ସଂଚାର ବ୍ୟୁରୋ: ଟ୍ରାକରୁ ଖସିଲା ସାର ନେଇ ଆସୁଥିବା ଟ୍ରେନର ୩ ଓ୍ବାଗନର। ପାରାଦୀପ ଇଫକୋ କମ୍ପାନୀରୁ ସାର ନେବାକୁ ଆସୁଥିବାବେଳେ ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ଶେଷ ତିନିଟି ୱାଗନ ଟ୍ରେନ୍ ଲାଇନ୍ରୁ ଖସି ପଡ଼ିଛି। ରଙ୍ଗିଆଗଡ ରେଲୱେ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି। ୱାଗନଗୁଡିକୁ ଉଠାଇବାକୁ ଚାଲିଛି ପ୍ରୟାସ।.