Thursday, November 5, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

କୁମ୍ଭମେଳାକୁ ଓଡ଼ିଶାରୁ ଗଡ଼ିବ ୭ଟି ସ୍ବତନ୍ତ୍ର ଟ୍ରେନ୍‌

Sanchar Live by Sanchar Live
January 12, 2025
in ଓଡିଶା
0
Oplus_131072

Oplus_131072

0
SHARES
19
VIEWS
Facebook
Twitter

ଭୁବନେଶ୍ୱର: ରାତି ପାହିଲେ ତୀର୍ଥରାଜ ପ୍ରୟାଗରାଜ କୁମ୍ଭମେଳା-୨୦୨୫ ଆରମ୍ଭ ହେବ। ସାଧୁସନ୍ଥମାନେ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇବେ। ଏଥି ସହିତ ଦେଶ-ବ‌ିଦେଶରୁ ଜୁଟିଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଶ୍ରଦ୍ଧାର ବୁଡ଼ ପକାଇବେ। ଆସନ୍ତା ଫେବ୍ରୁଆରି ୨୬ ତାରିଖ ଯାଏଁ ଜାରି ରହିବାକୁ ଥିବା ପବିତ୍ର କୁମ୍ଭମେଳା ପାଇଁ ଓଡ଼ିଶା ସରକାର ମଧ୍ୟ ଭକ୍ତମାନଙ୍କର ଆବଶ୍ୟକତା ଉପରେ ନଜର ରଖିଛନ୍ତି। ଓଡ଼ିଶା ସରକାର ରାଜ୍ୟରୁ ପ୍ରୟାଗରାଜ ପାଇଁ ଯାତ୍ରୀବାହୀ ବସ୍‌ର ଶୁଭାରମ୍ଭ କରିଥିବା ବେଳେ ପୂର୍ବତଟ ରେଳବାଇ ମଧ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଟ୍ରେନ୍‌ ଚଳାଉଛନ୍ତି।

ପୂର୍ବତଟ ରେଳପଥର ପକ୍ଷରୁ କୁହାଯାଇଛି ଯେ, କୁମ୍ଭମେଳା ପାଇଁ ୭ଟି ସ୍ପେଶାଲ ଟ୍ରେନ୍‌ ଗଡ଼ିବ। କୁମ୍ଭମେଳା ଯିବାକୁ ଭୁବନେଶ୍ୱର-ତନ୍ଦୁଲା-ଭୁବନେଶ୍ୱର କୁମ୍ଭମେଳା ସ୍ପେଶାଲ ଟ୍ରେନ୍ ଗଡ଼ିବ। ଏହି ଟ୍ରେନଟି ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଜିଲ୍ଲା ଦେଇ ଯିବ। ଟିଟିଲାଗଡ଼-ତନ୍ଦୁଲା-ଟିଟିଲାଗଡ଼ କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହି ଟ୍ରେନଟି ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଦେଇ ଯାତ୍ରା କରିବ।

ବିଶାଖାପାଟଣା-ଡିଡିୟୁ-ବିଶାଖାପାଟଣା କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହା ରାୟଗଡ଼ା, ବଲାଙ୍ଗିର ଓ ନୂଆପଡ଼ା ଦେଇ ଯିବ। ବିଶାଖାପାଟଣା-ଗୋରଖପୁର- ବିଶାଖାପାଟଣା କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହି ଟ୍ରେନଟି ଗଞ୍ଜାମ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଦେଇ ଯାତ୍ରା କରିବ।

Related posts

ବନ୍ୟା କ୍ଷୟକ୍ଷତି : କେନ୍ଦ୍ରୀୟ ଟିମକୁ ୨,୫୨୬ କୋଟି ସହାୟତା ମାଗିଲା ଓଡିଶା

ବନ୍ୟା କ୍ଷୟକ୍ଷତି : କେନ୍ଦ୍ରୀୟ ଟିମକୁ ୨,୫୨୬ କୋଟି ସହାୟତା ମାଗିଲା ଓଡିଶା

November 5, 2026
ଦୀପାବଳି ପୂର୍ବରୁ ନଜର ପକାନ୍ତୁ ଆଜିର ସୁନା ଦର ଉପରେ

ଦୀପାବଳି ପୂର୍ବରୁ ନଜର ପକାନ୍ତୁ ଆଜିର ସୁନା ଦର ଉପରେ

November 5, 2026

ତିରୁପତି-ବନାରସ- ତିରୁପତି କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହି ଟ୍ରେନଟି ରାୟଗଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା

ପୂର୍ବତଟ ରେଳପଥର ପକ୍ଷରୁ କୁହାଯାଇଛି ଯେ, କୁମ୍ଭମେଳା ପାଇଁ ୭ଟି ସ୍ପେଶାଲ ଟ୍ରେନ୍‌ ଗଡ଼ିବ। କୁମ୍ଭମେଳା ଯିବାକୁ ଭୁବନେଶ୍ୱର-ତନ୍ଦୁଲା-ଭୁବନେଶ୍ୱର କୁମ୍ଭମେଳା ସ୍ପେଶାଲ ଟ୍ରେନ୍ ଗଡ଼ିବ। ଏହି ଟ୍ରେନଟି ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଜିଲ୍ଲା ଦେଇ ଯିବ। ଟିଟିଲାଗଡ଼-ତନ୍ଦୁଲା-ଟିଟିଲାଗଡ଼ କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହି ଟ୍ରେନଟି ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଦେଇ ଯାତ୍ରା କରିବ।

ବିଶାଖାପାଟଣା-ଡିଡିୟୁ-ବିଶାଖାପାଟଣା କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହା ରାୟଗଡ଼ା, ବଲାଙ୍ଗିର ଓ ନୂଆପଡ଼ା ଦେଇ ଯିବ। ବିଶାଖାପାଟଣା-ଗୋରଖପୁର- ବିଶାଖାପାଟଣା କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହି ଟ୍ରେନଟି ଗଞ୍ଜାମ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଦେଇ ଯାତ୍ରା କରିବ।

ତିରୁପତି-ବନାରସ- ତିରୁପତି କୁମ୍ଭମେଳା ସ୍ପେଶାଲ ଟ୍ରେନ। ଏହି ଟ୍ରେନଟି ରାୟଗଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲ

Tags: Kumbamelaprayagrajtrain

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ବନ୍ୟା କ୍ଷୟକ୍ଷତି : କେନ୍ଦ୍ରୀୟ ଟିମକୁ ୨,୫୨୬ କୋଟି ସହାୟତା ମାଗିଲା ଓଡିଶା
  • ଅନ୍ତର୍ଜାତୀୟ ଫୁଟବଲରୁ ରୋନାଲ୍ଡୋଙ୍କ ଅବସର
  • ଗିରଫ ଓ ଅଟକ ରଖିବାର ସମୟସୀମାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.