ସଂଚାର ବ୍ୟୁରୋ: ଚିକିଟି ମଦମୃତ୍ୟୁ ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର MKCG ବଡ଼ ମେଡିକାଲରେ ଆଉ ଜଣକ ମୃତ୍ୟୁ । ମୃତକ ହେଲେ ଲକ୍ଷ୍ମଣ ବେହେରା। ଏନେଇ ଘୋଷଣା କରିଛନ୍ତି ଏମକେସିଜି ମେଡିକାଲ କର୍ତ୍ତୃପକ୍ଷ। ପୂର୍ବରୁ ଦୁଇ ଜଣଙ୍କର ହୋଇଥିଲା ମୃତ୍ୟୁ । ଏହାକୁ ମିଶାଇ ୩ରେ ପହଞ୍ଚିଛନ୍ତି ମୃତ୍ୟୁ ସଂଖ୍ୟା।
© 2024 Sanchar News