Monday, November 2, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home କ୍ରୀଡ଼ା

ଅଲଗା ହେବେ କି ସେହୱାଗ- ଆରତୀ? କାହିଁକି କଲେ ଏମିତି

Sanchar Live by Sanchar Live
January 24, 2025
in କ୍ରୀଡ଼ା
0
Oplus_131072

Oplus_131072

0
SHARES
13
VIEWS
Facebook
Twitter

ମୁମ୍ବାଇ: ପୁଣି ଜଣେ ଭାରତୀୟ କ୍ରିକେଟ୍ ଖେଳାଳିଙ୍କ ବୈବାହିକ ଜୀବନକୁ ନେଇ ଆସିଛି ବଡ଼ ଖବର । ପୂର୍ବତନ କ୍ରିକେଟର୍ ବିରେନ୍ଦ୍ର ସେହୱାଗଙ୍କ ବିବାହ ସମ୍ପର୍କରେ ଝଡ଼ ସୃଷ୍ଟି ହୋଇଥିବା ସନ୍ଦେହ କରାଯାଇଛି । ବିରେନ୍ଦ୍ର ଏବଂ ସ୍ତ୍ରୀ ଆରତୀ ଖୁବ ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଉଭୟ ପରସ୍ପରକୁ ସୋସିଆଲ୍ ମିଡ଼ିଆରେ ଅନଫଲୋ କରିଥିବା ଜଣାପଡ଼ିଛି ।

ଏହି ଷ୍ଟାର୍ ଦମ୍ପତି ଅନେକ ଦିନ ହେବ ଅଲଗା ରହୁଥିବା ଖବର ଆସିଛି । ସେହୱାଗ୍ ଅନେକ ଦିନ ହେବ ନିଜ ପତ୍ନୀଙ୍କ ସହିତ କୌଣସି ଫଟୋ ମଧ୍ୟ ପୋଷ୍ଟ କରି ନାହାଁନ୍ତି । ଯାହାକି ତାଙ୍କ ସମ୍ପର୍କରେ ଫାଟ ଥିବା ସନ୍ଦେହକୁ ଦୃଢ଼ୀଭୂତ କରିଛି ।

Related posts

ହାର୍ଦ୍ଦିକଙ୍କୁ ନିଅ, ଏହି ୨ ଜଣଙ୍କୁ ଦିଅ: ଚର୍ଚ୍ଚାରେ KKR-MI ଟ୍ରେଡ଼ ଡିଲ

ହାର୍ଦ୍ଦିକଙ୍କୁ ନିଅ, ଏହି ୨ ଜଣଙ୍କୁ ଦିଅ: ଚର୍ଚ୍ଚାରେ KKR-MI ଟ୍ରେଡ଼ ଡିଲ

November 2, 2026
ଚର୍ଚ୍ଚାରେ WPL ନିଲାମରେ ବିକ୍ରି ହୋଇଥିବା ସବୁଠୁ କମ ବୟସ୍କ ଖେଳାଳି ଉମା

ଚର୍ଚ୍ଚାରେ WPL ନିଲାମରେ ବିକ୍ରି ହୋଇଥିବା ସବୁଠୁ କମ ବୟସ୍କ ଖେଳାଳି ଉମା

October 29, 2026

ବିରେନ୍ଦ୍ର ସେହୱାଗ୍ ତାଙ୍କ କ୍ରିକେଟ୍ କ୍ୟାରିଅରରେ ୧୦୪ଟି ଟେଷ୍ଟ ଏବଂ ୨୫୧ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ୨୦୦୪ ମସିହାରେ ବୀରେନ୍ଦ୍ର ସେହୱାଗ୍ ଏବଂ ଆରତୀ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।  ଆର‌୍ୟ୍ୟବୀର ଏବଂ ବେଦାନ୍ତ ନାମରେ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଆର‌୍ୟ୍ୟବୀର ୨୦୦୭ରେ ଜନ୍ମ ହୋଇଥିବାବେଳେ ୨୦୧୦ରେ ଦମ୍ପତି ବେଦାନ୍ତକୁ ଜନ୍ମ ଦେଇଥିଲେ । ଉଭୟଙ୍କର ୨୦ ବର୍ଷର ଦାମ୍ପତ୍ୟ ଜୀବନ । ତେବେ ବିବାହ ବିଚ୍ଛେଦକୁ ନେଇ ସେହୱାଗ୍ କିମ୍ବା ପତ୍ନୀ ଆରତୀଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

ପୂର୍ବରୁ ଅନେକ ଭାରତୀୟ କ୍ରିକେଟ୍ ତାରକାଙ୍କ ଜୀବନରେ ଝଡ଼ ଆସି ସାରିଛି । ଶିଖର ଧାୱନ୍, ମହମ୍ମଦ ଶାମି ଓ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ନିଜ ପତ୍ନୀଙ୍କଠାରୁ ଅଲଗା ହୋଇ ସାରିଛନ୍ତି । ନିକଟରେ ୟୁଜୁବେନ୍ଦ୍ର ଚହଲ ଏବଂ ଧନଶ୍ରୀଙ୍କ ସମ୍ପର୍କକୁ ନେଇ ମଧ୍ୟ ଗଣମାଧ୍ୟମରେ ଖବର ଆସିଥିଲା । ଆଉ ଏହି କ୍ରମରେ ସେହୱାଗଙ୍କ ନାମ ମଧ୍ୟ ଯୋଡ଼ି ହୋଇଯାଇଛି ।

Tags: aratidivorceSehwag

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ବାତ୍ୟା ପାଇଁ କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି
  • ଭ୍ୟାନ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ୬ ଜଣଙ୍କ ମୃତ୍ୟୁ
  • ଅଣନିଶ୍ବାସୀ ହୋଇଗଲେଣି ଦିଲ୍ଲୀବାସୀ, ବଢୁଛି ପ୍ରଦୂଷଣ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.