Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

୭ ଜଣ ଆନ୍ତରାଜ୍ଯ ସାଇବର ଠକ ଗିରଫ

Sanchar Live by Sanchar Live
March 30, 2025
in ଅପରାଧ
0
୭ ଜଣ ଆନ୍ତରାଜ୍ଯ ସାଇବର ଠକ ଗିରଫ
0
SHARES
18
VIEWS
FacebookTwitter

ଅନଲାଇନ୍ ଟ୍ରେଡିଂ ଆଳରେ ଠକେଇ ମାମଲା । ଏକ କୋଟି ୪ ଲକ୍ଷ ଟଙ୍କା ଠକେଇ ମାମଲାର ପର୍ଦ୍ଦାଫାସ । ୭ ଜଣ ଆନ୍ତରାଜ୍ଯ ସାଇବର ଠକ ଗିରଫ । ୧୯ ଲକ୍ଷ ଟଙ୍କା ଜବତ । ଆଇପିଓ ଓ ଓଟିସି ଟ୍ରେଡିଂ ଆଳରେ ଉଚ୍ଚ ଲାଭର ପ୍ରଲୋଭନ ଦେଖାଇ ଠକିଥିଲେ ଅଭିଯୁକ୍ତ । ଜାନୁଆରୀ ୧୩ରେ ଏନେଇ ସାଇବର ଥାନାରେ ଅଭିଯୋଗ ହୋଇଥିଲା । ପ୍ରାରମ୍ଭିକ କ୍ଷତି ହୋଇଥିଲେ ମଧ୍ଯ ଅଧିକ ନିବେଶ କରିବାକୁ ଉତ୍ସାହିତ କରିଥିଲେ ଠକ । ଅଭିଯୋଗ ପରେ କର୍ଣ୍ଣାଟକ ଓ ତାମିଲନାଡୁର ବିଭିନ୍ନ ଅଞ୍ଚଳରୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କର୍ଣ୍ଣାଟକର ଜ୍ଯୋତି ରାଜୁ, ରାଜୁ ସି, ଇସମାଇଲ ରାହାଇଦ, ୱାସିମ ତାମିଲନାଡୁର ପଟ୍ଟାରାଜା ଏସ, ଜେଗାଥିସ ରାଥାକୃଷ୍ଣନ ଓ ଇ ସଙ୍ଖୁକୁମାରାଭେଲ । ଅଭିଯୁକ୍ତମାନେ ଟ୍ରେଡିଂ ଆନାଲିସିସ୍ ଭାବେ ପରିଚୟ ଦେଇ ଆଇପିଓ, ଶେୟାର ଏବଂ ଓଟିସି ରେ ନିବେଶ କରିବା ନାଁରେ ଠକେଇ କରିଥିବା ଅଭିଯୋଗ ହୋଇଥିଲା । କର୍ଣ୍ଣାଟକ ଓ ତାମଲନାଡୁ କୋର୍ଟରେ ହାଜର ପରେ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ପୋଲିସ୍ । ଅଭିଯୁକ୍ତଙ୍କ ଠାରୁ ମୋବାଇଲ, ଆଧାର ଓ ପ୍ୟାନକାର୍ଡ, ପାସବୁକ, ଚେକବୁକ, କ୍ରେଡିଟ୍ କାର୍ଡ ଜବତ କରାଯାଇଛି । ଅଭିଯୁକ୍ତଙ୍କ ବ୍ୟଙ୍କ ଆକାଉଣ୍ଟକୁ ସିଲ କରାଯାଇଛି । ୪ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିବାବେଳେ ବ୍ୟାଙ୍କରେ ୧୫ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି ।

Tags: arrestcrimeCyber froud
ShareTweetShareSend
Sanchar Live

Sanchar Live

Next Post
କୋଏଲ ନଦୀରେ ବୁଡିଗଲେ ଦୁଇ ଯୁବକ

କୋଏଲ ନଦୀରେ ବୁଡିଗଲେ ଦୁଇ ଯୁବକ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.