Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ବାବାରେ କି ଖରା, ପାର କଲା ୩୫ ଡିଗ୍ରୀ

Sanchar Live by Sanchar Live
February 2, 2025
in ଓଡିଶା
0
ଆଗାମୀ ୪ ରୁ ୫ ଦିନ ଯାଏଁ ବଢିବ ତାପମାତ୍ରା
0
SHARES
16
VIEWS
FacebookTwitter

ବହିରେ ରହିଗଲାଣି ମାଘର ବାଘ ଭଳିଆ ଶୀତ । ଏବେ ମାଘ ମାସରେ ଅନୁଭୂତ ହେଉଛି ଅସହ୍ୟ ଗରମ । ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ବି ବଢ଼ିଲାଣି । ଆଗକୁ ଏହି ତାତି ଆହୁରି ବଢ଼ିବ ବୋଲି କୁହାଯାଉଛି । ଯାହାକି ଚିନ୍ତାର କାରଣ ପାଲଟିଛି ।

ଜାନୁଆରୀ ଶେଷ ସପ୍ତାହରୁ ଶୀତ କୁଆଡେ ଗାଏବ ହୋଇଯାଇଛି । ବଢ଼ି ଭୋରରୁ ଘନ କୁହୁଡି, ଦିନ ସମୟରେ ଟାଇଁ ଟାଇଁ ଖରା ଅସ୍ତବ୍ୟସ୍ତ କଲାଣି । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୫. ୬ ଡିଗ୍ରି ରେକର୍ଡ ହୋଇଛି । ଝାରସୁଗୁଡ଼ା ତାପମାତ୍ରା ୩୫.୨, ବଲାଙ୍ଗିରରେ ୩୫, ସମ୍ବଲପୁରରେ ୩୪. ୭, ଭବାନୀପାଟଣାରେ ୩୪ ଡିଗ୍ରି ରହିଥିଲା । ଆଜି ଭୁବନେଶ୍ବରର ତାପମାତ୍ରା ୩୪ ଡିଗ୍ରି ଉପରେ ରହିଛି । ତେବେ ପୂର୍ବରୁ ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଏଭଳି ତାତି କେବେ ରେକର୍ଡ ହୋଇନଥିଲା ବୋଲି କୁହାଯାଉଛି ।

ପାଣିପାଗ ବିଶେଷଜ୍ଞ କହିବା ଅନୁସାରେ ସାଧାରଣତଃ ଫେବ୍ରୁଆରି ତୃତୀୟ ସପ୍ତାହ ପରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥାଏ । କିନ୍ତୁ ଚଳିତଥର ଜାନୁଆରି ଶେଷ ସପ୍ତାହରୁ ହିଁ ତାତି ଚିନ୍ତା ବଢ଼ାଇଛି । ମିଳିଥିବା ତଥ୍ୟ ଅନୁସାରେ ଭୁବନେଶ୍ବର ତାପମାତ୍ରା  ୧୯୬୩ ଫେବ୍ରୁଆରି ୨୩ରେ ସର୍ବାଧିକ ୪୨.୭ ଡିଗ୍ରି ରେକର୍ଡ ହୋଇଥିଲା । ସେହିପରି ୨୦୨୧ ଫେବ୍ରଆରୀ ୨୬, ୨୭ ଓ ୨୮ ତାରିଖ ତିନି ଦିନ ୪୦ ଡିଗ୍ରି ଉପରେ ତାପମାତ୍ରା ରହିଥିଲା । ୨୦୧୬  ଫେବ୍ରୁଆରି ୧୯ରେ ୩୯.୩ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା । ହେଲେ, ଚଳିତ ବର୍ଷ ଭଳି ପୂର୍ବରୁ କୌଣସି ବର୍ଷ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଏତେ ତାପମାତ୍ରା ରେକର୍ଡ ହୋଇନାହିଁ । ଜଳବାୟୁ ପରିବର୍ତ୍ତନ ଋତୁଚକ୍ରକୁ ପ୍ରଭାବିତ କରୁଛି । ଯାହାଫଳରେ ଶୀତ ଋତୁର ସମୟ କମିବା ସହ ଆଗୁଆ ଖରା ଆସୁଛି ବୋଲି କୁହାଯାଉଛି ।

Tags: heat waveodisha
ShareTweetShareSend
Sanchar Live

Sanchar Live

Next Post
ବାରବାଟୀ ଷ୍ଟାଡିୟମର ପୁନରୁଦ୍ଧାର ଓ ସଂପ୍ରସାରଣ କରାଯିବ : ମୁଖ୍ୟମନ୍ତ୍ରୀ

ବାରବାଟୀ କ୍ରିକେଟ ମ୍ୟାଚ : ଅନଲାଇନରେ ଶେଷ ହୋଇଗଲା ୨,୪ ନଂ ଗ୍ୟାଲେରୀ ଓ ସ୍ପେଶାଲ ଏନକ୍ଲୋଜର ଟିକେଟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.