Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆସନ୍ତା ୨୮ ଏବଂ ୨୯ରେ ଦୁଇ ଦିନ ଧରି ଚାଲିବ  ଉତ୍କର୍ଷ ଓଡିଶା ସମ୍ମିଳନୀ

Sanchar Live by Sanchar Live
January 22, 2025
in ଓଡିଶା
0
ଆସନ୍ତା ୨୮ ଏବଂ ୨୯ରେ ଦୁଇ ଦିନ ଧରି ଚାଲିବ  ଉତ୍କର୍ଷ ଓଡିଶା ସମ୍ମିଳନୀ
0
SHARES
6
VIEWS
FacebookTwitter

ଭୁବନେଶ୍ୱର : ଆସନ୍ତା ୨୮ ଏବଂ ୨୯ରେ ଦୁଇ ଦିନ ଧରି ଚାଲିବ  ଉତ୍କର୍ଷ ଓଡିଶା ସମ୍ମିଳନୀ    ା  ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ ।  ଉଦଘାଟନ ପୂର୍ୱରୁ ୨୭ ତାରିଖରେ  ତାରକା ହୋଟେଲରେ ସିଆଇ ଆଇ ପକ୍ଷରୁ ପାଞ୍ଚ ଟି ବଡ ସେସନ ରହିଛି । ଏଥିରେ ସିଆଇ ଆଇର ଦୁଇ ଶହ କାଉନସିଲ ସଦସ୍ୟ ଯୋଗ ଦେବେ ।  ୨୮ ତାରିଖ ଦିନ ବଡ ବଡ ଶିଳ୍ପପତି ଯୋଗ ଦେବାର କାଯ୍ୟକ୍ରମ ରହିଛି । ବିଶେଷ କରି ସିଙ୍ଗାପୁର , ଅଷ୍ଟ୍ରେଲିଆ , ମାଲେସିଆ, ମୁମ୍ବାଇରୁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିବା  ବଡ ଶିଳ୍ପପତି ଉତ୍କର୍ଷ ଓଡିଶାରେ ଯୋଗ ଦେବାର କାଯ୍ୟକ୍ରମ ରହିଛି । ପାଖାପାଖି ୧୨ଟି ଦେଶର ଶିଳ୍ପପତିଙ୍କୁ ନିମନ୍ତ୍ରଣ କରାଯାଇଛି ।   ା  ଏନେଇ ଶିଳ୍ପ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ  ହୋଇଛି । ଏହାରି ଉପରେ ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି । କହିଛନ୍ତି , ଉତ୍କର୍ଷ ଓଡିଶା କାଯ୍ୟକ୍ରମ  ଜନତା ମୈଦାନରେ ଚାଲିବ । ଆସୁଥିବା ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Tags: odishaUtkarshaodisha
ShareTweetShareSend
Sanchar Live

Sanchar Live

Next Post
ଚଳିତ ମାସରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଚଳିତ ମାସରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • (no title)
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.