Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ଫିଙ୍ଗି ୫ ଗିରଫ

Sanchar Live by Sanchar Live
September 14, 2024
in ଭାରତ
0
ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ଫିଙ୍ଗି ୫ ଗିରଫ
0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ଫିଙ୍ଗି ୫ ଗିରଫ । ବାଗବାହାରା ରେଳ ଷ୍ଟେସନରେ ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ଫିଙ୍ଗି ଥିଲେ କିଛି ଯୁବକ । ପଥର ମାଡ଼ରେ ଟ୍ରେନର ୩ଟି କୋଚର ଗ୍ଲାସରେ ଫାଟି ଯାଇଥିଲା । C 2 -10, C 4 -1 ଏବଂ C9- 78 ର କାଚ ଫାଟିଥିବା ଅଭିଯୋଗ ହୋଇଥିଲା । ଘଟଣାରେ ଜିତୁ ତାଣ୍ଡି, ଶିବକୁମାର ବାଘେଲ୍, ଦେବେନ୍ଦ୍ର ଚକ୍ରଧର, ଅର୍ଜୁନ ଯାଦବଙ୍କ ସହ ମୋଟ ୫ ଜଣଙ୍କୁ ଗିରଫ କରିଛି ରେଳବାଇ ପୋଲିସ । ଏମାନେ ସମସ୍ତେ ଛତିଶଗଡ ବାଗବ୍ରା ଗ୍ରାମର ବାସିନ୍ଦା । ଗତକାଲି ଏକ ପରୀକ୍ଷାମୂଳକ ଭାବରେ ବନ୍ଦେ ଭାରତ ଟ୍ରେନ ଛତିଶଗଡରୁ ବିଶାଖାପାଟଣମ ଯାଇଥିଲା । ବିଶାଖାପାଟଣମରୁ ଫେରିବା ସମୟରେ ଛତିଶଗଡ ମହାସମୁନ୍ଧ ଜିଲ୍ଲାର ବାଗବାହାରା ରେଳ ଷ୍ଟେସନ ନିକଟରେ ପଥର ଫିଙ୍ଗିଥିଲେ କିଛି ଯୁବକ । ଯେଉଁଥିପାଇଁ ଟ୍ରେନର କିଛି କୋଚରେ ୱିଣ୍ଡୋ ଗ୍ଲାସ ଥିଲା ଫାଟି ଯାଇଥିଲା। ସୂଚନା ପାଇବା ପରେ, ଆରପିଏଫ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା।
କୁହାଯାଉଛି ଯେ ଆସନ୍ତାକାଲି ଅର୍ଥାତ୍ 15 ସେପ୍ଟେମ୍ବର ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରେନର ଉଦଘାଟନ କରିବେ।କିନ୍ତୁ ଉଦ୍ଘାଟନ ପୂର୍ବରୁ ଏଭଳି ଘଟଣା ଘଟିଛି ।

Tags: arrestchatishgarh
ShareTweetShareSend
Sanchar Live

Sanchar Live

Next Post
ଭାରସାମ୍ୟ ହରାଇ ଓଲୋଟିଲା ବୋଲେରୋ, ୮ ଆହତ

ଭାରସାମ୍ୟ ହରାଇ ଓଲୋଟିଲା ବୋଲେରୋ, ୮ ଆହତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ
  • ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ
  • ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ
  • ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.