୍ରାମ୍ୟମାଣ ରୋଗ ଓ ଡାଇଗ୍ନୋଷ୍ଟିକ ପରୀକ୍ଷାଗାର ପାଇଁ ୧୪୬ କୋଟିର ବ୍ୟୟବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ପାଇଁ ୨୪୫ କୋଟି ଏବଂ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପାଇଁ ୧୪୬ କୋଟିର ବ୍ୟୟ ବରାଦ କରାଯାଇଛି । ସମବାୟ ବିଭାଗ ପାଇଁ ମୋଟ ୨୭୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଚାଷୀଙ୍କୁ ଫସଲ ଋଣ ପ୍ରଦାନ ପାଇଁ ସୁଧ ଛାଡ ବାବଦରେ ୯୧୦ କୋଟିଟଙ୍କାର ବ୍ୟୟବରାଦ କରାଯାଇଛି । ଏଥିସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୬୫୦ କୋଟିର ବ୍ୟୟବରାଦ କରାଯାଇଛି ।

Tags: Budgetfarmingodisha
ShareTweetShareSend
Sanchar Live

Sanchar Live

Next Post
ଆସନ୍ତାକାଲିଠୁ ଯୁକ୍ତଦୁଇ ପରୀକ୍ଷା

ଆସନ୍ତାକାଲିଠୁ ଯୁକ୍ତଦୁଇ ପରୀକ୍ଷା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଦୁର୍ଗାପୂଜା ପାଇଁ ରାଜଧାନୀରେ ବଢ଼ୁଛି ଭିଡ଼, ବଢ଼ିଲାଣି ଟ୍ରାଫିକ୍ ଚିନ୍ତା
  • ଆଜି ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା
  • ଆଜି ପୀଠରେ ମହାନବମୀ, ମଣ୍ଡପରେ ମହାଷ୍ଟମୀ
  • ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର
  • ୩ଟି ବିଭାଗର ୪ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମୋହର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.