Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ରାଜଧାନୀରେ ଘରେ ପଶି ଲୁଟ୍‌ ଉଦ୍ୟମ : ମୈତ୍ରୀ ବିହାର ଥାନାରେ ୪ ଭଣ୍ଡ ବାବା ଅଟକ

Sanchar Live by Sanchar Live
December 28, 2024
in ଅପରାଧ
0
ରାଜଧାନୀରେ ଘରେ ପଶି ଲୁଟ୍‌ ଉଦ୍ୟମ : ମୈତ୍ରୀ ବିହାର ଥାନାରେ ୪ ଭଣ୍ଡ ବାବା ଅଟକ
0
SHARES
6
VIEWS
FacebookTwitter

ଭୁବନେଶ୍ଵର : ରାଜଧାନୀରେ ଘରେ ପଶି ଲୁଟ୍‌ ଉଦ୍ୟମ । ମୈତ୍ରୀ ବିହାର ଥାନାରେ ୪ ଭଣ୍ଡ ବାବାଙ୍କୁ ଅଟକ ରଖିଛି ପୋଲିସ । ସକାଳୁ ସକାଳୁ ଘର ଘର ବୁଲି ଲୁଟ ଉଦ୍ୟମ କରୁଥିଲେ ବାବା । ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ ।

ସୂଚନା ଅନୁସାରେ ଶନିବାର ସକାଳୁ ସକାଳୁ ଭୁବନେଶ୍ବର ମୈତ୍ରୀବିହାର ଅଞ୍ଚଳରେ ୪ ଜଣ ବ୍ୟକ୍ତି ବାବା ବେଶରେ ଘର ଘର ବୁଲୁଥିଲେ ।  ପ୍ରତି ଘରେ ପହଞ୍ଚି ଭିକ୍ଷା ମାଗୁଥିଲେ ।  କିଛି ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ବାଧ୍ୟ କରୁଥିଲେ ।  ତେବେ ୪ ଜଣଙ୍କ ବେଶ ପୋଷାକ,କଥାବାର୍ତ୍ତା ଓ ଚାଲିଚଳନରୁ ସନ୍ଦେହ ହୋଇଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।  ପୋଲିସ ୪ ଜଣ ବାବା ବେଶଧାରୀ ବ୍ୟକ୍ତିଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ।  ସେମାନେ ରାଜସ୍ଥାନରୁ ଆସିଥିବା ଜାଣିବାକୁ ପାଇଛି ପୋଲିସ ।  ଏମାନଙ୍କ କ୍ରିମିନାଲ ବ୍ୟାକଗ୍ରାଉଣ୍ଡ ଚେକ୍‌ କରୁଛି ପୋଲିସ ।

Tags: bhubaneswarcrimeloot
ShareTweetShareSend
Sanchar Live

Sanchar Live

Next Post
ପଞ୍ଚଭୂତରେ ଲୀନ ହେଲେ ମନମୋହନ

ପଞ୍ଚଭୂତରେ ଲୀନ ହେଲେ ମନମୋହନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା କ’ଣ ହୁଏ ?
  • ରାତିରେ ବଢି ଯାଉଛି କି ବ୍ଲଡ୍‌ ସୁଗର୍‌? ଏହି ୬ ଟି ସଙ୍କେତରୁ କରନ୍ତୁ ଚିହ୍ନଟ…
  • ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜିରାୱାଲଙ୍କ ମୃତ୍ୟୁ
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.