ସଂଚାର ବ୍ୟୁରୋ: ଛତିଶଗଡ଼ ଦାନ୍ତେୱାଡ଼ାରେ ବଡ଼ ଧରଣର ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ନକ୍ସଲ ନିପାତ ହୋଇଛନ୍ତି। ଏନକାଉଣ୍ଟର ପରେ ଦକ୍ଷିଣ ବସ୍ତର ଡିଭିଜନରେ ଚାଲିଛି ଏନକାଉଣ୍ଟର। ଅପରେସନ ପରେ ସେଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଦାନ୍ତେୱାଡା ଓ ବିଜାପୁର ସୀମାରେ ଚାଲିଛି ଗୁଳିବିନିମୟ। ଡିଆରଜି ଓ ସିଆରପିଏଫ ପକ୍ଷରୁ ଚାଲିଛି କମ୍ବିଂ ଅପରେସନ।
© 2024 Sanchar News