Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ଦିଲ୍ଲୀରେ କେଜ୍ରିୱାଲଙ୍କ ପରାଜୟ ପରେ ଏମିତି କହିଲେ ଆନ୍ନା ହଜାରେ

Sanchar Live by Sanchar Live
February 8, 2025
in ରାଜନୀତି
0
ଦିଲ୍ଲୀରେ କେଜ୍ରିୱାଲଙ୍କ ପରାଜୟ ପରେ ଏମିତି କହିଲେ ଆନ୍ନା ହଜାରେ
0
SHARES
122
VIEWS
FacebookTwitter

ଦିଲ୍ଲୀର ସମସ୍ତ ୭୦ ବିଧାନସଭା ଆସନରେ କାଉଣ୍ଟିଂ ଜାରି ରହିଛି । ଏବେର ଟ୍ରେଣ୍ଡ ଅନୁସାରେ ବିଜେପି ଏଠାରେ ସରକାର ଗଢିବାକୁ ଯାଉଛି । ଆଉ ଆମ ଆଦମୀ ପାର୍ଟିର ଦବଦବା ଶେଷ ହେବାକୁ ଯାଉଛି । ତେବେ ଦିଲ୍ଲୀରେ ଆପର ଏଭଳି ପ୍ରଦର୍ଶନ ପରେ ଆପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାମାଜିକ କର୍ମୀ ଆନ୍ନା ହଜାରେ ।

ସେ କହିଛନ୍ତି, ମୁଁ ସବୁବେଳେ କହିଛି ପ୍ରାର୍ଥୀଙ୍କ ବ୍ୟବହାର, ତାଙ୍କ ବିଚାର ଶୁଦ୍ଧ ହେବା ଦରକାର । ଜୀବନରେ କୌଣସି ଦାଗ ନ ହେବା ଦରକାର । ଭଲ ଗୁଣରେ ମତଦାତାଙ୍କ ବିଶ୍ୱାସ ବଢିଥାଏ । ମୁଁ କେଜ୍ରିଓ୍ୱାଲଙ୍କୁ ଏହି ସବୁ କହିଥିଲି ହେଲେ ସେ ଧ୍ୟାନ ଦେଇନଥିଲେ । ସେ ମଦ ଉପରେ ଫୋକସ କରିଥିଲେ । ସେ ସତ୍ତା ବଳରେ ଖୁସି ଥିଲେ । ବିଚାର ଶୁଦ୍ଧ ହେବା, ଜୀବନ ନିଷ୍କଳଙ୍କ ହେବା, ଜୀବନରେ ତ୍ୟାଗ ହେବା… ଏହି ସବୁ ଗୁଣ ରହିଲେ ମତଦାତାଙ୍କ ବିଶ୍ୱାସ ରହିବ ଯେ ପ୍ରାର୍ଥୀ ଆମ ପଇଁ କିଛି କରିବ ।

ଆନ୍ନା ହଜାରେ ରାଜନୀତିରେ ଯୁବାଙ୍କୁ ଆସିବା ଉପରେ କହିଛନ୍ତି କି, ଯୁବା ଶକ୍ତି ଆମ ରାଷ୍ଟ୍ର ଶକ୍ତି ଯୁବା ଶକ୍ତି ଜାଗ୍ରତ ହେଲେ ଦେଶ ତିଆରି ହେବ । ମୁଁ ଯେତେବେଳେ ୧୭ ବର୍ଷର ଥିଲି ସେତେବେଳେ ନିଷ୍ପତ୍ତି ନେଇଥିଲି ଯେଉଁ ଯାଏଁ ବଞ୍ଚିଥିବି ସମାଜ ଆଉ ଦେଶ ପାଇଁ କାମ କରିବି । ଯେତେବେଳେ ବି ମରିବି ଦେଶର ସେବା କରି ମରିବି ।

ଦିଲ୍ଲୀ ନିର୍ବାଚନରେ ପରାସ୍ତ ହୋଇଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ । ସେ ନୂଆ ଦିଲ୍ଲୀ ଆସନରେ ବିଜେପି ପ୍ରାର୍ଥୀ ପରବେଶ ବର୍ମା ବିଜୟୀ ହୋଇଛନ୍ତି । ଏହି ଆସନରୁ କେଜ୍ରିଓ୍ୱାଲ ୨୦୧୩ ମସିହାରୁ ଜିତି ଆସୁଥିଲେ । ହେଲେ ଏବେ ତାଙ୍କୁ ପରାଜୟ ସ୍ବିକାର କରିବାକୁ ପଡୁଛି

Tags: aap partyanna hajarearavinda kejriwal
ShareTweetShareSend
Sanchar Live

Sanchar Live

Next Post
ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.